Browsing Category

ନ୍ୟୁଜ୍

କୋହଲିଙ୍କ ଦମଦାର ଶତକ, ପ୍ରଶଂସାରେ ପାକିସ୍ତାନ କ୍ରିକେଟର । ଗେଲଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ, ମେ’ ୧୮ରେ ପୁଣି…

କନକ ବ୍ୟୁରୋ : ହାଇଦ୍ରାବାଦରେ ଗର୍ଜିଲା ବିରାଟଙ୍କ ବ୍ୟାଟ୍ । ସନରାଇର୍ଜସ ହାଇଦ୍ରାବାଦ ବିପକ୍ଷରେ ଦମଦାର ଶତକ ସହ ବାଙ୍ଗାଲୋରକୁ ବଡ ବିଜୟ ଭେଟି ଦେଇଛନ୍ତି ବିରାଟ କୋହଲି । ୬୨ ବଲରେ ଶତକ ପୂରା କରିବା ସହ ବାଙ୍ଗାଲୋରର ବିଜୟରେ କୋହଲିଙ୍କୁ ବଡ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ବିଜୟ ସହ…
Read More...

‘ହାତ ଗୋଡ ଚଳୁଥିବାଯାଏଁ କାମ କରୁଥିବି, ନିଜ ପେଟ ପୋଷିବି’: ୮୫ ବର୍ଷ ବୟସରେ ବି ଚଳଚଞ୍ଚଳ ଅମ୍ବିକା ମାଉସୀ

କନକ ବ୍ୟୁରୋ: ବୁଢି ମାଉସୀଙ୍କ ଆତ୍ମବିଶ୍ୱାସ ଓ ଇଚ୍ଛାଶକ୍ତି ଆଗରେ ମୁଣ୍ଡ ନଇଁଯାଉଛି । ମାନିବାକୁ ପଡିବ ,ବୟସ ଆସି ୮୫ ହେଲାଣି. ଚମ ଧୁଡୁଧୁଡୁ ହେଇଗଲାଣି । ଅଣ୍ଟା ବି ନଇଁଆସିଲାଣି । ହେଲେ ମନ ବଳ ସେମିତି ଟାଣ ଅଛି । ଏ ବୟସରେ ସେ ଖୁବ ଚଳଚଞ୍ଚଳ । ନିଜ ପେଟ ପୋଷିବାକୁ ସେ ସମ୍ପୂର୍ଣ୍ଣ…
Read More...

ମାଟ୍ରିକ ପରୀକ୍ଷାରେ ଭାଇର ସଫଳତା ପଛରେ ଭଉଣୀର ସଂଘର୍ଷ । ୯୦ ପ୍ରତିଶତ ରଖି ପରୀକ୍ଷାରେ ପାସ କଲା ଭାଇ

କନକ ବ୍ୟୁରୋ : ଭଉଣୀଙ୍କ ସଂଘର୍ଷ । ଭଉଣୀର ନିଃସ୍ୱାର୍ଥ ତ୍ୟାଗଯୋଗୁ ଏ-୧ ଗ୍ରେଡରେ ଉତୀର୍ଣ୍ଣ ହେଲେ ଭାଇ । ମାଟ୍ରିକ ରେଜଲ୍ଟ ବାହାରିବା ପରେ ବିଭିନ୍ନ ସ୍ଥାନରୁ ଆସିଛି ଭିନ୍ନ ଭିନ୍ନ ସଂଘର୍ଷର କାହାଣୀ । ମାଲକାନଗିରି ବାଲିମେଳା ଶିଶୁ ବିଦ୍ୟା ମନ୍ଦିରର ପ୍ରସନ୍ନ ଓ ତାଙ୍କ ବଡ ଭଉଣୀ…
Read More...

୮୬୨ କୋଟି ଟଙ୍କାରେ ନିର୍ମାଣ ହେଲା ନୂଆ ସଂସଦ ଭବନ । ଜାଣନ୍ତୁ ଏହି ଭବନ ନିର୍ମାଣ କରିଥିବା ବିନ୍ଧାଣୀ ବିମଲ ପଟେଲଙ୍କ…

କନକ ବ୍ୟୁରୋ : ଏବେ ଦେଶରେ ଏକ ନୂଆ ସଂସଦ ଭବନ ନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୨୮ ତାରିଖରେ ଏହି ଭବନର ଉଦଘାଟନ କରିବେ । ଲୋକସଭା ସଚିବାଳୟ ତରଫରୁ କୁହାଯାଇଛି କି, ନୂଆ ସଂସଦ ଭବନ ଠିକ୍ ସମୟରେ ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦…
Read More...

ଜେଲରେ ଅର୍ଚ୍ଚନା ନାଗଙ୍କ ସାବିତ୍ରୀ ବ୍ରତ । ଅନ୍ତେବାସୀଙ୍କ ସହ ସାବିତ୍ରୀ ବ୍ରତ ପାଳିଲେ ଅର୍ଚ୍ଚନା

କନକ ବ୍ୟୁରୋ : ଝାରପଡା ଜେଲରେ ଅନ୍ତେବାସୀଙ୍କ ସହ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଅର୍ଚ୍ଚନା ନାଗ । ମୋଟ୍ ୨୩ ଜଣ ଅନ୍ତେବାସୀ ସାବିତ୍ରୀ ପୂଜା ପାଳନ କରିଛନ୍ତି । ସେମାନଙ୍କୁ ଜେଲ୍ ବିଭାଗ ପକ୍ଷରୁ ଶାଢୀ, ଶଙ୍ଖା ସିନ୍ଦୂର, ଫଳ ମୂଳ ଭୋଗ ଇତ୍ୟାଦି ଯୋଗାଇ ଦିଆଯାଇଥିଲା । ଏଥିସହ ଜେଲରେ…
Read More...

