Browsing Category

ନ୍ୟୁଜ୍

ରାଷ୍ଟ୍ରପତିଙ୍କ ମୋହର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମେଡିକାଲ କଲେଜରେ ନାଁ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଂଟ୍ରାନ୍ସ ଟେଷ୍ଟ – ‘ନିଟ୍’ରୁ ବର୍ଷକ ପାଇଁ ବିଭିନ୍ନ ରାଜ୍ୟକୁ ମିଳିଛି ରିହାତି । ଏନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶରେ ମୋହର ମାରିଛନ୍ତି ରାଷ୍ଟ୍ରପତି । ତେବେ ଏହି…
Read More...

ନିର୍ଦେଶ ଆସିଲେ ଯାଂଚ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରେଡ୍ , ପିଜା ଓ ବର୍ଗରରେ କ୍ୟାନସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଥିବା ନେଇ ସେଂଟର ଫର ସାଏନ୍ସ ଆଣ୍ଡ ଏନଭାର୍ଣ୍ଣମେଂଟର ରିପୋର୍ଟ ପରେ ଓଡିଶାର ଖାଦ୍ୟ ନିରାପତା କମିଶନର ପ୍ରତିକ୍ରିୟା ରଖିଛନ୍ତି । ବିଭିନ୍ନ ଯାଂଚ ଏଜେନ୍ସି ମାଧ୍ୟମରେ ନିୟମିତ ଭାବେ…
Read More...

ଯୁକ୍ତ ଦୁଇ ଚ୍ୟାଲେଞ୍ଜ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଯୁକ୍ତ ତିନି ଠାରୁ ଅଲଗା ହେବ ଯୁକ୍ତ ଦୁଇ । ସୋମବାର ରାଜ୍ୟ ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଦୀର୍ଘ ୨୭ ବର୍ଷ ହେଲା ଲଟକି ଥିବା ପ୍ରସ୍ତାବ ଉପରେ ଶେଷରେ ମୋହର ଲାଗିଛି । ଏହାଛଡା ଅନ୍ୟ ଏକ ନିଷ୍ପତିରେ ଚଳିତବର୍ଷଠାରୁ…
Read More...

ବିବାଦରେ ବାଘ ଗଣନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ଜଂଗଲରେ ପ୍ରକୃତରେ ବାଘଙ୍କ ସଂଖ୍ୟା କେତେ । ରାଜ୍ୟ ସରକାରଙ୍କ ବାଘ ଗଣନା ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲା ନାସନାଲ୍ ଟାଇଗର କଂଜରଭେସନ୍ ଅଥରିଟି । ଏନଟିସିଏ ଇନ୍ସପେକ୍ଟର ଜେନେରାଲ୍ ହିମ୍ମତ ସିଂ ନେଗୀ କହିଛନ୍ତି, ଯଦି ଓଡିଶାରେ ୪୦ ଟି ମହାବଳ ବାଘ…
Read More...

ଅପହରଣର ଖଳନାୟକ : ୫ ବର୍ଷ ତଳର କାହାଣୀ

ମାଲକାନଗିରି : ୫ ବର୍ଷ ତଳର ବହୁ ଚର୍ଚ୍ଚିତ ଭିନିଲ୍ କ୍ରିଷ୍ଣା ଅପହରଣ ଘଟଣାରେ ଏକ ନୂଆ ତଥ୍ୟ ପଦାକୁ ଆସିଛି । କେମିତି ଜିଲ୍ଲାପାଳଙ୍କୁ କରାଯାଇଥିଲା ଅପହରଣ । ସେହି ଘଟଣାର ଆଜି ପର୍ଦାଫାସ ହୋଇଛି । ସିନେମା ଷ୍ଟାଇଲରେ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ଅପହରଣ କରିବା ପାଇଁ ଜାଲ…
Read More...

ରାଜ୍ୟସଭା ଲବି ଜୋରଦାର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କିଏ ଯିବ ରାଜ୍ୟସଭା । କାର୍ଯ୍ୟକାଳ ଶେଷ ହୋଇଥିବା ପ୍ୟାରୀମୋହନ ମହାପାତ୍ର, ବୈଷ୍ଣବ ପରିଡା ଓ ଭୂପିନ୍ଦର ସିଂଙ୍କ ସ୍ଥାନରେ କାହାକୁ ପଠାଯିବ ରାଜ୍ୟ ସଭା । ବିଜେଡି ରାଜନୀତିରେ ଏବେ ଏହା ସବୁଠାରୁ ବଡ ପ୍ରଶ୍ନ । ରାଜ୍ୟସଭା ଯିବା ପାଇଁ ଆରମ୍ଭ ହୋଇଯାଇଛି…
Read More...

ଯାଜପୁର କାହ୍ନୁଚରଣ ମହାବିଦ୍ୟାଳୟ ଅଧ୍ୟାପିକାଙ୍କୁ ଅସଦାଚରଣ ଘଟଣା : ୧୦ ଜଣଙ୍କ ହେଲା ପଲିଗ୍ରାଫ ଟେଷ୍ଟ

ଯାଜପୁର : ଯାଜପୁର କୋରେଇ ବ୍ଲକ କାହ୍ନୁଚରଣ ମହାବିଦ୍ୟାଳୟର ଅଧ୍ୟାପିକାଙ୍କୁ ଅସଦାଚରଣ ଘଟଣାରେ ୧୦ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହୋଇଛି । ଆଜି ୭ ଜଣଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ସେମାନଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ପାଖାପାଖି ଘଂଟାଏରୁ ଅଧିକ ସମୟ ଧରି ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି…
Read More...

କଳା ପତାକା ପ୍ରଦର୍ଶନକୁ ସ୍ଥଗିତ ରଖିଲା ଭାଷା ଆନ୍ଦୋଳନ ସଂଗଠନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: କଳା ପତାକା ପ୍ରଦର୍ଶନକୁ ସାମୟିକ ଭାବେ ସ୍ଥଗିତ ରଖିଛି ଭାଷା ଆନ୍ଦୋଳନ । ଓଡିଆ ଭାଷାକୁ ସରକାରୀ କ୍ଷେତ୍ରରେ କାର୍ଯ୍ୟକାରୀତା ନେଇ କରାଯାଉଥିବା ପ୍ରତିବାଦକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ ରଖଯାଇଥିବା ଭାଷା ଆନ୍ଦୋଳନ ସଂଗଠନ ତାର ପ୍ରେସ…
Read More...

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ୨୪ ରୁ ୩୧ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ୩୧ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ଜୁନ୍ ୧ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ପରେ ୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର…
Read More...

ପୁରୀରେ କାଳବୈଶାଖୀର ତାଣ୍ଡବ : ଛିଣ୍ଡିଲା ପତିତପାବନ ବାନା

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ପୁରୀରେ କାଳବୈଶାଖୀର ତାଣ୍ଡବ । ଗତକାଲିର ବର୍ଷା ପବନରେ ଛିଡି ଯାଇଛି ପତିତପାବନ ବାନା । ଏହାସହ ନୀଳଚକ୍ରରେ ପତିତପାବନ ବାନା ବାନ୍ଧିବା ପାଇଁ ଥିବା ବାଉଁଶ ମଧ୍ୟ ଭାଙ୍ଗି ଯାଇଛି । ଯାହାକୁ ନେଇ ଜଗନ୍ନାଥପ୍ରେମୀ ଚିନ୍ତାରେ ପଡିଛନ୍ତି । ୧୯୯୯ ମହାବାତ୍ୟା…
Read More...