Daily Archives

October 15, 2020

ସାମ୍ବାଦିକ ରମେଶ ରଥଙ୍କୁ ଛାଡିଲା କେନ୍ଦୁଝର ପୋଲିସ । ଚନ୍ଦ୍ରାଣି ମୁର୍ମୁ ମିଛ ଭିଡିଓ ଭାଇରାଲ ପ୍ରସଙ୍ଗରେ ପଚରାଉଚରା…

କନକ ବ୍ୟୁରୋ : ସାମ୍ବାଦିକ ରମେଶ ରଥଙ୍କୁ ଛାଡିଲା କେନ୍ଦୁଝର ପୋଲିସ । କେନ୍ଦୁଝର ପୋଲିସ ଆଜି ତାଙ୍କୁ ନିଜ ହେପାଜତକୁ ନେଇଥିଲା । ଚନ୍ଦ୍ରାଣୀ ମୁର୍ମୁ ଫେକ୍ ଭିଡିଓ ମାମଲାରେ ତାଙ୍କୁ ହେପାଜତକୁ ନେଇଥିଲା ପୋଲିସ । ମାମଲା ସଂକ୍ରାନ୍ତୀୟ ଦସ୍ତାବିଜ ଜବତ ପରେ ଛାଡିଥିବା ସୂଚନା । ରମେଶଙ୍କ ଘରେ…

ଟସ୍ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ କିଙ୍ଗସ୍ ଇଲେଭେନ ପଞ୍ଜାବ ।

କନକ ବ୍ୟୁରୋ : ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ ଇଲେଭେନ ପଞ୍ଜାବ । ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବୋଲିଂ କରିବ କିଙ୍ଗସ୍ ଇଲେଭେନ ପଞ୍ଜାବ ଦଳ । ବର୍ତ୍ତମାନ ବାଙ୍ଗାଲୋରର ଦୁଇ ଓପନ…

ରାଜନୀତିରେ ପ୍ରବେଶ କଲେ ଶତୃଘ୍ନ ସିହ୍ନାଙ୍କ ପୁଅ ଲବ୍ । ବିହାର ବାଙ୍କିପୁର ଆସନରୁ କଂଗ୍ରେସ ଟିକେଟରୁ ଲଢିବେ ନିର୍ବାଚନ

କନକ ବ୍ୟୁରୋ : ବିହାରରେ ନିର୍ବାଚନ ପୂର୍ବରୁ ଦଳ ବଦଳ, ଟିକେଟ ଭାଗବଣ୍ଟାକୁ ନେଇ ଯେଭଳି ଭାବେ ରାଜନୀତି ଦେଖିବାକୁ ମିଳିଥିଲା ତାହା ଠାରୁ ଆହୁରି ଏକ ଖବର ବିହାର ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଚଳଚିତ୍ର ତାରକା ତଥା କଂଗ୍ରେସର ବରିଷ୍ଠ ନେତା ଶତୃଗ୍ନ ସିହ୍ନାଙ୍କ ପୁଅ ଏବେ ରାଜନୀତିରେ…

ସେୟାର ବଜାରରେ ଦୃତ ପତନ । ସେନସେକ୍ସ ୧୦୭୪ ଓ ନିଫ୍ଟ ୩୦୦ ଅଙ୍କ ଖସିଲା । ବୁଡିଗଲା ୩ ଲକ୍ଷ କୋଟି

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଆମେରିକାରୁ ଆସୁଥିବା ସହାୟତା ପ୍ୟାକେଜ୍ ନମିଳିବାରୁ ସାରା ବିଶ୍ୱ ସେୟାର ବଜାରରେ ପତନ ଦେଖିବାକୁ ମିଳିଛି । ପ୍ରଥମେ ଏସିଆ ବଜାର ଓ ପରେ ୟୁରୋପ ବଜାର ଦ୍ରୁତ ହ୍ରାସ ପାଇଛି । ଏହାର ପ୍ରଭାବ ଘରୋଇ ସେୟାର ବଜାରରେ ବି ପରିଲକ୍ଷିତ ହୋଇଛି । ବିଏସଇର ୩୦ ସେୟାର…

ଟିଆରପି ସ୍କାମ ଚର୍ଚ୍ଚା ପରେ ବାର୍କ ବନ୍ଦ କଲା ସବୁ ନ୍ୟୁଜ ଚ୍ୟାନେଲର ଟିଆରପି, ୩ ମାସ ପାଇଁ ବନ୍ଦ ହେଲା ରେଟିଂ,…

କନକ ବ୍ୟୁରୋ : ଫର୍ଜି ରେଟିଂ ବିବାଦ ପରେ ରେଟିଂ ଏଜେନ୍ସି BARC (Broadcast Audience Research Council) ଆସନ୍ତା ୩ ମାସ ପର୍ଯ୍ୟନ୍ତ ଟିଭି ଚ୍ୟାନେଲ ମାନଙ୍କର ସାପ୍ତାହିକ ରେଟିଂ ଉପରେ ରୋକ ଲଗାଇଛନ୍ତି । କିଛିଦିନ ହେବ ଫର୍ଜି ଟିଆରପିକୁ ନେଇ ଚାଲିଥିବା ବିବାଦ ବର୍ତମାନ ଗଣମାଧ୍ୟମ…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ସଂକ୍ରାନ୍ତିୟ ଖବର ପ୍ରସାରଣ ପ୍ରସଙ୍ଗ । ସରକାର ରଖିଲେ ସ୍ପଷ୍ଟୀକରଣ । କହିଲେ,…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଂଚଳ ପରିଦର୍ଶନ ସଂକ୍ରାନ୍ତରେ ପ୍ରସାରିତ ହୋଇଥିବା ଖବର ସଂକ୍ରାନ୍ତରେ ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି । ଏଥିରେ କୁହାଯାଇଛି, ଓଟିଭି ପକ୍ଷରୁ ମିଛ ଖବର ପ୍ରସାରିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତି ନଷ୍ଟ ପାଇଁ ହୋଇଥିବା ଉଦ୍ୟମ ଫସର ଫାଟିଯାଇଛି…