Browsing Category

ନ୍ୟୁଜ୍

କେମିତି ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ? ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ତଥ୍ୟ। 

କନକ ବ୍ୟୁରୋ: ଜେଲ ଭିତରେ ଗୋବିନ୍ଦ ସାହୁ କେମିତି କଲେ ଆତ୍ମହତ୍ୟା । ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ରିପୋର୍ଟ । ବେକରେ ଗାମୁଛା ଲଗାଇ ଝୁଲି ପଡିଥିଲେ ଗୋବିନ୍ଦ । ସେଲ ପଛପଟେ ଥିବା ଏକ ୭-୮ ଫୁଟ୍ର ଛୋଟିଆ ଗଛରେ ଆତ୍ମହତ୍ୟା କରିଥିବା କଥା କୁହାଯାଉଛି । ଗୋଟିଏ ଛୋଟିଆ ଗଛରେ ଏବଂ ୪ ହାତିଆ…
Read More...

ଜେଲରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ । ସିଆଇଡି-କ୍ରାଇମବ୍ରାଞ୍ଚ କରିବ ତଦନ୍ତ, ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ।

କନକ ବ୍ୟୁରୋ : ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମୃତ୍ୟୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜେଲରେ ଗୋବିନ୍ଦ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି । ଆଉ ଏସବୁ ଭିତରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା…
Read More...

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବର ଭାରତୀୟ ଟିମକୁ ଝଟକା। ରୋହିତ୍, ନବଦୀପ ସାଇନୀ ବାଦ୍

କନକ ବ୍ୟୁରୋ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଝଟକା ଲାଗିଛି । ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ନବଦୀପ ସାଇନୀ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି । ଡିସେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ପୂର୍ବରୁ ଏମାନେ ବାଦ ପଡିଛନ୍ତି । ଆହତ…
Read More...

ଧରାହେଲେ ମୋ ବସ୍ ଲୁଟେରା ଗ୍ୟାଙ୍ଗ। ୭ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ ।

କନକ ବ୍ୟୁରୋ: ବନ୍ଧା ହେଲେ ମୋ ବସ ଲୁଟେରା । ୭ଜଣ ଲୁଟେରାଙ୍କୁ ଧରିଲା କମିଶନରେଟ୍ ପୋଲିସ । ସେମାନଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ ଜବତ କରିଛି ପୋଲିସ । ଲୁଟର ଶିକାର ହୋଇଥିବା ୩ଜଣ ଲୋକଙ୍କୁ ପୋଲିସ ଏହି ଟଙ୍କା ଫେରାଇଛି । ଏହି ଗ୍ୟାଙ୍ଗ ମୋ ବସରେ ଯାଉଥିବା ଲୋକଙ୍କୁ ଟାର୍ଗେଟ…
Read More...

ଗୋବିନ୍ଦ ଆତ୍ମହତ୍ୟା ଘଟଣାକୁ ନେଇ ସରକାରଙ୍କୁ ଘେରିଲା ବିଜେପି। ବିରୋଧୀଙ୍କ ଅଭିଯୋଗ ଆତ୍ମହତ୍ୟା କରିବାକୁ କରାଯାଇଛି…

କନକ ବ୍ୟୁରୋ: ଜେଲ୍ ଭିତରେ କେମିତି ଓ କାହିଁକି ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ, ଏହାକୁ ନେଇ ବଢିବାରେ ଲାଗିଛି ରାଜନୀତି । ଘଟଣା ପାଇଁ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ । ବିଜେପି ପ୍ରେସମିଟ୍ କରି ଘଟଣା ପାଇଁ ଶାସକ ଦଳକୁ ଦାୟୀ କରିଛି । ଗୋବିନ୍ଦ ସାହୁ ଆତ୍ମହତ୍ୟାର…
Read More...

ଗୋବିନ୍ଦଙ୍କ ମୃତ୍ୟୁର ତଦନ୍ତ କରିବେ ଜେଲ ଡିଆଇଜି। ୨୪ ଘଣ୍ଟାରେ ପ୍ରଦାନ କରିବେ ରିପୋର୍ଟ ।

କନକ ବ୍ୟୁରୋ: ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ସମ୍ବଲପୁର ଜେଲ ଡିଆଇଜି କଣ୍ଟାବାଞ୍ଝି ଗସ୍ତରେ ଯାଇଛନ୍ତି । କେଉଁ ପରିସ୍ଥିତିରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଛି ତାର ତଦନ୍ତ କରିବେ ଡିଆଇଜି । ଡିଆଇଜି ଅନସୂୟା ଜେନା କହିଛନ୍ତି ବିଭିନ୍ନ ଦିଗରୁ ମୃତ୍ୟୁର ହେବ ତଦନ୍ତ । କାର୍ଯ୍ୟରେ ଅବହେଳା,…
Read More...

