Browsing Category

ନ୍ୟୁଜ୍

ଥମୁନି ଦିଲ୍ଲୀ ରାଜନୀତି: ଅଧାରେ ଅଟକିଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର

କନକ ବ୍ୟୁରୋ: ଥମୁନି ଦିଲ୍ଲୀ ରାଜନୀତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର । ଫଳରେ ରାଜଧାନୀ ଦିଲ୍ଲୀରେ ଏଣିକି ରାଜ୍ୟପାଳଙ୍କ ନିୟନ୍ତ୍ରଣ ରହିବ । ନିକଟରେ ସୁପ୍ରିମକୋର୍ଟ ମାମଲାର ବିଚାର କରି ପ୍ରଶାସନିକ ଅଧିକାରୀ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣରେ…
Read More...

ଆଜି ଶପଥ ନେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା: ଉପମୁଖ୍ୟମନ୍ତ୍ରୀ ହେବେ ଡି.କେ ଶିବକୁମାର

କନକ ବ୍ୟୁରୋ: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସିଦ୍ଧରମୈୟା । ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ଶନିବାର ବେଙ୍ଗାଲୁରୁର କାନ୍ତିବୀରା ଷ୍ଟାଡିୟମରେ ଶପଥଗ୍ରହଣ ସମାରୋହ ଆୟୋଜିତ ହେବ । ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ହେବାକୁ ଥିବା ଭବ୍ୟ ସମାରୋହ…
Read More...

ଆଜିଠୁ ଓଡିଶାରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବେ ଟ୍ରିବ୍ୟୁନାଲ ଟିମ୍: ପ୍ରଥମ ଦିନରେ ହୀରାକୁଦ ଡ୍ୟାମର କରିବେ…

କନକ ବ୍ୟୁରୋ: ଛତିଶଗଡ ପରେ ଓଡିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳବିବାଦ ମାମଲାର ଅନୁଧ୍ୟାନ କରୁଥିବା ଟ୍ରିବ୍ୟୁନାଲ ଟିମ୍, ଛତିଶଗଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ଓଡିଶା ଗସ୍ତରେ ଆସୁଛନ୍ତି । ଆଜି ଠାରୁ ଟ୍ରିବ୍ୟୁନାଲ ଟିମ୍ ଓଡିଶାରେ କ୍ଷେତ୍ର ପରିଦର୍ଶନ ଆରମ୍ଭ…
Read More...

ଆପଣଙ୍କ ପାଖରେ ଅଛି କି ୨ ହଜାର ଟଙ୍କିଆ ନୋଟ୍? ଅଚଳ ହେଇଯିବ ୨ ହଜାର ଟଙ୍କିଆ ନୋଟ୍! ଆରବିଆଇ ନେଲା ବଡ ନିଷ୍ପତ୍ତି 

କନକ ବ୍ୟୁରୋ: ଆପଣଙ୍କ ପାଖରେ ଅଛି କି ୨ ହଜାର ଟଙ୍କିଆ ନୋଟ୍? ଯଦି ଅଛି, ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟକୁ ନେଇ ନେଇଛି ବଡ ନିଷ୍ପତ୍ତି । ଖୁବଶୀଘ୍ର ଅଚଳ ହେବାକୁ  ଯାଉଛି ଏହି ଭାରତୀୟ ନୋଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସୂଚନା…
Read More...

ପ୍ରସ୍ତୁତ ନୂଆ ସଂସଦ ଭବନ: ୨୮ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିର, ଅର୍ଥାତ୍ ସଂସଦର ନୂଆ ଭବନ ଏବେ ପୂରା ପ୍ରସ୍ତୁତ । ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଉଦଘାଟନ ହେବ । ନୂଆ ସଂସଦ ଭବନର କାର୍ଯ୍ୟ ପୂରଣ ହେବା ପରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା, ଏହାର ଲୋକାର୍ପଣ…
Read More...

କର୍ଣ୍ଣାଟକରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହରେ ଏକାଠି ହେବେ ମୋଦୀ ବିରୋଧୀ: ସାମିଲ ହେବେ ନାହିଁ ମମତା ବାନାର୍ଜୀ

କନକ ବ୍ୟୁରୋ: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା । ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ଶନିବାର ବେଙ୍ଗାଲୁରୁର କାନ୍ତିବୀରା ଷ୍ଟାଡିୟମରେ ଶପଥଗ୍ରହଣ ସମାରୋହ ଆୟୋଜିତ ହେବ । ଏଥିରେ ମୋଦି ବିରୋଧୀ ଏକାଠି ହୋଇପାରନ୍ତି ବୋଲି ଆକଳନ କରାଯାଉଛି ।…
Read More...

