Browsing Category

ନ୍ୟୁଜ୍

‘ଭାରତ ଯୋଡୋ’ ଯାତ୍ରାରେ ରଘୁରାମ ରାଜନ । ବିଜେପି କହିଲା, ଦ୍ୱିତୀୟ ମନମୋହନ ସିଂହ

କନକ ବ୍ୟୁରୋ : ଭାରତ ଯୋଡୋ ଯାତ୍ରାରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ । ବୁଧବାର ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ସହିତ ରଘୁରାମ ରାଜନ ଏହି ଯାତ୍ରାରେ ସାମିଲ ହେବା ପରେ ତାଙ୍କୁ ନେଇ ବଢିଛି ରାଜନୈତିକ ଚର୍ଚ୍ଚା । ବିଭିନ୍ନ ସମୟରେ ମୋଦୀ ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନା…
Read More...

ବିହାରରେ ବଢୁଛି ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା । ପ୍ରଥମେ ବିରୋଧୀ, ଏବେ ମଦୁଆଙ୍କୁ ନୀତିଶଙ୍କ ଟାର୍ଗେଟ

କନକ ବ୍ୟୁରୋ : ଯିଏ ମଦ ପିଇବେ ସିଏ ମୃତ୍ୟୁ ବରଣ କରିବେ । ପୂର୍ବରୁ ହୋଇଥିଲା ଏବେ ହେଉଛି । ଏଥିରେ କୌଣସି ନୂଆ କଥା ନାହିଁ । ନିଜେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପରି କହିଛନ୍ତି । ମଦ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଛି । ଏପରି ସ୍ଥିତିରେ ବିଧାନସଭାରେ ଏ…
Read More...

୨୦୨୪ରେ ପଦ୍ମପୁର ଷ୍ଟାଇଲରେ ଲଢ଼ିବ ବିଜେଡି । ଦଳୀୟ ନେତାଙ୍କୁ ଏକତାର ମନ୍ତ୍ର ଦେଲେ ନବୀନ ।

କନକ ବ୍ୟୁରୋ: ପଦ୍ମପୁର ବିଜୟ ପରେ ବିଜେଡି ୨୦୨୪ ନିର୍ବାଚନ ବିଜୟର ସ୍ୱପ୍ନ ଦେଖୁଛି । ଆଉ ସେହି ଅନୁସାରେ ଆଗାମୀ ନିର୍ବାଚନ ଲଢ଼ିବାକୁ ରଣନୀତି ପ୍ରସ୍ତୁତ କରୁଛି । ଯେଉଁ ଷ୍ଟାଇଲରେ ପଦ୍ମପୁରରେ ଲଢ଼େଇ କରି ବିଜେଡି ବିଜୟୀ ହୋଇଛି, ଠିକ୍ ସେହି ଶୈଳୀରେ ୨୦୨୪ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛି ।…
Read More...

ଦିଲ୍ଲୀ ଦରବାରରେ ଉଠିଲା ‘ଅର୍ଚ୍ଚନା’ ପ୍ରସଙ୍ଗ । ଲୋକସଭାରେ ସିବିଆଇ ତଦନ୍ତ ଦାବି କଲେ ବରଗଡ ସାଂସଦ ସୁରେଶ ପୂଜାରୀ 

କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ରାଜ୍ୟରେ ଇଡି ଖୋଳତାଡ଼ କରୁଥିବା ବେଳେ ଏବେ ଏହି ମାମଲା ସଂସଦରେ ଉଠିଛି । ଲୋକସଭାରେ ଅର୍ଚ୍ଚନା ନାଗଫାଶ ପ୍ରସଙ୍ଗ ଉଠାଇଛନ୍ତି ବିଜେପିର ବରଗଡ଼ ସାଂସଦ ସୁରେଶ ପୂଜାରୀ । ମାମଲାର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ଏହାସହ ଅର୍ଚ୍ଚନାଙ୍କ…
Read More...

ତୱାଙ୍ଗ ସଂଘର୍ଷ ପରେ ଚୀନକୁ ଚେତାବନୀ । ବାଲାଷ୍ଟିକ୍ ମିସାଇଲ୍ ଅଗ୍ନି-୫ର ବ୍ୟବହାରିକ ପରୀକ୍ଷଣ କଲା ଭାରତ । ଲକ୍ଷ୍ୟ…

କନକ ବ୍ୟୁରୋ: ଭାରତ ଚୀନ ସୀମାରେ ଯେତେବେଳେ ଉତ୍ତେଜନା ଲାଗି ରହିଛି । ଚୀନ ସେନା ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ନେଇ ଦୁଇ ଦେଶର ସେନା ଭିତରେ ସଂଘର୍ଷ ହୋଇଛି, ସେତିକିବେଳେ ଭାରତ ନିଜର ସବୁଠାରୁ ଶକ୍ତିଶାଳୀ ମିଜାଇଲ ଅଗ୍ନି-୫ର ବ୍ୟବହାରିକ ପରୀକ୍ଷଣ କରିଛି । ଧାମରାର ଅବୁଦୁଲ…
Read More...