ମରୁଡିରୁ ରକ୍ଷା କରିପାରିବ ଶୀତ ଦିନର ‘କୁହୁଡି’। ଜାଣନ୍ତୁ କେମିତି ଲୋକଙ୍କ ପାଇଁ ଏହା ଉପଯୋଗୀ …

କନକ ବ୍ୟୁରୋ: ଭାରତର ବିଭିନ୍ନ ପ୍ରାନ୍ତରେ ଶୀତ ଲହରୀ ଜାରିରହିଛି । ଅନେକ ସ୍ଥାନରେ ଘନ କୁହୁଡି ଲୋକଙ୍କ ଚିନ୍ତା ବଢାଇଦେଇଛି । ବିଶେଷ କରି ଦିଲ୍ଲୀ-ଏନସିଆର ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ସଡକରେ ଯାନବାହନ ଯିବା ଆସିବା ଠାରୁ ନେଇ ପାଦରେ ଚାଲିଯାଉଥିବା ଲୋକଙ୍କ ପାଇଁ ଅନେକ…
Read More...

ବୁନ୍ଦାଏ ବୁନ୍ଦାଏ ପାଣି ପାଇଁ ସଂଘର୍ଷ କରୁଛି କତାର। ଏମିତି ପ୍ରସ୍ତୁତ ହୋଇଥିଲା ବିଶ୍ୱକପ ଷ୍ଟାଡିୟମ…

କନକ ବ୍ୟୁରୋ: ଗୋଟିଏ ବୁନ୍ଦା ପାଣି ପାଇଁ ସଂଘର୍ଷ କରୁଥିବା କତାର । ନିକଟରେ ଏଠାରେ ବିଶ୍ୱକପ ଫୁଟବଲ ଶେଷ ହୋଇଛି । ଏଥିପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟାଡିୟମ ଗୁଡିକ ବେସ ସବୁଜ ସୁନ୍ଦର ବି ଦେଖାଯାଉଥିଲା । କାରଣ ଏହି ଘାସ ଉପରେ ହଜାର ହଜାର ଲିଟର ପାଣି ପ୍ରତିଦିନ ସିଞ୍ଚନ କରାଯାଉଥିଲା ।…
Read More...

‘ସରକାରୀ ଅର୍ଥରେ ପାର୍ଟି ବିଜ୍ଞାପନ’, ଆମ୍ ଆଦମୀ ପାର୍ଟିଠାରୁ ୯୭ କୋଟି ଆଦାୟ କରିବାକୁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଦିଲ୍ଲୀରେ ରାଜନୈତିକ ବିଜ୍ଞାପନଗୁଡିକୁ ସରକାରୀ ବିଜ୍ଞାପନ ଭାବେ ବ୍ୟବହାର କରାଯିବାକୁ ନେଇ କଡା ପଦକ୍ଷେପ ନେଇଛନ୍ତି ଉପରାଜ୍ୟପାଳ ବିଜେ ସକ୍ସେନା । ଏଥିପାଇଁ ଆମ ଆଦମୀ ପାର୍ଟିଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୫ରେ ସୁପ୍ରିମକୋର୍ଟ ଦେଇଥିବା…
Read More...

‘ଗୋବିନ୍ଦ ମଲାନି ଯେ ମମିତା ମାମଲା ସରକାରୀ ଖାତାରୁ ହଟିଗଲା’ ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । 

କନକ ବ୍ୟୁରୋ: ଗୋବିନ୍ଦ ସାହୁ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ପ୍ରେସମିଟ କରି ଦଳ ସରକାରଙ୍କ ଉପରେ ବର୍ଷିଛି । ଦଳ ପକ୍ଷରୁ କୁହାଯାଇଛି ଆତ୍ମହତ୍ୟା ପାଇଁ ଗୋବିନ୍ଦ ଉପରେ ଚାପ ରହିଥିଲା । ମନ୍ତ୍ରୀ ଓ ନେତାଙ୍କ ପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି । ଯିଏ…
Read More...