ଫ୍ଲାଇଙ୍ଗ ସ୍କ୍ୱାଡର ଚେକିଂ ବେଳେ ଜବତ ହେଲା ୮ ଲକ୍ଷ ଟଙ୍କା । ୨ଜଣଙ୍କୁ ଅଟକାଇ ପଚରା ଉଚରା କରୁଛି ଫ୍ଲାଇଙ୍ଗ ସ୍କ୍ୱାଡ୍

167

କନକ ବ୍ୟୁରୋ : ନିର୍ବାଚନକୁ ସ୍ୱଚ୍ଛ କରିବାକୁ ଆକ୍ସନ ମୋଡରେ ରହିଛି ଫ୍ଲାଇଙ୍ଗ ସ୍କ୍ୱାଡ । ଏହି କ୍ରମରେ ଆଜି କୁଚିଣ୍ଡାରେ ଚେକିଂ ଚାଲିଥିବା ବେଳେ ଏକ ଗାଡିରୁ ୮ ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା ନେଇ ଯାଉଥିବା ୨ ଜଣ ବ୍ୟକ୍ତିଙ୍କୁ ଅଟକାଇ ପୋଲିସ ପଚରା ଉଚରା କରୁଛି । ହେଲେ ଏହି ଟଙ୍କା କାହାର ଓ କାହିଁକି ଏତେ ଟଙ୍କା ଧରି ବ୍ୟକ୍ତି ୨ଜଣ କୁଆଡେ ଯାଉଥିଲେ ତାହା ସ୍ପଷ୍ଟ ହୋଇନାହିଁ ।