ମାଆ, ପୁଅ ଏକାଠି କଲେ ମାଟ୍ରିକ ପାସ୍: ପୁଅଠୁ ଗୋଟିଏ ପାଦ ଆଗରେ ରହିଲେ ମା

କନକ ବ୍ୟୁରୋ: ଏ ଏମିତି ଏକ ପ୍ରରଣାଦାୟୀ କାହାଣୀ, ଯାହା ବୟସ ଗଡିଗଲା ପରେ ପାଠ ପଢିବାକୁ ଚାହୁଁଥିବା ଅନେକଙ୍କୁ ଉତ୍ସାହ ଯୋଗାଇବ । ପରୀକ୍ଷା ହଲରେ ଏକାଠି ବସିଥିଲେ ଏହି ମାଆ-ପୁଅ । ୪୭ ବର୍ଷୀୟ ମହିଳା ସୁଜାତା ନାୟକ ଓ ତାଙ୍କ ପୁଅ ଆୟୁଷ ନାୟକ ଏକାଠି ମାଟ୍ରିକ ପରୀକ୍ଷା ଦେଇଥିଲେ । ଆଉ ଫଳ…
Read More...

ଜେଲରେ ସାବିତ୍ରୀ ବ୍ରତ କଲେ ଅର୍ଚ୍ଚନା ନାଗ: ପୂଜା କଲେ, ସ୍ୱାମୀଙ୍କ ଶୁଭ ମନାସିଲେ

କନକ ବ୍ୟୁରୋ: ହାତରେ ଶଙ୍ଖା, ସିନ୍ଥିରେ ସିନ୍ଦୁର, ମୁଣ୍ଡରେ ଓଢଣୀ । ସାବିତ୍ରୀ ବ୍ରତ ଅବସରରେ ଏଭଳି ବେଶରେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ଦେଖିବାକୁ ମିଳିଥିଲା । ହନିଟ୍ରାପ ଓ ବ୍ଲାକମେଲିଂ ଅଭିଯୋଗରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବେ ଜେଲରେ ଅଛନ୍ତି । ଆଉ ସାବିତ୍ରୀ…
Read More...

ଶୁଖୁଛି ମହାନଦୀ: ତଳକୁ ଖସିଚାଲିଛି ଜଳସ୍ତର, ନଦୀ ଭିତରକୁ ପଶୁଛି ସମୁଦ୍ର ପାଣି

କନକ ବ୍ୟୁରୋ: ଅଣମୌସୁମୀ ଋତୁରେ ପାଣି ଛାଡୁନି ଛତିଶଗଡ଼ । ଅଧା ଓଡ଼ିଶାର ଜୀବନ ରେଖା ମହାନଦୀ ଉପରେ ଘନେଇ ଆସୁଛି ସଂକଟ । ମହାନଦୀର ପ୍ରବାହ ସ୍ୱାଭାବିକ ଭାବେ ହେଉନଥିବାରୁ ଯେଉଁ ସମସ୍ୟା ସୃଷ୍ଟି ହେଉଛି, ତାହା ସାଂଘାତିକ । କାରଣ, ନଦୀ ଶୁଖିଲା ପଡୁଥିବାରୁ ଭୂତଳ ଜଳସ୍ତର ଖସିଯାଉଛି ।…
Read More...

ମାଟ୍ରିକ ପରୀକ୍ଷାରେ ନିଜ ସଫଳତାକୁ ଦେଖି ପାରିଲେନି ସ୍ୱାତୀ: ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅନୁଗୁଳର ଛାତ୍ରୀ

କନକ ବ୍ୟୁରୋ: କେଇ ଘଂଟା ପୂର୍ବରୁ ଯେଉଁ ପୁଅ ଗାଁ ଦାଣ୍ଡରେ ଘୁରି ବୁଲୁଥିଲା । ମାଟ୍ରିକ୍ରେ ଫାଷ୍ଟ କ୍ଲାସ୍ ପାଇଛି କହି ଖୁସି ବାଂଟୁଥିଲା । ସେଇ କୁନି ପୁଅ, ଆଜି ସବୁଦିନ ପାଇଁ ଶୋଇଯାଇଛି । ପୁଅକୁ ଉଠାଇବା ପାଇଁ ମା’ ଉଦ୍ୟମ କରୁଛନ୍ତି, ଭାଇର ଅବସ୍ଥା ଦେଖି ବଡ଼ ଭାଇ ଆଖିରୁ ଲୁହ ଝରିଯାଉଛି ।…
Read More...