Daily Archives

December 20, 2020

ପାରମ୍ପରିକ ଖାଦ୍ୟର ହେଲା ବ୍ୟବସାୟୀ କରଣ । ମାଣ୍ଡିଆ ଆଣିଲା ଆଦିବାସୀଙ୍କ ମୁହଁରେ ହସ । ସରକାରଙ୍କ ମିଲେଟ ମିଶନ…

କନକ ବ୍ୟୁରୋ : ଆଦିବାସୀଙ୍କ ମୁହଁରେ ଏବେ ହସ ଫୁଟାଇବାରେ ସକ୍ଷମ ହୋଇଛି ମାଣ୍ଡିଆ ଚାଷ  । ଯଦିଓ ମାଣ୍ଡିଆ ସେମାନଙ୍କ ପାରମ୍ପରିକ ଖାଦ୍ୟ ହୋଇ ରହି ଆସିଛି ହେଲେ ଏବେ ବ୍ୟବସାୟୀକରଣ ହେବା ସହ ସେମାନଙ୍କୁ ଯୋଗାଇଛି ଆର୍ଥିକ ସହାୟତା  । ଯେଉଁଥିପାଇଁ ସହାୟତାର ହାତ ବଢ଼ାଇଛି ସରକାରଙ୍କ ମିଲଟ ମିଶନ…

ଖବର ବାଜିଲା, ପ୍ରଶାସନ ଚେତିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ କୁଚିଣ୍ଡା ମଣ୍ଡିରୁ ଉଠିଲା ଧାନ । 

କନକ ବ୍ୟୁରୋ : କନକନ୍ୟୁଜରେ ଖବର ପ୍ରସାରଣ ପରେ ଜାଗିଲା ପ୍ରଶାସନ । ମଣ୍ଡିରୁ ଆରମ୍ଭ ହୋଇଛି ଧାନ ବିକ୍ରି । ଏବେ ମିଲର୍ସ ଆସୁଛନ୍ତି, ଟ୍ରକ ଆସୁଛି, ଶହ ଶହ ବସ୍ତା ଧାନ ବିକ୍ରି ହେବା ଦେଖି ଚାଷୀ ବି ଖୁସି । ଏହିପରି ଦୁଇ ତିନି ଧରି ଧାନ ବିକ୍ରି ଚାଲିଲେ ମଣ୍ଡିରେ ଶୀତକାକରରେ ଧାନ ଜଗି…

ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ । ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷାଙ୍କ ଏତଲା ଭିତିରେ ମାମଲା ରୁଜୁ କଲା…

କନକ ବ୍ୟୁରୋ : କିଛି ଦିନ ତଳେ ଅନୁଭବ-ବର୍ଷାଙ୍କ ଏକ ଯୁକ୍ତି ତର୍କର ଭିଡିଓ ଭାଇରାଲ ହୋଇଥିଲା । ସେହି ଭାଇରାଲ ଭିଡିଓକୁ ନେଇ କଟକ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ । ଅଭିଯୋଗ କରିଥିଲେ, ଏପରି ଭିଡିଓ ଭାଇରାଲ କରି ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଛି । ତାଙ୍କୁ ଭୁଲ…

କାହିଁକି କରୋନା ସୂଚନା ଦେବାରୁ ବାଦ ପଡିଲେ ସୁବ୍ରତ ବାଗଚୀ? ନ୍ୟୁଜ ମେକର କାର୍ଯ୍ୟକ୍ରମରେ ସ୍ପଷ୍ଟ କଲେ ରାଜ୍ୟ…

କନକ ବ୍ୟୁରୋ: ରାଜ୍ୟରେ ଯେତେବେଳେ କରୋନା ପାଦ ଦେଇଥିଲା ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟ ସରାକାରଙ୍କ ପକ୍ଷରୁ ଆଗକୁ ଆସିଥିଲା ଗୋଟିଏ ଚେହେରା । ସେ ହେଉଛନ୍ତି କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ । ପ୍ରତ୍ୟକ ଦିନ ଟିଭି ମାଧ୍ୟମରେ କୋଭିଡ୍ ସଂକ୍ରମଣର ଭୟାବହତା ଓ ଏଥିରୁ ରକ୍ଷା ପାଇବାକୁ…

ବିଶ୍ୱର ଚିନ୍ତା ବଢାଇଲା ବ୍ରିଟେନର କରୋନା ନୂଆ ଷ୍ଟ୍ରେନ୍ । ପୁରୁଣା ଅପେକ୍ଷା ଅଧିକ ମାରାତ୍ମକ । ୭୦ ପ୍ରତିଶତରୁ ଅଧିକ…

କନକ ବ୍ୟୁରୋ : ଇଂଲଣ୍ଡବାସୀଙ୍କୁ ସ୍କଟଲାଣ୍ଡକୁ ପ୍ରବେଶ ଉପରେ କଟକଣା ଏବଂ ୱେଲ୍ସରେ ଆଉଏକ ଲକଡାଉନ ଘୋଷଣା ଭିତରେ କରୋନାକୁ ନେଇ ଯେଉଁ ନୂଆ ତଥ୍ୟ ସାମ୍ନାକୁ ଆସିଛି ତାହା, ସମଗ୍ର ବିଶ୍ୱର ଚିନ୍ତା ବଢାଇ ଦେଇଛି । ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହ୍ୟାନକକ ସ୍ୱୀକାର କରିଛନ୍ତି ଯେ, ଏଠାରେ…

ବଦଳୁଛି ବିଜେଡି, ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ବିରୋଧରେ ରଣହୁଙ୍କାର । ୯ଟି ପ୍ରସ୍ତାବକୁ ସୁପ୍ରିମୋଙ୍କ…

କନକ ବ୍ୟୁରୋ : ଦୁଇଦିନ ତଳେ ବିଜୁ ଯୁବ ଜନତା କଳର କାର୍ଯ୍ୟକାରିଣୀରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଆହୁରି କଡା କରିଛି ଦଳ । କେନ୍ଦ୍ରର ଅବହେଳା ଓ…