Daily Archives

December 6, 2020

ପଞ୍ଜୁରୀ ଭିତରେ ହେଉଛି ମାଛ ଚାଷ । ଭାସମାନ ଜେଟି ଓ ଜାଲରେ ତିଆରି ହୋଇଛି ଫିଶିଙ୍ଗ କେଜ । ମତ୍ସ୍ୟ ବିଭାଗର ସହାୟତାରେ…

କନକ ବ୍ୟୁରୋ : ପଞ୍ଜୁରୀ ଭିତରେ ମାଛ ଚାଷ । କଥା ଟା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁ ଥିବ ନିଶ୍ଚିତ । ତେବେ ଉପାନ୍ତ ମାଲାକନଗିରି ଜିଲ୍ଲାରେ ଏବେ ପଞ୍ଜୁରୀ ଭିତରେ ମାଛ ଚାଷ କରି ସ୍ୱାବଳମ୍ବି ହୋଇ ପାରିଛନ୍ତି ୨୦୦ ରୁ ଉର୍ଧ ଚାଷୀ ପରିବାର । ଏଥି ପାଇଁ ସତିଗୁଡା ଜଳ ଭଣ୍ଡାର ରେ ଭାସ୍ୱମାନ…

୭ ମାସ ବିତିଗଲା, ହେଲେ ଦିଗପହଣ୍ଡିର ପୀଡ଼ିତାଙ୍କୁ ମିଳିଲା ନାହିଁ ନ୍ୟାୟ । ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଲେ…

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କେ ନୂଆ ଗାଁ ଥାନା ଅଂଚଳର ଏହି ଯୁବତୀଙ୍କ ସହ ଏଭଳି ଘଟଣା ଘଟିଛି, ଯାହା ବୋଧହୁଏ ଆଉ କାହା ସହ ହୋଇନଥିବ । ଅଭିଯୋଗ ଅନୁସାରେ ପୀଡିତାଙ୍କୁ ଗଣଦୁଷ୍କର୍ମ କରି ପାଣିରେ ବୁଡାଇ ମାରି ଦିଆଯାଇଛି । ଘଟଣାକୁ ୭ମାସ ବିତି ଗଲାଣି କିନ୍ତୁ ଏହି ଘଟଣାରେ ବେଧଡକ ବାହାରେ…

କେନ୍ଦ୍ରାପଡାରେ ତେଜିଲା ଖରସ୍ରୋତା ନଦୀ ଜଳ ବିବାଦ । ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଅଭିନବ ପ୍ରତିବାଦ । ନଦୀକୁ…

କନକ ବ୍ୟୁରୋ : କେନ୍ଦ୍ରାପଡାରେ ତେଜିଲା ଖରସ୍ରୋତା ନଦୀ ଜଳ ବିବାଦ । ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ପକ୍ଷରୁ ମହିଳାମାନେ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । ବରୁଣଡିଆ ଖରସ୍ରୋତା ନଦୀତୁଠରେ ପହଂଚି ମହିଳାମାନେ ନଦୀକୁ ବନ୍ଦାପନା କରିବା ସହ ପାଣି ଭିତରେ ରହି ଜଳ ସତ୍ୟାଗ୍ରହ କରିଛନ୍ତି ।…

କରୋନା ବେଳେ ଗତ ୨ ବର୍ଷର ରେକର୍ଡ ଭାଙ୍ଗିଲା ତେଲ ଦର । ଲଗାତର ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲର ଦାମ । ରାଜଧାନୀରେ…

କନକ ବ୍ୟୁରୋ : କରୋନା କାଳରେ ପେଟ୍ରୋଲ ଓ ଡିଜେଲ ଦର ଲୋକଙ୍କ ଚିନ୍ତା ଆହୁରି ବଢ଼ାଇ ଦେଇଛି । ପ୍ରାୟ ୨ ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପଂହଚିଛି ପେଟ୍ରୋଲ ଦର । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୪ ଟଙ୍କା ଟପିଥିବାବେଳେ ଡିଜେଲ ୮୦ ଟଙ୍କା ଅତିକ୍ରମ କରିଛି । ଯାହା ଗ୍ରାହକଙ୍କ ସମସ୍ୟା…

କୋଭିଡ ବିରୋଧୀ ଲଢ଼େଇ ଭିତରେ ଭାରତ ପାଇଁ ଭଲ ଖବର । ପ୍ରଥମ କମ୍ପାନୀ ଭାବେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି…

କନକ ବ୍ୟୁରୋ : ପ୍ରଥମ ଫାର୍ମା କଂପାନୀ ଭାବେ ଭାରତରେ ଜରୁରୀ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର ଇଣ୍ଡିଆ । ଡ୍ରଗ୍ସ କଂଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ବା ଡିସିଜିଆଇ ଅନୁମତି ଦେଲେ ଭାରତରେ ଟିକାକରଣ ଆରମ୍ଭ ହେବ । ଡିସେମ୍ବର ୪ ତାରିଖରେ ଡିସିଜିଆଇ ନିକଟରେ ଆବେଦନ ପତ୍ର ଦାଖଲ କରିଛି…

ହକ ପାଇଁ ଭାରତ ବନ୍ଦ… ପ୍ରଭାବୀ ହୋଇପାରେ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା । ଚାଷୀଙ୍କୁ ମିଳୁଛି ଚାରିଆଡୁ…

କନକ ବ୍ୟୁରୋ: ଡିସେମ୍ବର ୮ ତାରିଖରେ ଚାଷୀଙ୍କ ଭାରତ ବନ୍ଦ ଡାକରା, ବଳ ଗୋଟାଇବାରେ ଲାଗିଛି । କଂଗ୍ରେସ, ଟିଆରଏସ, ଆରଜେଡି, ଟିଏମସି, ସିପିଆଇ ଓ ସିପିଏମ ଭଳି ବାମ ଦଳ ମଧ୍ୟ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ କରିଥିବା ବେଳେ ଆଜି ଆମ ଆଦମୀ ପାର୍ଟି ମଧ୍ୟ ସମର୍ଥନ ଘୋଷଣା କରିଛି । ଏପଟେ…