Browsing Category

ନ୍ୟୁଜ୍

ପଦ୍ମପୁରରେ କାହିଁକି ଅମାନତ ହରାଇଲା କଂଗ୍ରେସ? ତାରା କହିଲେ ସମସ୍ୟା ସମାଧାନ ନକଲେ ଲୋପ ପାଇଯିବ କଂଗ୍ରେସ 

କନକ ବ୍ୟୁରୋ: ପଦ୍ମପୁରରେ ଉପନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ବାହିନୀପତି । କଂଗ୍ରେସ ବାରମ୍ବାର ପରାଜୟ ବରଣ କରୁଛି । ଏହା ମୋ ପାଇଁ ପୁରା ଦଳ ପାଇଁ ଲଜ୍ଜାର ବିଷୟ । ପିସିସି ସଭାପତି ଏ ବାବଦରେ ତର୍ଜମା କରିବା ଦରକାର । ଯଥାଶୀଘ୍ର…
Read More...

୨୦୨୪ରେ କେନ୍ଦ୍ରରେ ବିଜେପି ରହିବ କି ନାହିଁ ଚିନ୍ତା କରୁ । ପଦ୍ମପୁରରେ କଂଗ୍ରେସର ଭୋଟ ବିଜେଡିକୁ ଯାଇଛି, ପରାଜୟ ପରେ…

କନକ ବ୍ୟୁରୋ :  କଂଗ୍ରେସ ଭୋଟ୍ ବିଜେଡିକୁ ଚାଲିଯିବା ଫଳରେ ପଦ୍ମପୁରରେ ବିଜେପି ପରାଜୟର ମୁହଁ ଦେଖିଲା । କିନ୍ତୁ ୨୦୨୪ରେ ଏହାର ପ୍ରଭାବ ପଡ଼ିବ ନାହିଁ ଓ ବିଜେପି-ବିଜେଡି ମଧ୍ୟ ଦ୍ୱିମୁଖୀ ଲଢେଇ ହେବ ବୋଲି ବିରୋଧୀ ଦଳ ନେତା କହୁଥିବା ବେଳେ ଏଥିରେ ସ୍ୱର ମିଳାଇଛନ୍ତି କଂଗ୍ରେସ ବିଧାୟକ ତାରା…
Read More...

ଆମେରିକାରେ ସମଲିଙ୍ଗୀ ବିବାହକୁ ମିଳିଲା ମଞ୍ଜୁରୀ, ଜାଣନ୍ତୁ କଣ କହିଲେ ରାଷ୍ଟ୍ରପତି ବାଇଡେନ

କନକ ବ୍ୟୁରୋ : ସମଲିଙ୍ଗୀ ବିବାହକୁ ନେଇ ଏବେ ବି ଅନେକ ଦେଶରେ ତର୍କ ବିତର୍କ ଜାରି ରହିଛି । ହେଲେ ଆମେରିକା ସରକାର ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଆମେରିକାର ତଳ ସଂସଦରେ ସମଲିଙ୍ଗୀ ବିବାହ ଓ ଅନ୍ତରଜାତୀୟ ବିବାହକୁ ମଞ୍ଜୁରୀ ମିଳିଛି । ଏହା ଖୁବଶୀଘ୍ର ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ…
Read More...

ରାଜଧାନୀରେ ହେବ ସ୍ୱତନ୍ତ୍ର ‘ଡଗ୍ ଶୋ’ । ଭାଗ ନେବେ ୩୦ ପ୍ରଜାତିର କୁକୁର

କନକ ବ୍ୟୁରୋ: ରାଜଧାନୀରେ କୁକୁରଙ୍କର ହେବ ସ୍ୱତନ୍ତ୍ର ସୋ’ । ଏହି ଡଗ୍ ସୋ’ରେ ସାମିଲ ହେବେ ୩୦ ପ୍ରଜାତିର କୁକୁର । ଜର୍ମାନ ସେଫର୍ଡ, ଲାବ୍ରାଡର ରିଟ୍ରାଇଭର, ଡୋଗରମ୍ୟାନ୍ ଭଳି ପ୍ରଜାତିର କୁକୁର ଦେଖାଇବେ କୌଶଳ । ଓଡ଼ିଶା କେନେଲ କ୍ଲବ ପକ୍ଷରୁ ୟୁନିଟ୍-୬ ସରକାରୀ ବାଳକ ହାଇସ୍କୁଲରେ ୩ ଦିନ…
Read More...

ଦିଲ୍ଲୀ ଏମିସିଡିରେ ଆପର ବିଜୟ ପରେ କିଏ ହେବ ମେୟର? ଜାଣନ୍ତୁ ଏନେଇ କ’ଣ ରହିଛି ଆକଳନ..

କନକ ବ୍ୟୁରୋ:  ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବିଜୟ ସତ୍ତେ୍ୱ କିଏ ହେବ ମେୟର, ତାକୁ ନେଇ ଜାରି ରହିଛି ସସପେନ୍ସ । ୨୫୦ ୱାର୍ଡ ବିଶିଷ୍ଟ ପୌର ନିଗମରେ ଆପ୍ ୧୩୪ଟି ୱାର୍ଡରେ ବିଜୟୀ ହୋଇଛି । ଏଥିସହ ଦିଲ୍ଲୀ ଏମସିଡିରେ ବିଜେପିର ୧୫ ବର୍ଷର ଶାସନର ଅନ୍ତ ଘଟାଇଛି ଆପ୍ ।…
Read More...

