Browsing Category

ନ୍ୟୁଜ୍

ମାଲକାନଗିରି ଘଞ୍ଚ ଜଙ୍ଗଲରେ ପୁଷ୍ପା -୨ର ସୁଟିଂ : ସିଲେରୁ ନଈ କୂଳକୁ ଟ୍ରକରେ ବୋହି ଅଣାଯାଉଛି ପ୍ରତିକାତ୍ମକ ରକ୍ତ…

କନକ ବ୍ୟୁରୋ : ମାଲକାନଗିରି ଘଞ୍ଚ ଜଙ୍ଗଲରେ ଚାଲିଛି ପୁଷ୍ପା -୨ର ସୁଟିଂ । ସିଲେରୁ ନଈ କୂଳକୁ ଟ୍ରକରେ ବୋହି ଅଣାଯାଉଛି ପ୍ରତିକାତ୍ମକ ରକ୍ତ ଚନ୍ଦନ କାଠ । ମାଲକାନଗିରି ଘଞ୍ଚ ଜଙ୍ଗଲରୁ ବିଦେଶ ଯାଉଛି ଏହି ଚନ୍ଦନ କାଠ । ପୋଲିସକୁ କେମିତି ଚକମା ଦେଇ ଘଞ୍ଚ ଜଙ୍ଗଲରେ ଚୋରା ଚାଲାଣ ହେଉଛି…
Read More...

ଟଙ୍କା ପାଇଁ ମା’କୁ ପୋଡ଼ି ଦେଲା ପୁଅ : ଅନ୍ୟ ଜାତିରେ ବିବାହକୁ ନେଇ ଲାଗି ରହିଥିଲା ବିବାଦ

କନକ ବ୍ୟୁରୋ : ଟଙ୍କା ଦେଇନପାରିବାରୁ ମା’କୁ ପୋଡି ମାରିଲା ପୁଅ । ଦେଢଲକ୍ଷ ଟଙ୍କା ମାଗିଥିଲେ ମା’ ନଦେବାକୁ ନିଆଁ ଲଗାଇ ମା’କୁ ମାରି ଦେଇଛି ବଡ ପୁଅ । ଯାଜପୁର ମଙ୍ଗଳପୁର ଜାଫରପୁର ଗାଁରେ ଏହିଭଳି ନାରକୀୟ କାଣ୍ଡ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ଜାଫରପୁର ପଞ୍ଚାୟତ ଜଗବନ୍ଧୁ ମାଲିକଙ୍କ…
Read More...

କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ଚାଲିଛି ଭୋଟ୍ ଗ୍ରହଣ : କେଉଁ ବିଧାନସଭା ଆସନ ଉପରେ ନଜର ?

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ୟେଦିରୁପ୍ପା କହିଛନ୍ତି ୭୫ରୁ ୮୦ ପ୍ରତିଶତ ଲୋକଙ୍କ ସମର୍ଥନ ବିଜେପି ସପକ୍ଷରେ ରହିଛି ।…
Read More...

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ : ସକାଳ ୯ଟା ସୁଦ୍ଧା ୮ଦଶମିକ ୨୬ ପ୍ରତିଶତ ମତଦାନ

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍…
Read More...

ଭୋଟ୍ ଦେଉଛି ଝାରସୁଗୁଡା : ସକାଳ ୯ଟା ସୁଦ୍ଧା ୯ ଦଶମିକ ୭୫ ପ୍ରତିଶତ ମତଦାନ

କନକ ବ୍ୟୁରୋ : ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଜାରି । ସକାଳ ୯ଟା ସୁଦ୍ଧା ୯ ଦଶମିକ ୭୫ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି । ଶାନ୍ତି ଶୃଙ୍ଖଳା ସହ ମତାଦାନ ଜାରି ରହିଛି । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେଡି…
Read More...

ପାୱାର ଚ୍ୟାନେଲରେ ଭାସିଗଲେ ଛାତ୍ରୀ : ପୁରୁଷ ବନ୍ଧୁଙ୍କ ସହ ବୁଲି ଯାଇଥିବା ବେଳେ ଅଘଟଣ; ଦ୍ୱିତୀୟ ଦିନରେ ଉଦ୍ଧାର…

କନକ ବ୍ୟୁରୋ : ବୁର୍ଲା ଅନ୍ତର୍ଗତ ୧୮ ହଜାର ପାୱାର ଚ୍ୟାନେଲ୍ରେ ଛାତ୍ରୀ ଭାସିଯିବା ଘଟଣ।। ଆଜି ଦ୍ୱିତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଛାତ୍ରୀ ଜଣକ…
Read More...

ନିରାଶ ଓ ହତାଶ… ଗିରଫ ହେବା ପରେ ସାମନାକୁ ଆସିଲା ଇମ୍ରାନଙ୍କ ପ୍ରଥମ ଫଟୋ

କନକ ବ୍ୟୁରୋ: ପାକିସ୍ତାନରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଲ୍ କାଦିର ଟ୍ରଷ୍ଟ ମାମଲାରେ ଗିରଫ କରାଯାଇଛି । ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନଏବି) ଏହି ଗିରଫ କରିଛି । ଇମ୍ରାନଙ୍କୁ ଗିରଫ କରିବା ପରେ ଚାରିଆଡେ ତାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହିଂସା…
Read More...

ଉପନିର୍ବାଚନ ପାଇଁ ଚାଲିଛି ମତଦାନ : ଭୋଟ ଦେଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

କନକ ବ୍ୟୁରୋ : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ…
Read More...

ବଙ୍ଗୋପସାଗରେ ଗଭୀର ଅବପାତର ରୂପ ନେଲା ଅବପାତ : ସଂଧ୍ୟା ସୁଦ୍ଧା ସୃଷ୍ଟି ହେବ ବାତ୍ୟା !

କନକ ବ୍ୟୁରୋ : ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ । ସକାଳ ୫ଟା ୩୦ରେ ଗଭୀର ଅବପାତର ରୂପ ନେଇଛି । ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । କାଲି ସକାଳ ସୁଦ୍ଧା ଭୀଷଣ ଗଭୀର ଅବପାତର ରୂପ ନେବ । ୧୨ ତାରଖ ସକାଳ ସୁଦ୍ଧାର ଅତି ଭୀଷଣ ବାତ୍ୟାର ରୂପ ନେବ । ପରେ…
Read More...

ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ସେନା ମୁଖ୍ୟାଳୟ, ଗଭର୍ଣ୍ଣର ହାଉସ ଉପରେ ସମର୍ଥକଙ୍କ ଆକ୍ରମଣ, ୬ ମୃତ, ଏକାଧିକ ଆହତ,…

କନକ ବ୍ୟୁରୋ: ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଜଳୁଛି ପାକିସ୍ତାନ । ତାଙ୍କର ସମର୍ଥକମାନେ ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିବା ସହ ଗଭର୍ଣ୍ଣର ହାଉସକୁ କବଜା କରିଛନ୍ତି । ଏହି ହିଂସାରେ ଏଯାଏଁ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୂର୍ବ…
Read More...