Daily Archives

December 20, 2020

ପରୀକୁ ନ୍ୟାୟ ଦେବା ପାଇଁ ବିଜେପିର ବିଶାଳ ପଦଯାତ୍ରା । ଭୁବନେଶ୍ୱରରୁ ନୟାଗଡ ଯଦୁପୁରକୁ ୧୦୦ କିଲୋମିଟର ବାହାରିଲେ…

କନକ ବ୍ୟୁରୋ : ବିଜେପିର ବିଶାଳ ପଦଯାତ୍ରା । ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ କରାଯାଉ, ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଯାଉ, ଏହି ଦାବିକୁ ଆହୁରି ଜୋରଦାର କରିବାକୁ ମହାପଦଯାତ୍ରା ଆୟୋଜନ କରିଛି ଦଳ । ରାଜ୍ୟର ବିଭିନ୍ନ ସ୍ଥାନରେ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ…

ପରୀ ହତ୍ୟା ମାମଲାରେ ପ୍ରଥମ ଗିରଫଦାରୀ । ଏସଆଇଟି କବଜାରେ ଅଭିଯୁକ୍ତ ।

କନକ ବ୍ୟୁରୋ: ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ହୋଇଛି ପ୍ରଥମ ଗିରଫଦାରୀ । ବହୁଦିନ ଧରି ଗୋଟିଏ ଘଟଣାକୁ ନେଇ ବିବାଦ ଚାଲିବା ପରେ ପୋଲିସକୁ ମିଳିଛି ସଫଳତା । ପରୀ ହତ୍ୟା ମାମଲାରେ ଖିଅ ଖୋଜୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟି ବଡ ସଫଳତା ପାଇଛି । ନୟାଗଡର ସେହି ଯଦୁପୁର…

ନୟାଗଡ ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଯଦୁପୁର ଗାଁରୁ ଜଣକୁ ଗିରଫ କଲା ଏସଆଇଟି ।

କନକ ବ୍ୟୁରୋ : ନୟାଗଡ ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଯଦୁପୁର ଗାଁରୁ ଜଣକୁ ଗିରଫ କଲା ଏସଆଇଟି । ଆସନ୍ତାକାଲି ଅଭିଯୁକ୍ତକୁ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ହାଜର କରାଯିବ । ଅଭିଯୁକ୍ତ ବିରୋଧରେ ୩୬୪, ୩୦୨, ୨୦୧, ୩୬୭-ଓ, ୩୭୬-ଏବି ଆଇପିସି ଧାରାରେ ମାମଲା ରୁଜୁ ହୋଇଛି । ଗତ ଦୁଇ ଦିନ ହେବ…

ସାବଧାନ ! ଆହୁରି ଥରିବ ଓଡିଶା । ୩ ଦିନ ମାଡିବସିବ ବାଘୁଆ ଶୀତ । ସତର୍କ କରାଇଲା ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ: ଆସନ୍ତା ୩ଦିନ ଯାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ। ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୫ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଏଥିପାଇଁ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଭୁବନେଶ୍ବରସ୍ଥିତ ଆଞ୍ଚଳିକ…

ମଣିଷ ସମାଜରେ ମମତାର ମୂଲ ବୁଝେଇଦେଲା ପଶୁ । ଆହତ ବାଛୁରୀ ପଛରେ ୩ କିଲୋମିଟର ଦୌଡି ଦୌଡି ପଶୁ ଡାକ୍ତରଖାନା ଗଲା ମାଆ…

କନକ ବ୍ୟୁରୋ: ଆଗେ ଆଗେ ମମତା, ପଛେପଛେ ମାଆ । ଧାଉଁଛି ମଣିଷ ଧାଉଁଛି ମାଆ । ଛୁଆ ଗୁରୁତର ହୋଇଛି ବୋଲି ତା ଚିକିତ୍ସା କରାଇବାକୁ ପଛରେ ଯାଉଛି ମାଆ । ଆଖିକୁ ସିନା ପଶୁଟିଏ ଦେଖାଯାଉଛି ହେଲେ ତା ଭିତରେ ଗୋଟେ ମାଆ ଦିଶୁଛି । ପିଲାଟିର କିଛି ହୋଇଗଲେ ଆମ ମାଆମାନେ ଯେମିତି ବ୍ୟତିବ୍ୟସ୍ତ…

ରାଜଧାନୀରେ କମୁଛି କରୋନା । ଭୁବନେଶ୍ୱରରେ ଆଜି ୩୦ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୧ ଜଣ 

କନକ ବ୍ୟୁରୋ : ଭୁବନେଶ୍ୱରରୁ କମୁଛି କରୋନା ସଂକ୍ରମଣ । ଆଜି ରାଜଧାନୀରୁ ୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…