Daily Archives

October 15, 2020

ବାବୁ ବେଲୁନ ନିଅ… ମାତ୍ର ୨୦ ଟଙ୍କା । ବେଲୁନ ନନେଲେ ମୋ ପେଟ ପୂରିବନି, ପରିବାର ଚଳିବନି, ନିଅ ବାବୁ…

କନକ ବ୍ୟୁରୋ: ବେଲୁନ ନିଅ ବେଲୁନ... ରଙ୍ଗୀନ ରଙ୍ଗୀନ ବେଲୁନ... ୨୦ ଟଙ୍କାରେ ବେଲୁନ... ବାବୁ ବେଲୁନ ନିଅ... ବେଲୁନ... କୁନି ପୁଅର ଏ ଡାକ ଶୁଣି ହୁଏତ କିଏ ଘର ପାଇଁ ଖୁସି କିଣି ନେଇପାରେ । ମାତ୍ର ୨୦ ଟଙ୍କା ଦେଇ ନିଜ ଝିଅ ପାଇଁ, ନିଜ ପୁଅ ପାଇଁ ସାମାନ୍ୟ ବେଲୁନଟିଏ ନେଇ ତାଙ୍କ ମୁହଁରେ…

ପୁଣି ଚର୍ଚ୍ଚାରେ ଶୁଭଶ୍ରୀ । ଝାଡଖଣ୍ଡର ଅଜଣା ଯୁବକଙ୍କୁ ଉଦ୍ଧାର କଲେ, ଘରେ ପହଞ୍ଚାଇବାକୁ ବ୍ୟବସ୍ଥା କଲେ ।…

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସବ ଇନସପେକ୍ଟର ଶୁଭଶ୍ରୀ ନାୟକ । ଏଥର କେବଳ ଓଡିଶାରେ ନୁହେଁ ବରଂ ତାଙ୍କ ଚର୍ଚ୍ଚା ସୂଦୁର ଝାଡଖଣ୍ଡକୁ ଲମ୍ବିଛି । ଅସହାୟଙ୍କୁ ସାହାଯ୍ୟ ସହଯୋଗ କରି ଲୋକଙ୍କ ହୃଦୟ ଜିଣିଥିବା ମହିଳା ପୋଲିସ ଅଫିସର ଶୁଭଶ୍ରୀ ଏବେ ପଡୋଶୀ ରାଜ୍ୟର ଲୋକଙ୍କୁ ସହଯୋଗର ହାତ…

ଆଇଏଏସ୍ ଆଶାୟୀଙ୍କୁ ସାହାଯ୍ୟ କରିବେ ସୋନୁ ସୁଦ୍ । ମାଙ୍କ ନାଁରେ ଆରମ୍ଭ କଲେ ସ୍କଲାରସିପ ସ୍କିମ୍ ।

କନକ ବ୍ୟୁରୋ : ସୋନୁ ତମେ ମଣିଷ ନା ଭଗବାନ ? ଏଭିଳି ଏକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କାରଣ ଗତ କିଛି ଦିନ ହେବ ବଲିଉଡ ଅଭିନେତା ସୋନୁ ସୁଦ ଯେଉଁଭଳି ଲୋକଙ୍କୁ ସହାୟତା କରୁଛନ୍ତି । ଏଭଳି ପ୍ରଶ୍ନ ମନରେ ଆସିବା ସ୍ୱାଭାବିକ । ଏବେ ସେ ପୁଣି ତାଙ୍କ ସହାୟତାର ହାତ ବଢାଇଛନ୍ତି…

ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ଉଠାଇନେଲା ପୋଲିସ । କେନ୍ଦୁଝର ପୋଲିସ ରମେଶଙ୍କୁ ହେପାଜତକୁ ନେଇଥିବା ସୂଚନା ।…

କନକ ବ୍ୟୁରୋ : ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ ଉଠାଇନେଇଛି । କେନ୍ଦୁଝର ପୋଲିସ ରମେଶ ରଥଙ୍କୁ ହେପାଜତଙ୍କୁ ନେଇଥିବା ସୂତ୍ରରୁ ସୂଚନା ମିଳିଛି । ସାଂସଦ ଚନ୍ଦ୍ରାଣୀ ମୁର୍ମୁ ମିଛ ଭିଡିଓ ଭାଇରାଲରେ ସାମ୍ବାଦିକଙ୍କୁ ପୋଲିସ ପଚରାଉଚରା ପାଇଁ ନେଇଥିବା ଜଣାପଡିଛି । କମ୍ପ୍ୟୁଟର ଆଇପି…

ବନ୍ଧାହେଲେ କୋଟିପତି ହିନ୍ଦୀ ଶିକ୍ଷକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ ; କାଲି ଏକକାଳୀନ…

କନକ ବ୍ୟୁରୋ : କୋଟିପତି ହିନ୍ଦୀ ଶିକ୍ଷକ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଶିକ୍ଷକଙ୍କ ସମ୍ପତ୍ତିି ୪.୯୩ କୋଟି । ଆୟ ବହିର୍ଭୂତ ସମ୍ପତ୍ତିି ମାମଲାରେ ଫସିଛନ୍ତି ଗଂଜାମ ଜିଲ୍ଲା ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ । ତାଙ୍କ…

ରିପବ୍ଲିକ୍ ଟିଭିର ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ : ଅର୍ଣ୍ଣବ ଗୌସ୍ୱାମୀଙ୍କୁ ବମ୍ବେ ହାଇକୋର୍ଟ…

କନକ ବ୍ୟୁରୋ :  ଟିଆର୍‌ପି ଦୁର୍ନୀତିରେ ମୁମ୍ବାଇ ପୁଲିସ୍‌କୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ରିପବ୍ଲିକ୍‌ ଟିଭି ଓ ତା’ର ସଂପାଦକ ଅର୍ଣ୍ଣବ ଗୌସ୍ୱାମୀ କରିଥିବା ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମ୍‌କୋର୍ଟରେ…