Browsing Category

ନ୍ୟୁଜ୍

କିଡନାପ୍ ପଛର କାରଣକୁ ନେଇ ଏବେବି ସସପେନ୍ସ ଜାରି । କୁଆଡ଼େ ଗଲେ ଅପହରଣକାରୀ?

କନକ ବ୍ୟୁରୋ: କିଏ ଓ କାହିଁକି କରିଥିଲା ଅମ୍ରିତ୍ଙ୍କ ଅପହରଣ? ଅମ୍ରିତ୍ ଉଦ୍ଧାର ହେବା ପରେ ପୋଲିସ ଆଗରେ ଦେଇଥିବା ବୟାନରୁ କିଛି ଏହି ପରି ପ୍ରଶ୍ନ ମନକୁ ଆସୁଛି । ତେବେ ସତ କଣ, ତାହା ଖୋଜୁଛି ପୋଲିସ । ନୟାଗଡର ସପ୍ତମ ଶ୍ରେଣୀର ଛାତ୍ର ଅମ୍ରିତ ନିଖୋଜ ହେବାର ୫ ଦିନ ପରେ ରହସ୍ୟମୟ…
Read More...

ଜାମ୍ମୁ କାଶ୍ମୀରରେ ୩ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ । ସ୍ଥାନୀୟ ଇଲାକାରେ ଘେରାଉ

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ୩ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ । ମଙ୍ଗଳବାର ସକାଳୁ କାଶ୍ମୀର ସୋପିଆନ ଜିଲ୍ଲାର ମଞ୍ଝମାର୍ଗ ଅଂଚଳରେ ଏଭଳି ଘଟଣା ଘଟିଛି । ତେବେ ଏପର୍ଯ୍ୟନ୍ତ ଆତଙ୍କବାଦୀମାନଙ୍କର ପରିଚୟ ଜଣାପଡ଼ିନାହିଁ । ପୁଲିସ ସୁଚନା ଅନୁସାରେ କେତେକ ଆତଙ୍କବାଦୀ ମଞ୍ଝ…
Read More...

୫୦୦ ଟଙ୍କାରେ ମିଳିବ ରୋଷେଇ ଗ୍ୟାସ! ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ।…

କନକ ବ୍ୟୁରୋ: ୫୦୦ ଟଙ୍କାରେ ମିଳିବ ଏଲପିଜି ଗ୍ୟାସ । ଯେଉଁ ରୋଷେଇ ଗ୍ୟାସକୁ ଏବେ ପାଖାପାଖି ୧୧୦୦ ଟଙ୍କାରେ ଲୋକମାନେ କିଣୁଛନ୍ତି ସେହି ଗ୍ୟାସ ଏବେ ୫୦୦ ଟଙ୍କାରେ ମିିଳିବ । ଆସନ୍ତାବର୍ଷ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏପରି ଏକ ବଡ଼…
Read More...

ସାଟେଲାଇଟ୍ ଫଟୋ ଖୋଲିଲା ଚୀନର ଗୁମର । ଏଲଏସିରେ ଯୁଦ୍ଧ ପ୍ରସ୍ତୁତି ଚଲାଇଛି ବେଜିଂ । ଏପଟେ ଭାରତର ମିଶନ ‘୧୭୦୦ କିମି’

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ଚୀନ-ଭାରତ ସେନା ମୁହାଁମୁହିଁ ହେବା ପରେ ବେଜିଂ ପକ୍ଷରୁ ଚୀନ ସୀମାବର୍ତ୍ତୀ ଅଂଚଳରେ ବ୍ୟାପକ ଡ୍ରୋନ୍ ଏବଂ ଯୁଦ୍ଧ ବିମାନ ମୁତୟନ କରିଛି । ସାଟେଲାଇଟ ଉଠାଇଥିବା ଫଟୋ ଚୀନର ଏହି ଚାଲାକିକୁ ପଦାରେ ପକାଇଛି । ଭାରତର ଉତରପୂର୍ବ ଅଂଚଳର…
Read More...

ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେଡି- ବିଜେପି ମୁହାଁମୁହିଁ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି ।

କନକ ବ୍ୟୁରୋ: ବିଜେପିର ମଣ୍ଡି, ବିଜେଡି଼ର ରେଳ । ଦୁଇଟି ଭିନ୍ନ ପ୍ରସଙ୍ଗକୁ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳର ରଣହୁଙ୍କାର । ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି । ଏବେବି ଏମଏସପି ମୂଲ୍ୟ ଚାଷୀଙ୍କୁ ମିଳୁନାହିଁ ଏବଂ ଅଭାବୀ ଧାନ ବିକ୍ରି ହେଉଥିବା…
Read More...