ରାସ୍ତା ଖରାପ ଯୋଗୁ, ସହର ସାରା ଧୂଆଁରେ ଭର୍ତ୍ତି । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ରାସ୍ତା ପାଇଁ…

କନକ ବ୍ୟୁରୋ: ରାସ୍ତା ପାଇଁ ରାସ୍ତାରୋକ । ମୁଖ୍ୟରାସ୍ତାର ଶୋଚନୀୟ ଅବସ୍ଥାକୁ ବିରୋଧ କରି ଆନ୍ଦୋଳନରେ ସ୍ଥାନୀୟ ବାସିନ୍ଦା । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଦେଇ ଯାଇଥିବା ୩୯ ନମ୍ବର ରାଜ୍ୟ ରାଜପଥର ଶୋଚନୀୟ ଅବସ୍ଥା । ଉମରକୋଟର ଧୋଡ୍ରା ଠାରୁ ଉମରକୋଟ କୋର୍ଟ ଓ ରାଇଘର ରୋଡ ଯାଏ ରାସ୍ତାର…
Read More...

ମେଡ଼ିକାଲରେ ନାହାନ୍ତି ଡାକ୍ତର ଓ ଫାର୍ମାସିଷ୍ଟ । ରାତ୍ରି ଜଗୁଆଳି କରୁଛନ୍ତି ରୋଗୀଙ୍କ ଚିକିତ୍ସା

କନକ ବ୍ୟୁରୋ: ରାତ୍ରି ଜଗୁଆଳିଙ୍କ ହାତରେ ଚିକିତ୍ସା ଭାର । କୋରାପୁଟ ସଦର ମହକୁମାର ବଡ଼ସୁକୁ ପଞ୍ଚାୟତରେ ଥିବା ଡାକ୍ତରଖାନାରୁ ଆସିଛି ଏଭଳି ଖବର । ଏହି ଡାକ୍ତରଖାନା ଉପରେ ଦୁଇଟି ପଞ୍ଚାୟତର ପ୍ରାୟ ୧୫ ହଜାର ଲୋକ ନିର୍ଭର କରନ୍ତି । କିନ୍ତୁ ମେଡ଼ିକାଲରେ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି…
Read More...

ଏମିତି ବି ଆସେ ମୃତ୍ୟୁ । ପୁରସ୍କାର ଗ୍ରହଣ ବେଳେ, ମଞ୍ଚ ଉପରେ ଚାଲିଗଲା ଜୀବନ ।

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ । ପୁରସ୍କାର ଗ୍ରହଣ ବେଳେ ଟଳିପଡ଼ିଲେ ବୃଦ୍ଧା । ପୁରସ୍କାର ନେବା ପାଇଁ ଖୁସିରେ ମଞ୍ଚକୁ ଚଢିଥିଲେ । ପୁରସ୍କାର ବି ଗ୍ରହଣ କଲେ । ପୁରସ୍କାରର ପ୍ରତ୍ୟୁତ୍ତରରେ ହସ ହସ ମୁହଁରେ ଉଦବୋଧନ ଦେଉଥିବା ବେଳେ ଆକସ୍ମିକ ଭାବେ ଟଳିପଡ଼ିଲେ । ଉପସ୍ଥିତ ଦର୍ଶକ କିଛି…
Read More...

ସାଇବର ଠକଙ୍କ କବଳରୁ ଅଳ୍ପକେ ବର୍ତ୍ତିଲେ ମହିଳା । ନିଜକୁ ସେନା ଅଧିକାରୀ ପରିଚୟ ଦେଇ ଠକିବାକୁ ଉଦ୍ୟମ କରିଥିଲେ ଠକ । 

କନକ ବ୍ୟୁରୋ: ନିଜର ଉପସ୍ଥିତ ବୁଦ୍ଧି ଖଟାଇ ସାଇବର ଠକଙ୍କ କବଳରୁ ଅଳ୍ପକେ ବର୍ତ୍ତିଲେ ମହିଳା । ନିଜକୁ ସେନା ଅଧିକାରୀ ପରିଚୟ ଦେଇ ନକଲି କାଗଜ ପତ୍ର ଦେଖାଇ ଘର ଭଡା ନେବା ନାଁରେ ଲୁଟିବାକୁ ଉଦ୍ୟମ କରୁଥିବା ସାଇବର ଠକଙ୍କ ଯୋଜନା ଫେଲ ମାରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର…
Read More...

୨୪ ପାଇଁ ୨୨ରୁ ଚାଲ୍ । ବିଜୟ ପାଇଁ ବିଜେଡିର ‘ପଦ୍ମପୁର’ ଷ୍ଟାଇଲ୍ । ବିଜେପି କହିଲା, ଆମେ ବି…

କନକ ବ୍ୟୁରୋ: ଓଡିଶାର ଦୁଇ ଦୁଇଟି ଉପ ନିର୍ବାଚନ ରାଜ୍ୟ ରାଜନୀତିକୁ ଉଷୁମ କରିଛି । ଧାମନଗର ପରେ ପଦ୍ମପୁର, ଏ ଦୁଇ ଉପନିର୍ବାଚନ ପୂରା ପଲିଟିକ୍ସର ପାଣିପାଗକୁ ଏପଟସେପଟ କରିଦେଇଛି । ଦୁଇଟି ବାଜିରେ ଦୁଇ ଦଳକୁ ଲାଭକ୍ଷତି ମିଳିଛି । ବିଜେପି- ବିଜେଡି ଜୟ-ପରାଜୟର ସ୍ୱାଦ ଚାଖିଛନ୍ତି । ଉଭୟେ…
Read More...