ସାରା ଦେଶରେ ମୋଟ ବିଧାୟକଙ୍କ ସଂଖ୍ୟା ୪ ହଜାର ୩୩, ଜାଣନ୍ତୁ କେଉଁ ଦଳରୁ ରହିଛନ୍ତି କେତେଜଣ ବିଧାୟକ ?

କନକ ବ୍ୟୁରୋ : ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଆସିସାରିଛି । ଗୁଜରାଟରେ ପୁଣି ବିଜେପି ସପ୍ତମଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ବେଳେ ହିମାଚଳରେ କିନ୍ତୁ ବିଜେପି ହାତରୁ କ୍ଷମତା ଛଡାଇ ନେଇଛି କଂଗ୍ରେସ । ପ୍ରଥମଥର ପାଇଁ ଗୁଜରାଟରେ ଆମ୍ ଆଦମୀ ପାର୍ଟି ଖାତା…
Read More...

ପଦ୍ମପୁରରେ କାହିଁକି ଫୁଟି ପାରିଲାନି ପଦ୍ମ, ହେବ ସମୀକ୍ଷା । ଏନେଇ ପୁଣି କ’ଣ କହିଲେ ଜୟନାରାୟଣ ?

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ କାହିଁକି ହାରିଲା ବିଜେପି । ଏହାର ସମୀକ୍ଷା କରିବ ମୁଖ୍ୟ ବିରୋଧୀ ଦଳ । ତେବେ ତା ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପରାଜୟର କେତୋଟି କାରଣ ସମ୍ପର୍କରେ ମତ ରଖିଛନ୍ତି । ବର୍ଷାଙ୍କୁ ବିଦେଶିନୀ କହି ନିର୍ବାଚନୀ ପ୍ରଚାର ବେଳେ ବାରମ୍ବାର…
Read More...

ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ । ବୃଦ୍ଧ ଦମ୍ପତ୍ତିଙ୍କ ଗଳାକାଟି ଲୁଟିନେଲେ ସୁନା ଅଳଙ୍କାର ।

କନକ ବ୍ୟୁରୋ: ଦୁବୃର୍ତଙ୍କ ଉନ୍ମତ୍ତକାଣ୍ଡ । ବିଳମ୍ବିତ ରାତିରେ ଘରେ ପଶି ଗଳା କାଟି ହତ୍ୟା କରିବା ସହ ଲୁଟିନେଲେ ସୁନା ଅଳଙ୍କାର । କଟକ ନିଶ୍ଚିତ କୋଇଲି ବ୍ଲକ ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁରେ ଘଟିଛି ଏହି ଅଘଟଣ । ଗୁରୁବାର ରାତିରେ ହୃଷିକେଶ ମୁଦୁଲିଙ୍କ ଘରେ କେହି ଦୁର୍ବୃତ୍ତ…
Read More...

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଅଳ୍ପସଂଖ୍ୟକ ଛାତ୍ରଙ୍କୁ ମିଳୁଥିବା ଏହି ସହାୟତା କଲେ ବନ୍ଦ

କନକ ବ୍ୟୁରୋ : ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ମିଳୁଥିବା ମୌଲାନା ଆଜାଦ ନ୍ୟାସନାଲ ଫେଲୋସିପ ବନ୍ଦ କରିଦେଇଛନ୍ତି କେନ୍ଦ୍ରସରକାର । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ସଂସଦରେ ସୂଚନା ଦିଆଯାଇଛି । ସରକାର ଯୁକ୍ତି ବାଢିଥିଲେ କି ଏହି ଯୋଜନା ଅନ୍ୟ ଯୋଜନାମାନଙ୍କ ଉପରେ ଭାରି…
Read More...

ଯାଜପୁରର ‘ରାମ-ସୀତା’ କଳି । ସ୍ତ୍ରୀଙ୍କ ସହ ଝଗଡାକୁ ନେଇ ଆଜିକୁ ୪୨ ବର୍ଷ ଧରି ଭାତ ଖାଉନାହାଁନ୍ତି ରାମ

କନକ ବ୍ୟୁରୋ: ଯାଜପୁରର ରାମ-ସୀତା କାହାଣୀ । ଅଭିମାନ କରି ୪୨ ବର୍ଷ ହେଲା ଭାତ ଖାଉନାହାଁନ୍ତି ରାମ । ପତ୍ନୀଙ୍କ ସହ ଖାଇବାକୁ ନେଇ ଝଗଡା ହେବାରୁ ଏତେ ବର୍ଷ ହେବ ଭାତ ଖାଇବା ଛାଡିଦେଇଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ଭିକିପୁର ଗାଁର ରାମଚନ୍ଦ୍ର ମାଝି । ପତ୍ନୀ ଏବଂ ୫ ଝିଅ, ଦୁଇ…
Read More...