Browsing Category

ନ୍ୟୁଜ୍

ସିନ୍ଦେ ସରକାର ଉପରେ ବିରୋଧୀଙ୍କ ଗୁରୁତର ଅଭିଯୋଗ, ନିର୍ଭୟା ଫଣ୍ଡ ଟଙ୍କାରେ କିଣାଯାଇଥିବା ଗାଡି ବ୍ୟବହାର କରୁଛନ୍ତି…

କନକ ବ୍ୟୁରୋ : ମହାରାଷ୍ଟ୍ରର ସିନ୍ଦେ ସରକାରଙ୍କ ଉପରେ ଉଦ୍ଧବ ଠାକରେ ଗୋଷ୍ଠୀ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିରୋଧୀ ଉଦ୍ଧବ ଗୋଷ୍ଠୀ କହିଛନ୍ତି କି, ସିନ୍ଦେ ସରକାର ମହାରାଷ୍ଟ୍ରରେ ମହିଳାଙ୍କ ସୁରକ୍ଷା ପାଇଁ ଗଠିତ ହୋଇଥିବା ନିର୍ଭୟା ଫଣ୍ଡରୁ ଟଙ୍କା ନେଇ ବିଧାୟକ ଓ ସାଂସଦମାନଙ୍କ ପାଇଁ…
Read More...

ମୋଦୀଙ୍କୁ ହତ୍ୟା ପାଇଁ ତତ୍ପର ରୁହ, ଅଥାର୍ତ ମୋଦୀଙ୍କୁ ହରାଇବା ପାଇଁ । କଂଗ୍ରେସ ନେତା କହିଲେ ଫ୍ଲୋରେ ଏମିତି…

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ମନ୍ତ୍ରୀ ରାଜା ପଟେରିଆଙ୍କ ଏକ ବିବାଦୀୟ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ମୋଦୀଙ୍କୁ ହତ୍ୟା ପାଇଁ ତତ୍ପର ରହିବାକୁ କହୁଛନ୍ତି । କିନ୍ତୁ ସଙ୍ଗେ ସଙ୍ଗେ ହତ୍ୟାର ଅର୍ଥ ମୋଦୀଙ୍କୁ ହରାଇବାକୁ…
Read More...

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମିଳିଲା ଜାମିନ, ଜାଣନ୍ତୁ ଜେଲରୁ କେବେ ବାହାରିବେ

କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଜାମିନ ମିଳିଛି । ଏହି ଅର୍ଥ ହେରଫେର ମାମଲାରେ ସିବିଆଇ ଯାଂଚ କରୁଛି  । ଏହି ମାମଲାରେ ଅନିଲଙ୍କୁ ଜାମିନ ମିଳିଥିଲେ ବି ଏବେ ସେ ଜେଲରୁ ମୁକୁଳିପାରିବେ ନାହିଁ । ତଳକୋର୍ଟ ଜାମିନ…
Read More...

ସମ୍ବଲପୁର ଭଳି ସୁନ୍ଦରଗଡରେ ବି ତେଜିଲା ଓକିଲଙ୍କ ପ୍ରତିବାଦ । ଖୁବଶିଘ୍ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନହେଲେ ଆନ୍ଦୋଳନକୁ…

କନକ ବ୍ୟୁରୋ : ସମ୍ବଲପୁର ଭଳି ସୁନ୍ଦରଗଡରେ ବି ଓକିଲଙ୍କ ପ୍ରତିବାଦ ଜାରି । ସୁନ୍ଦରଗଡ କୋର୍ଟ ସମ୍ମୁଖରେ ଧାରଣା ଦେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଗୋଟିଏ ପଟେ ସୁପ୍ରିମକୋର୍ଟ ଓକିଲଙ୍କ ଉପରେ କଟକଣା ଲଗାଇଥିଲେ । ଆନ୍ଦୋଳନ କଲେ ଲାଇସେନ୍ସ ବାତିଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ…
Read More...

ପଦ୍ମପୁରର ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ବାଚସ୍ପତି ।

କନକ ବ୍ୟୁରୋ : ପଦ୍ମପୁରର ନୂଆ ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା । ବିଧାନସଭାରେ ବାଚସ୍ପତି ବର୍ଷାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ବିଜେଡିର ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ବିଧାୟିକା ଭାବେ ଶପଥ ନେଇଛନ୍ତି ବର୍ଷା । ପଦ୍ମପୁର ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ…
Read More...