ଜାନୁଆରୀ ପହିଲାରୁ କଟକ ସୀମାରେ ପଶିବନି ଭାରିଯାନ । ବିଶ୍ୱକପ୍ ଉଦଘାଟନୀ ସମରୋହ ପାଇଁ ଜିଲ୍ଲାପ୍ରଶାସନର ନିଷ୍ପତ୍ତି ।

କନକ ବ୍ୟୁରୋ: ଜାନୁଆରୀ ପହିଲାରୁ ଅସନ୍ତା ୧୨ ତାରିଖ ଯାଏଁ କଟକ ରାସ୍ତାରେ ଗଡିବନି ଭାରୀଯାନ । ପୁରୁଷ ହକି ବିଶ୍ୱ କପ୍ ୨୦୨୩ର ଉଦଘାଟନୀ ସମାରୋହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଭାରୀଯାନ ଚଳାଚଳ ଯଥା, ଟ୍ରକ ଟିପ୍ପର, ଟ୍ରାକ୍ଟର ମାଧ୍ୟମରେ ଲଘୁ ଖଣିଜ ପରିବହନ…
Read More...

ଚୀନରେ କରୋନା ବିସ୍ଫୋରଣ । କୋଭିଡ କଟକଣା ହଟିବା ପରେ ସ୍ଥିତି ଅଣାୟତ୍ତ । ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ…

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ଚୀନ-ଭାରତ ସେନା ମୁହାଁମୁହିଁ ହେବା ପରେ ବେଜିଂ ପକ୍ଷରୁ ଚୀନ ସୀମାବର୍ତି ଅଂଚଳରେ ବ୍ୟାପକ ଡ୍ରୋନ୍ ଏବଂ ଯୁଦ୍ଧ ବିମାନ ମୁତୟନ କରିଛି । ସାଟେଲାଇଟ ଉଠାଇଥିବା ଫଟୋ ଚୀନର ଏହି ଚାଲାକିକୁ ପଦାରେ ପକାଇଛି । ଭାରତର ଉତରପୂର୍ବ ଅଂଚଳର…
Read More...

“ସଟଲ ସ୍ମାର୍ସସ-୨୦୨୨”। ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଆନ୍ତଃ ବିଜନେସ୍ ସ୍କୁଲ ଓପନ ଡୋର ବ୍ୟାଡମିଣ୍ଟନ…

କନକ ବ୍ୟୁରୋ: ଓଡ଼ିଶାର ଅଗ୍ରଣୀ ମ୍ୟାନେଜମେଣଟ ଶିକ୍ଷାନୁଷ୍ଟାନ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ଆନ୍ତଃ ବିଜନେସ୍ ସ୍କୁଲ ଓପନ ଡ଼ୋର ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ସଟଲ ସ୍ମାର୍ସସ୍-୨୦୨୨” ଆୟୋଜିତ ହୋଇଯାଇଅଛି । ଶ୍ରୀ ପଂଚମୂଖୀ ଏଜୁକେଶନାଲ ଏବଂ ଚାରିଟେବଲ ଟ୍ରଷ୍ଟର ଚେୟାରମ୍ୟାନ…
Read More...

ଉଦଘାଟନ ପୂର୍ବରୁ ଭାଙ୍ଗିଗଲା ନବନିର୍ମିତ ପୋଲ: ୨୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ବ୍ରିଜ

କନକ ବ୍ୟୁରୋ: ଭାଙ୍ଗିଗଲା ବିଶାଳ ପୋଲ । ବିହାର ବେଗୁରସରାଇରେ ନବନିର୍ମତ ଏହି ପୋଲ ଉଦଘାଟନ ପୂର୍ବରୁ ହିଁ ଭାଙ୍ଗିଛି । ପ୍ରାୟ ୨୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପୋଲ ଗତ ୯ବଷ ହେଲାଣି ନିର୍ମାଣ ଚାଲିଛି । ବେଗୁରସରାଇ ବୁନ୍ଦି ଗଣ୍ଡକ ନଦୀ ଉପରେ ଏହି ପୋଲ ନିର୍ମାଣ ପରେ ଦୀର୍ଘ…
Read More...

ବିଧାନସଭାରେ ବୀର ସାବରକରଙ୍କ ଫଟୋକୁ ନେଇ କର୍ଣ୍ଣାଟକରେ ଉତେଜନା: କଂଗ୍ରେସର ଜୋରଦାର ପ୍ରତିବାଦ

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭାରେ ବୀର ସାବରକର ଫଟୋ ନେଇ କର୍ଣ୍ଣାଟକରେ ଉତେଜନା ଦେଖାଦେଇଛି । କଂଗ୍ରେସ ବିଧାୟକମାନେ ବିଧାନସଭା ସମ୍ମୁଖରେ ଜୋରଦାର ପ୍ରତିବାଦ କରିଛନ୍ତି । ମୁଖ୍ୟ ପ୍ରସଙ୍ଗକରୁ ଲୋକଙ୍କ ଧ୍ୟାନ ହଟାଇବାକୁ ବିଜେପି ଏଭଳି କରୁଥିବା କଂଗ୍ରେସ ଅଭିଯୋଗ କରିଛି । ହେଲେ ବିଜେପି…
Read More...