Daily Archives

November 8, 2020

ରାଉରକେଲା ଜାତୀୟ ରାଜପଥ ଉପରୁ କ୍ରସର ମାଲିକଙ୍କୁ ଅପହରଣ ଅଭିଯୋଗ । ଅପହରଣର କାରଣ ଅସ୍ପଷ୍ଟ । ଦାଦାବଟି ପାଇଁ ଉଠାଇ…

କନକ ବ୍ୟୁରୋ : ରାଉରକେଲା ଜାତୀୟ ରାଜପଥ ଉପରୁ କ୍ରସର ମାଲିକ ତଥା ଠିକାଦାରଙ୍କୁ ଅପହରଣ ଅଭିଯୋଗ । ଅପହୃତ କ୍ରସର ମାଲିକ ଜଣଙ୍କ ହେଲେ ପ୍ରଦୀପ କୁଣ୍ଡୁ । ଶନିବାର ବିଳମ୍ବିତ ସନ୍ଧ୍ୟାରେ ରାଉରକେଲା ବାସଭବନକୁ ନିଜ କାରରେ ଫେରୁଥିବା ବେଳେ ଜାତୀୟ ରାଜପଥ ଉପରୁ ପ୍ରଦୀପଙ୍କୁ ଅପହରଣ କରାଯାଇଥିବା…

କି କର୍ମ କରିଥିଲେ ନେହେରୁ । ଆମେରିକାରେ ଟ୍ରମ୍ପଙ୍କ ପରାଜୟ ପାଇଁ କିଭଳି ନେହେରୁ ଦାୟୀ ? ଏନେଇ କିଛି ରୋଚକ କଥା

କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ଯେତିକି ଉତ୍ସୁକତା ଦେଖା ଦେଇଥିଲା ତା ଠାରୁ ଅଧିକ ଉତ୍ସୁକ ଥିଲେ ଭାରତୀୟ ମାନେ । ଏହାର ମୁଖ୍ୟ କାରଣ ଥିଲା ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ସେଠିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବା । ନିର୍ବାଚନ ସରିଲା ଓ ଫଳା…

ଗୋଟିଏ ଗାଡ଼ି, ଦୁଇଟି ନମ୍ବର ! ଅଭିନବ ଉପାୟରେ ବୋଲେରୋରେ ଗଂଜେଇ ଚୋରା ଚାଲାଣ ଅଭିଯୋଗ: ଚଢାଉ ପରେ ୬୦ କିଲୋ ଗଂଜେଇ ଜବତ,…

କନକ ବ୍ୟୁରୋ: ଗାଡ଼ି ଗୋଟିଏ, କିନ୍ତୁ ଗାଡ଼ିର ନମ୍ବର ଦୁଇଟି । ଗାଡ଼ିର ଆଗପଟେ ଓଡ଼ିଶା ନମ୍ବର ଲେଖାଥିବା ବେଳେ ପଛପଟେ ରହିଛି ପଶ୍ଚିମବଙ୍ଗର ନମ୍ବର । ଏଭଳି ଅଭିନବ ଉପାୟରେ ବୋଲେରୋରେ ଗଂଜେଇ ଚୋରା ଚାଲାଣ କରୁଥିଲେ ଦୁର୍ବୃତ । ବାରିପଦା ରାସଗୋବିନ୍ଦପୁର ପୋଲିସ ଏଭଳି ଚୋରା ଚାଲାଣ ଉପରେ ଚଢଉ କରି…

କିଶୋରନଗର ତହସିଲଦାରଙ୍କ ଦବଙ୍ଗଗିରି: ମାସ୍କ ଚେକିଂ ସମୟରେ ଜୋରିମାନା ବଦଳରେ ୨ଜଣ ଚାଷୀଙ୍କୁ କଲେ ଉଠବସ

କନକ ବ୍ୟୁରୋ:  ଅନୁଗୁଳ ଜିଲ୍ଲା କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କ ଦବଙ୍ଗଗିରି ।  ମାସ୍କ ଚେକିଂ ସମୟରେ  ଧାନବିଲରୁ ଫେରୁଥିବା  ଦୁଇଜଣ ଚାଷୀଙ୍କୁ ପାଂଚଶହ  ଟଙ୍କା ଜୋରିମାନା ବଦଳରେ  ତହସିଲଦାର କାନଧରି ôଉଠବସ  କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣା ସିସିଟିଭିରେ…

ଏସସି/ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ହେବନି ପରିବର୍ତ୍ତନ । ପିଲାମାନେ ପ୍ରଚଳିତ ହାରରେ ସ୍କଲାରସିପ…

କନକ ବ୍ୟୁରୋ : ଏସସି/ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ହେବନି ପରିବର୍ତ୍ତନ । ପିଲାମାନେ ପ୍ରଚଳିତ ହାରରେ ସ୍କଲାରସିପ ପାଇବେ । ଏସସି ଏସଟି ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ସଂକଳ୍ପରେ ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି । ରିଜୋଲ୍ୟୁସୋନ ସ୍ଥିଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ହରିୟାଣା ସରକାର ଆଣିଲେ ‘ରାଇଟ୍ ଟୁ ରିକଲ’ ଆଇନ । ପ୍ରଥମେ ସରପଞ୍ଚଙ୍କ ଉପରେ ଏହା ଲାଗୁ କରାଯିବ । ସରପଞ୍ଚଙ୍କ ବିରୋଧରେ…

କନକ ବ୍ୟୁରୋ : ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭୋଟ ପାଇ ନିର୍ବାଚିତ ହେବା ପରେ ଜଣେ ପ୍ରତିନିଧି ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ କ୍ଷମତାରେ ରହିଥା’ନ୍ତି । ଏହି ଅବଧି ପୂରଣ ନହେବା ଯାଏ ତାଙ୍କୂୁ କ୍ଷମତାରୁ ହଟାଯାଇ ପାରିବ ନାହିଁ । ହେଲେ ଏବେ ଦେଶର ପ୍ରଥମଥର ପାଇଁ ହରିଆଣା ସରକାର ଏମିତି କିଛି ଆଇନ…