ପହଁରା ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ ଘଟଣା : ବିନା ପଞ୍ଜିକରଣରେ କେମିତି ଦିଆଯାଉଥିଲା ତାଲିମ୍ ? ଦୀର୍ଘ ୪ ବର୍ଷ ହେଲା…

କନକ ବ୍ୟୁରୋ : କଟକରେ କେମିତି ବିନା ପଞ୍ଜିକରଣରେ ପିଲାଙ୍କ ସନ୍ତରଣ ତାଲିମ ଦିଆଯାଉଥିଲା । ଗତକାଲି ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଛାତ୍ର ବୁଡି ଯାଇ ପ୍ରାଣ ହରାଇବା ପରେ ଏହି ପ୍ରଶ୍ନ ଚର୍ଚ୍ଚାକୁ ଆସିଛି । କୁହାଯାଉଛି ଦୀର୍ଘ ୪ ବର୍ଷ ହେଲା ଉଇ ଆର୍ ଉଇନର୍ ନାମକ ସଂସ୍ଥା ପିଲାଙ୍କୁ…
Read More...

ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଓକିଲ -ପୁଲିସ । ଆଇନଜୀବୀଙ୍କ ସମର୍ଥନରେ କିନ୍ନର ସଂଘ ସହ ବିଭିନ୍ନ ସଙ୍ଗଠନ

କନକ ବ୍ୟୁରୋ : ରଣକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଓକିଲ -ପୁଲିସ । ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲ ମାନେ ଆରମ୍ଭ କରିଦେଇଛନ୍ତି ଆନ୍ଦୋଳନ । ଛକରେ ଜୋରଦାର ଠେଲାପେଲା ସହ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ…
Read More...

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ । ଏଠି ପ୍ରକୃତି ଅଛି , ହେଲେ ସୁବିଧା ନାହିଁ । ଅସନ୍ତୋଷ ପ୍ରକାଶ…

କନକ ବ୍ୟୁରୋ : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ । ଥଣ୍ଡା ବଢିଥିବା ବେଳେ ଦାରିଙ୍ଗବାଡିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ଭିଡ ଜମୁଛି । ଶାନ୍ତ ପରିବେଶରେ ବଣଭୋଜି କରିବା ପାଇଁ ଦାରିଙ୍ଗବାଡିରେ ଗହଳ ଚହଳ ଲାଗିଛି…
Read More...

ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ମୃତଦେହରେ ଅକ୍ସିଜେନ୍ ଲଗାଇ ସ୍ଥାନାନ୍ତର ବେଳେ ଲୋକଙ୍କ ବିରୋଧ,…

କନକ ବ୍ୟୁରୋ : ମୃତଦେହ ମୁହଁରେ ଅକ୍ସିଜେନ । ପ୍ରଥମେ ଚିକିତ୍ସାରେ ଅବହେଳା କଲେ, ଆଉ ରୋଗୀର ମୃତ୍ୟୁ ହେବା ପରେ ଡାକ୍ତର ନିଜ ଦୋଷ ଢାଙ୍କିବାକୁ ମୃତଦେହରେ ଅକ୍ସିଜେନ ଲଗାଇ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର ଉଦ୍ୟମ କରୁଥିଲେ । ଏହି ଅଭାବନୀୟ ଖବର ଆସିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା…
Read More...

ଆଜି ସରୁଛି ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି । ସବୁ ସତ ବାହାର କରିବାରେ ସକ୍ଷମ ହୋଇଛନ୍ତି ତ ତଦନ୍ତକାରୀ ଟିମ୍ ?

କନକ ବ୍ୟୁରୋ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଆଜି ସରୁଛି । ଆସନ୍ତାକାଲି ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ତେବେ ଏହି ୭ ଦିନିଆ ରିମାଣ୍ଡ ଅବଧିରେ ଅର୍ଚ୍ଚନା ତଦନ୍ତରେ ସହଯୋଗ କରିନଥିବା ସୂଚନା ମିଳିଛି । ପୂର୍ବରୁ…
Read More...