Browsing Category

ନ୍ୟୁଜ୍

ଟୋଲଗେଟ ନିର୍ମାଣ ବେଳେ ଉଲଂଘନ ହୋଇଛି ଗାଇଡ ଲାଇନ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟୋଲଗେଟ୍ ଫି ଆଦାୟ ନେଇ ନୋଟିଫିକେସନ୍ ପରେ ବସ୍ ମାଲିକ ସଂଘ ସହ ଆଲୋଚନା କରିଛନ୍ତି ସରକାର । ଜାତୀୟ ରାଜପଥରେ ନିର୍ମାଣ ହୋଇଥିବା କେତେକ ଟୋଲଗେଟ ଗାଇଡ ଲାଇନର ଉଲଂଘନ କରିଥିବା ସ୍ୱୀକାର କଲେ ପରିବହନ ମନ୍ତ୍ରୀ ରମେଶ ମାଝୀ । କହିଲେ ଟୋଲଗେଟ୍ ମଧ୍ୟରେ ୬୦…
Read More...

ଦୁର୍ଘଟଣା ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ ବ୍ଲୁ ପ୍ରିଂଟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦୁର୍ଘଟଣା ରୋକିବାକୁ ବ୍ଲୁ ପ୍ରିଂଟ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଏନେଇ ଏକ ବୈଠକ ବସିଛି । ଦୁର୍ଘଟଣା ରୋକିବା ପାଇଁ କି କି ପଦକ୍ଷେପ ନିଆଯିବ ସେନେଇ ଆଲୋଚନା ହୋଇଥିଲା । ମୂଖ୍ୟତଃ ୪ଟି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।…
Read More...

ବିଷ୍ଣୁ ଦାସ, ପ୍ରସନ୍ନ ଆଚାର୍ଯ୍ୟ ଓ ଏନ୍ ଭାସ୍କର ରାଓଙ୍କୁ ରାଜ୍ୟସଭା ଟିକେଟ୍

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : କିଏ ଯିବେ ରାଜ୍ୟସଭା । ମୁଖ୍ୟମନ୍ତ୍ରୀ କାହାକୁ ଦେବେ ଟିକେଟ । ଏହି ପ୍ରସଙ୍ଗରେ ଗତ କିଛିଦିନ ହେଲା କଳ୍ପନା ଜଳ୍ପନା ଚାଲିଥିଲା । ଚର୍ଚ୍ଚାରେ ଥିଲେ ଅନେକ ନେତା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ…
Read More...

ମୁଖ୍ୟମନ୍ତ୍ରୀଙ୍କ ୱାନ ଟୁ ୱାନ : ସରିଲା କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ କାମର ସମୀକ୍ଷା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ତିନୋଟି ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ କାମର ସମୀକ୍ଷା ଶେଷ କରିଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ସମୀକ୍ଷା ପରେ କ୍ରୀଡା ସଚିବ ଶାସ୍ୱତ ମିଶ୍ରଙ୍କ ପ୍ରତିକ୍ରିୟା । ନୂଆ କ୍ରୀଡା ଭିତିଭୂମି ପାଇଁ…
Read More...

ଓଡିଶା ପାଲଟିବ ମାନୁଫାକ୍ଚରିଂ ହବ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ପାଲଟିବ ମାନୁଫାକ୍ଚରିଂ ହବ୍ । ଏନେଇ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଚୂଡାନ୍ତ ନିଷ୍ପତି ନେଇଛି । ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପୂର୍ବରୁ ଏନେଇ ଆନୁଷ୍ଠାନିକ ଘୋଷଣା କରିବେ ସରକାର ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ରାଜ୍ୟସଭା ରେସ୍ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁପିନ୍ଦର ସିଂହ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ସଭା ରେସ ନେଇ ଚଳଚଂଚଳ ବିଜେଡି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂହ । ସୁପ୍ରିମୋଙ୍କ ସହ ପାଖାପାଖି ଅଧା ଘଂଟା ଧରି ଭୂପିନ୍ଦର ଆଲୋଚନା କରିଥିବା ଜଣାପଡିଛି । ତେବେ ଏନେଇ ସେ ଗଣମାଧ୍ୟମରେ କିଛି ପ୍ରତିକ୍ରିୟା…
Read More...

ନୟାଗଡ ଏକ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନୟାଗଡ : ନୟାଗଡ ନୂଆ ଗାଁରେ ଏକ କୂଅରୁ ଯୁବକର ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ସ୍ଥାନୀୟ ଲୋକମାନେ ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଅଭିଯୁକ୍ତକୁ…
Read More...

କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

କଟକ ବ୍ୟୁରୋ, କନକ ନ୍ୟୁଜ୍ : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ । ଆଜି ୩ଟି ମାମଲାରେ ଧଳସାମନ୍ତ ବ୍ରଦର୍ସଙ୍କୁ ହାଜର କରାଯାଇଛି । ସହଯୋଗୀଙ୍କ ଘରୁ ବନ୍ଧୁକ ଜବତ ମାମଲା ଓ ନକଲି ପ୍ୟାନ କାର୍ଡ ଜବତ ମାମଲରେ ତାଙ୍କୁ ଏସଡିଜେଏମ କୋର୍ଟ ଓ ଜଏମ୍ଏଫସି କୋର୍ଟରେ ହାଜର କରିଛି କମିସନରେଟ ପୁଲିସ ।…
Read More...

ଏନଆଇଟି ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ମାମଲା : ଆଜି ପ୍ରାଥମିକ ରିପୋର୍ଟ ଦେବ ଫ୍ୟାକ୍ଟ ଫାଇଣ୍ଡିଂ…

ରାଉରକେଲା : ରାଉରକେଲା ଏନଆଇଟି ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଘଟଣାର ଆଜି ପ୍ରାଥମିକ ରିପୋର୍ଟ ଦେବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ଗତକାଲି ଫ୍ୟାକ୍ଟ ଫାଇଣ୍ଡିଂ ଟିମଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା । ୬ ଜଣିଆ ଛାତ୍ର ପ୍ରତିନିଧି ଦଳ ଆଲୋଚନା କରିଥିଲା ଟିମ । ଏହା ସହ ଯେ…
Read More...

ମିଶନ ଅପରାଧୀ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ପୁଲିସ ଟାର୍ଗେଟରେ ଅପରାଧୀ । ସହରର ଅପରାଧୀଙ୍କୁ ମୂଳପୋଛ କରିବାକୁ ଆରମ୍ଭ ହୋଇଛି ଅଭିଯାନ । ଗତ କିଛି ଦିନ ହେବ ଗଂଜାମ ଓ ବ୍ରହ୍ମପୁର ପୁଲିସ ଗୋଟିଏ ପରେ ଗୋଟିଏ ଏନକାଉଂଟର କରୁଛି । ଦେଢ ମାସ ମଧ୍ୟରେ ଗଂଜାମରେ ହୋଇଛି ୭ଟି ଏନକାଉଂଟର । ଗତକାଲି ବିଳମ୍ବିତ…
Read More...