କିନ୍ନର ପାଳିଲେ ସାବିତ୍ରୀ ବ୍ରତ । ବଟ ବୃକ୍ଷ ତଳେ ଏକାଠି ହୋଇ ପୂଜା କଲେ ଶଙ୍ଖା ସିନ୍ଦୁର

କନକ ବ୍ୟୁରୋ : ବିଭିନ୍ନ ମନ୍ଦିର ଗୁଡିକରେ ମହିଳା ବ୍ରତଧାରୀଙ୍କ ଭିଡ ଲାଗିଛି । ହିନ୍ଦୁ ସଧବା ମହିଳାମାନେ ହାତରେ ଶଙ୍ଖା ଓ ସିନ୍ଦୂର ସହ ନୂଆ ବସ୍ତ୍ର ନେଇ ପୂଜା କରୁଥିବା ବେଳେ କିନ୍ନର ମାନେ ମଧ୍ୟ କରିଛନ୍ତି ଏହି ବ୍ରତ । ଭୁବନେଶ୍ୱର ପଳାସପଲ୍ଲୀରେ କିନ୍ନର ମାନେ ଏକାଠି ହୋଇ ସାବିତ୍ରୀ…
Read More...

ପାଣିରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ । ଖେଳିବା ସମୟରେ ପୋଖରୀ ଭିତରକୁ ଖସିଗଲା ଗୋଡ

କନକ ବ୍ୟୁରୋ:  ପାଣିରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ । କୋରାପୁଟ ଲମତାପୁଟ ବ୍ଲକ ପିପଲପୁଟ ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ଘର ପାଖରେ ଏକ ପୋଖରୀ ଖୋଳାଯାଇଥିବାବେଳେ ଦୁଇ ଭାଇ ଭଉଣୀ ଖେଳିବାକୁ ଯାଇ ସେହି ନିକଟରେ ଖେଳୁଥିଲେ । ଖେଳୁଥିବାବେଳେ ଗୋଡ ଖସିଯିବାରୁ ଦୁଇ ଭାଇ ଭଉଣୀ ପୋଖରୀ…
Read More...

ପୁଅ ଠାରୁ ଅଧିକ ମାର୍କ ରଖି ପାସ ହେଲେ ମା’ । ୪୭ ବର୍ଷୀୟ ସୁଜାତା ନାୟକଙ୍କୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ପୁଅ ଠାରୁ ଅଧିକ ମାର୍କ ରଖି ପାସ ହେଲେ ମା’ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ମାଟ୍ରିକ ପରୀକ୍ଷାରେ ମା ପୁଅ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ଘଟଣା ଦାରିଙ୍ଗବାଡି ସ୍ଥିତ ଲୋହୋରା ସାହିର । ଲୋହୋରା ସାହିର ୪୭ ବର୍ଷୀୟ ସୁଜାତା ନାୟକ ଏହି ବର୍ଷ ମାଟ୍ରିକ…
Read More...

ସମୀର ୱାଙ୍ଖେଡେଙ୍କୁ ନେଇ ଭିଜିଲାନ୍ସ ରିପୋର୍ଟରେ ବଡ ଖୁଲାସା । ୫ ବର୍ଷରେ କିଣିଛନ୍ତି ୪ଟି ଫ୍ଲାଟ ଓ ୬ଥର କରିଛନ୍ତି…

କନକ ବ୍ୟୁରୋ : ଏନସିିବି ବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଭିଜିଲାନ୍ସ ରିପୋର୍ଟରେ ସମୀର ୱାଙ୍ଖେଡଙ୍କ ନାମରେ ବଡ ଖୁଲାସା କରିଛି । ୱାଙ୍ଖେଡେ ଏନସିବିର ପୂର୍ବ ମୁଖ୍ୟ ଥିଲେ ଓ ଆର୍ୟନ ଖାନ ଓ ରିୟା ଚକ୍ରବର୍ତ୍ତୀ ସମେତ ଅନେକ ହାଇପ୍ରୋଫାଇଲ ମାମଲାର ଯାଂଚ ମୁଖ୍ୟ ବି ଥିଲେ । ଡ୍ରଗ୍ସ…
Read More...

୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୩ ଶିଖର ସମ୍ମିଳନୀରେ ୪୦ରୁ ଅଧିକ କାର୍ଯ୍ୟକ୍ରମରେ ଦେବେ…

କନକ ବ୍ୟୁରୋ : ଆଜିଠାରୁ ୬ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦି ୩ ଟି ଦେଶ ଜାପାନ୍, ପାପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆକୁ ଯିବେ । ଜାପାନରେ ହେବାକୁ ଥିବା ଜି ୭ ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଜି ସେଭେନ୍ ସମ୍ମିଳନୀରେ…
Read More...