Daily Archives

November 8, 2020

ବିମୁଦ୍ରାକରଣକୁ ପୂରିଛି ୪ ବର୍ଷ । ଚାରି ବର୍ଷ ତଳେ ଦେଶରେ ୫ଶହ ଓ ୧ ହଜାର ଟଙ୍କିଆ ନୋଟକୁ ଅଚଳ କରିଥିଲେ ମୋଦୀ ସରକାର

କନକ ବ୍ୟୁରୋ : ବିମୁଦ୍ରାକରଣ ଅର୍ଥାତ ନୋଟବନ୍ଦୀକୁ ପୂରିଛି ୪ ବର୍ଷ । ଏହି ଦିନ ଦେଶରେ ଏକ ବଡ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ଚାରି ବର୍ଷ ତଳେ ଦେଶରେ ୫ ଶହ ଓ ୧ ହଜାର ଟଙ୍କିଆ ନୋଟକୁ ହଠାତ ଅଚଳ କରିଥିଲେ ମୋଦୀ ସରକାର । ଏହାପରେ ସାରା ଦେଶରେ ଲୋକ ନାହିଁ ନଥିବା ଅସୁବିଧାର…

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ, ୪ ଯବାନ…

କନକ ବ୍ୟୁରୋ : ଭାରତୀୟ ସୁରକ୍ଷାକର୍ମୀ ପାକିସ୍ତାନର ଏକ ବଡ ଚକ୍ରାନ୍ତକୁ ପଣ୍ଡ କରିଦେଇଛନ୍ତି । ଜମ୍ମୁ-କାଶ୍ମୀର ସୀମାନ୍ତରେ ରବିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହେବା ସହ ଭାରତୀୟ ସେନାର ୪ ଜଣ ଯବାନ ସହୀଦ ହୋଇଛନ୍ତି । ଏହି…

ରୋବଟ ସହିତ କଥା ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ପଟିଆ ଡିଏଲଏଫ ଟାୱାରରେ ଥିବା ରୋବୋ ସେଫର ଦୁଇଟି ରୋବଟ  ଚମ୍ପା…

କନକ ବ୍ୟୁରୋ : ରୋବଟ ସହିତ କଥା ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ପଟିଆ ଡିଏଲଏଫ ଟାୱାରରେ ଥିବା ରୋବୋ ସେଫରେ ଅଛନ୍ତି ଦୁଇଟି ରୋବଟ  ଚମ୍ପା ଓ ଚମେଲି । ଏହି ଦୁଇ ରୋବଟ ବିଧାୟକଙ୍କ ସାକ୍ଷାତକାର ନେଇଛନ୍ତି । ରୋବୋ ସେଫକୁ ଆସୁଥିବା ଗ୍ରାହକମାନଙ୍କୁ ଖାଇବା ପରସିବା ଭଳି କାମ କରିଥାନ୍ତି…

ସ୍ୱାଭିମାନ ଅଞ୍ଚଳରେ ସ୍ଥିତି ସମୀକ୍ଷା କଲେ ଡିଜିପି । ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ଦେଲେ ଆହ୍ୱାନ

କନକ ବ୍ୟୁରୋ : ମାଲକାନାଗିରି ସ୍ୱାଭିମାନ ଅଞ୍ଚଳରେ ପୁଲିସ ଡିଜି ଅଭୟ । ସ୍ୱାଭିମାନ ଅଂଚଳରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି । କହିଛନ୍ତି ସ୍ୱାଭିମାନ ଅଂଚଳବାସୀଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିସହ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।…

ବିଶ୍ୱ ଭ୍ରମଣ ନିଶାରେ ଲୁଟୁଥିଲେ ଏଟିଏମ୍ । ଗୋଟିଏ ରାଜ୍ୟରୁ ଲୁଟ୍ ପରେ ବିମାନ ଯୋଗେ ପଳାଉଥିଲେ ଅନ୍ୟ ରାଜ୍ୟକୁ । ନିଶା…

କନକ ବ୍ୟୁରୋ : କିଛି ଲୋକ ଖାଇବାକୁ ନପାଇ ଚୋରୀ କରନ୍ତି ତ କେହି ଶ୍ରମକରି ବଂଚିବାକୁ ନାପସନ୍ଦ କରି ଚୋରି କରନ୍ତି । କେହି କେହି ବିଭିନ୍ନ ପରିସ୍ଥିତିରେ ପଡି ଚୋରୀ କରିବାକୁ ବାଧ୍ୟ ହୋଇଥାନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨ ଜଣ ଯୁବକ ବିଶ୍ୱ ଭ୍ରମଣ କରିବାକୁ ଚୋରି କରୁଛନ୍ତି ।…

କରୋନା ତୁ କିଛି କରିପାରିବୁନି । ମହାମାରୀ ସାମ୍ନାରେ ମୁଣ୍ଡ ନୁଆଁଇଲେନି, ପଜିଟିଭ ହୋଇ ବି ପରୀକ୍ଷା ଦେଲେ ।…

କନକ ବ୍ୟୁରୋ: ହାର ମାନିଲା କରୋନା, ମୁଣ୍ଡ ନୁଆଁଇଲା ମହାମାରୀ । ଦୃଢ ଇଚ୍ଛା ଶକ୍ତି ଆଗରେ ଭାଙ୍ଗିଗଲା ଭୂତାଣୁର ଦୁର୍ଗ । କରୋନା ପଜିଟିଭ ହୋଇ ବି ପଛକୁ ହଟିଲେନି, ହାର ମାନିଲେନି । ପରୀକ୍ଷା କେନ୍ଦ୍ର ନୁହେଁ ବରଂ ଆମ୍ବୁଲାନ୍ସରେ ପରୀକ୍ଷା ଦେଲେ ଯୁବତୀ । ସଂକ୍ରମିତ ହୋଇ ବି ନିଆରା ଉପାୟରେ…