ଦେଶରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ: ଦିନ ୩ଟା ସୁଦ୍ଧା ମୋଟ୍ ୫୦.୭୧ ପ୍ରତିଶତ ମଦଦାନ

47

କନକ ବ୍ୟୁରୋ: ଦେଶରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଦିନ ୩ଟା ସୁଦ୍ଧା ମୋଟ୍ ୫୦.୭୧ ପ୍ରତିଶତ ମଦଦାନ ହୋଇଛି । ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ପଡୁଛି ଭୋଟ । ୯୩ ଆସନ ପାଇଁ ଆଜି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଗୁଜରାଟର ୨୫, ଗୋଆର ୨, ଆସାମର ୪, ବିହାରର ୫, ଛତିଶଗଡର ୭, ମଧ୍ୟପ୍ରଦେଶର ୮, ଉତ୍ତର ପ୍ରଦେଶର ୧୦ ଓ ପଶ୍ଚିମବଙ୍ଗର ୪ ସିଟରେ ଭୋଟ ଦେଉଛନ୍ତି ଲୋକେ ।

ଗୁଜରାଟ – ୪୭.୦୩%
ବିହାର – ୪୬.୬୯%
ଉତ୍ତର ପ୍ରଦେଶ – ୪୬.୭୮%
ଛତିଶଗଡ – ୫୮.୧୯%
ଗୋଆ – ୬୧.୩୯%
ପଶ୍ଚିମବଙ୍ଗ – ୬୩.୧୧%
କର୍ଣ୍ଣାଟକ – ୫୪.୨୦%
ମଧ୍ୟପ୍ରଦେଶ – ୫୪.୦୯%
ଆସାମ – ୬୩.୦୮%
ମହାରାଷ୍ଟ୍ର – ୪୨.୬୩%