Browsing Category

ନ୍ୟୁଜ୍

ଛାତ୍ର ସହ ମହିଳା ଫେରାର! ଶ୍ୱଶୁର ଘରେ ତାଲା ପକାଇ ପ୍ରେମିକ ସହ ମହିଳା ଫେରାର।

କନକ ବ୍ୟୁରୋ: ଘରେ ଶ୍ୱଶୁର ଘର ଲୋକଙ୍କୁ ତାଲା ପକାଇ ପ୍ରେମିକଙ୍କ ସହ ଫେରାର ହୋଇଗଲେ ମହିଳା । ଏହାସହ ଘରୁ ଲକ୍ଷାଧିକ ଟଙ୍କାର ଜିନିଷ ନେଇପଳାଇଛନ୍ତି । ଏନେଇ ତାଙ୍କ ସ୍ୱାମୀ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳରେ ଘଟିଥିବା ଏହି…
Read More...

ଲୋକସଭାରେ ଉଠିଲା ଅର୍ଚ୍ଚନା ନାଗଫାଶ ପ୍ରସଙ୍ଗ। ସିବିଆଇ ତଦନ୍ତ ଦାବି କଲେ ବରଗଡ ସାଂସଦ ସୁରେଶ ପୂଜାରୀ।

କନକ ବ୍ୟୁରୋ: ଦିଲ୍ଲୀରେ ଉଠିଲା ହାଇପ୍ରୋଫାଲ ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗ । ଲୋକସଭାରେ ବରଗଡ ସାଂସଦ ସୁରେଶ ପୂଜାରୀ ଏହି ପ୍ରସଙ୍ଗ ଉଠାଇଛନ୍ତି । ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ସୁରେଶ ପୂଜାରୀ । ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର କରାଯାଉ ବୋଲି ଦାବି କରିବା ସହ ଓଡ଼ିଶା…
Read More...

ବିବାଦ ଭିତରେ ‘ପଠାନ୍’କୁ ନେଇ ଶାହାରୁଖଙ୍କ ବଡ ଘୋଷଣା । ଫିଫା ବିଶ୍ୱକପ୍ ଫାଇନାଲରେ କରିବେ ଫିଲ୍ମର ପ୍ରମୋସନ୍ । 

କନକ ବ୍ୟୁରୋ: ଗତ ଚାରି ବର୍ଷ ଧରି ଶାହାରୁଖ ଖାନଙ୍କର ଗୋଟିଏ ବି ଫିଲ୍ମ ରିଲିଜ୍ ହେଇନି । ଯେଉଁ କାରଣରୁ ଶାହାରୁଖଙ୍କ ଫ୍ୟାନ୍ସମାନେ ତାଙ୍କ ଆଗାମୀ ଫିଲ୍ମ ପଠାନଙ୍କୁ ଚାତକ ଭଳି ଚାହିଁ ରହିଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ଏହି ଫିଲ୍ମ ଆସନ୍ତା ଜାନୁଆରୀ ୨୫ ତାରିଖରେ ରିଲିଜ୍ ହେବାକୁ ଯାଉଛି ।…
Read More...

ଭାରତ ଫେରିବା ବ୍ୟତୀତ ନୀରବ ମୋଦୀଙ୍କ ପାଖରେ ଆଉ କିଛି ନାହିଁ ବିକଳ୍ପ । ପ୍ରତ୍ୟାର୍ପଣ ବିରୋଧୀ ଆବେଦନକୁ ଲଣ୍ଡନ…

କନକ ବ୍ୟୁରୋ : ପଳାତକ ନୀରବ ମୋଦୀ ଏବେ ଭାରତ ଫେରିବାକୁ ବାଧ୍ୟ ହେବେ । କାରଣ ଭାରତ ନଫେରିବା ନେଇ ସେ ଲଣ୍ଡନ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଏବେ ତାଙ୍କ ପାଖରେ ଆଇନଗତ ଭାବେ ଅନ୍ୟ କିଛି ବିକଳ୍ପ ନଥିବାରୁ ସେ ଭାରତ ଫେରିବା ପ୍ରାୟ ତ ନିଶ୍ଚିତ ହୋଇଛି ।…
Read More...

ରାଜଧାନୀରେ ମଶା ଦମନରେ ଡ୍ରୋନର ବ୍ୟବହାର। ସ୍ଥାନ ଚିହ୍ନଟ ପରେ ନିଆଯିବ ପଦକ୍ଷେପ।

କନକ ବ୍ୟୁରୋ: ମଶା ମାରିବ ଡ୍ରୋନ । ଭୁବନେଶ୍ୱର ମଶା ମାରିବାକୁ ଡ୍ରୋନର ବ୍ୟବସ୍ଥା କରାଯିବ । ଅଧିକ ମଶା ହେଉଥିବା ସ୍ଥାନ ଚିହ୍ନଟ ପରେ ନିଆଯିବ ପଦକ୍ଷେପ । ଡ୍ରୋନ ଜରିଆରେ ଔଷଧ ସ୍ପ୍ରେ କରି ମଶା ଦମନ କରାଯିବ । ମଶା ଦମନ କରିବା ପାଇଁ କୋଲକାତା ମଡେଲକୁ ଆପଣାଇବ ଓଡିଶା । ଏନେଇ ବିଏମସି ମେୟର…
Read More...

ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଲେ ବାଂଲାଦେଶର ବୋଲିଂ କୋଚ୍ । ପୁରୁଣା ଭୁଲ୍ ପାଇଁ ୨୫ ବର୍ଷ ପରେ କହିଲେ…

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଲେ ବାଂଲାଦେଶର ବୋଲିଂ କୋଚ୍ । ବର୍ତ୍ତମାନ ବାଂଲାଦେଶ ଟିମର କୋଚ୍ ଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳି ଆଲାନ୍ ଡୋନାଲ୍ଡ, ଭାରତୀୟ କ୍ରିକେଟ ଟିମର ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଛନ୍ତି । ତେବେ ବିଶ୍ୱ…
Read More...

ଆଉ କିଛି ସମୟର ଅପେକ୍ଷା । ୧୨ ଦିନ ପରେ ଆଲୋକ ଦେଖିବେ ୪୧ ଶ୍ରମିକ ।

ବାସ୍ ଆଉ କିଛି ସମୟର ଅପେକ୍ଷା । ୪୧ ଜୀବନ ବଂଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି । ପାଖାପାଖି ୯୦ ପ୍ରତିଶତ ଡ୍ରିଲିଂ କାମ ଶେଷ ହୋଇସାରିଛି । ମୋଟ ୫୭ ମିଟର ଡ୍ରିଲ କରିବାକୁ ଥିବା ବେଳେ ଏବେ ସୁଦ୍ଧା ୪୫ ମିଟର ଡ୍ରିଲ ହୋଇଥିବା ନେଇ ସୂଚନା ମିଳିଛି । ଫଶିରହିଥିବା ଶ୍ରମିକଙ୍କ…
Read More...

ନକଲି ଔଷଧ ପଛରେ ରହିଛି ହିମାଚଳ ଲିଙ୍କ। ଓଡିଶାରେ ମେଡିସିନ୍ ସପ୍ଲାଏ କରି ନଥିବା କମ୍ପାନୀର ସ୍ପଷ୍ଟ ପରେ…

କନକ ବ୍ୟୁରୋ: କ୍ଲାଭାମ୍ –୬୨୫ ନକଲି ଔଷଧ ପଛରେ ରହିଛି ହିମାଚଳ ଲିଙ୍କ । ଏନେଇ ସୂଚନା ଦେଲା ଡ୍ରଗ୍ କଂଟ୍ରୋଲ ବିଭାଗ । ଓଡିଶାରେ ଏହି ମେଡିସିନ୍ର ସପ୍ଲାଏ କରି ନଥିବା କମ୍ପାନୀ ସ୍ପଷ୍ଟ କରିବା ପରେ ଡ୍ରଗ୍ କଂଟ୍ରୋଲ ତରଫରୁ କାର୍ଯ୍ୟାନୁଷ୍ଠାନ । ଅଶୋକ ନଗରରେ ଥିବା କିରଣ ଫାର୍ମାସ୍ୟୁଟିକାଲରେ…
Read More...

ଭିଜିଲାନ୍ସ ଜାଲରେ କୋଟିପତି ସବଇନ୍ସପେକ୍ଟର। ଅଭିମନ୍ୟୁ ଚୌଧୁରୀଙ୍କ ଭୁବନେଶ୍ୱର ଘରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ କୋଟିପତି ପୁଲିସ ବାବୁ । ସବ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ପାଇକ ନଗର ସ୍ଥିତ ତାଙ୍କ ଘରୁ ଦେଢ ଲକ୍ଷ ନଗଦ ଟଙ୍କା ସହ ପୁଳା ପୁଳା ସୁନାଗହଣା ଜବତ ହୋଇଛି । ସେହିପରି ତାଙ୍କର ଓ ତାଙ୍କ…
Read More...

ଗ୍ୟାଙ୍ଗଷ୍ଟର ଆକ୍ଟରେ ଫଶିଲେ ବାହୁବଳୀ ମୁକ୍ତାର ଅନସାରୀ । ୧୦ ବର୍ଷ ଜେଲ ସହ ୫ ଲକ୍ଷ ଜରିମାନା

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ବାନ୍ଦା ଜେଲରେ ଥିବା ବାହୁବଳୀ ତଥା ପୂର୍ବ ବିଧାୟକ ମୁକ୍ତାର ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟରେ ୧୦ ବର୍ଷ ଜେଲଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି । କେବଳ ମୁ୍କ୍ତାର ନୁହଁନ୍ତି ତାଙ୍କ ସହଯୋଗୀ ଭୀମ ସିଂଙ୍କୁ ମଧ୍ୟ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି…
Read More...