Browsing Category

ନ୍ୟୁଜ୍

ଟନେଲ ଭିତରେ ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା । ପାଣି ତଳେ ୫୪୦ ମିଟର ଯାତ୍ରାର ମଜା ନେଉଛନ୍ତି ଯାତ୍ରୀ

କନକ ବ୍ୟୁରୋ : ବିଦେଶରେ ଆମେ ଦେଖିଥିବା ଅଣ୍ଡର ୱାଟର ମେଟ୍ରୋ ପ୍ରଥମଥର ଭାରତରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ ଏହି ଅଣ୍ଡର ୱାଟର ମେଟ୍ରୋ ଟ୍ରେନର ଟ୍ରାଏଲ ରନ୍ ଆରମ୍ଭ ହୋଇଛି । କୋଲକାତାରେ ପାଣିର ୩୩ ମିଟର ତଳେ ଏହି ଟ୍ରେନ ଚଳାଚଳ କରୁଛି । ହୁଗୁଳି ନଦୀର ତଳେ ତଳେ ମେଟ୍ରୋ ଟ୍ରେନଟି…
Read More...

ସିମକାର୍ଡର ପାକିସ୍ତାନ ଲିଙ୍କ । ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କା ବିରୋଧରେ ଲାଗିବ ଦେଶଦ୍ରୋହ ଅପରାଧ ଦଫା

କନକ ବ୍ୟୁରୋ:ଓଡିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ  ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ସାଂଘାତିକ ତଥ୍ୟ ମିଳିବା ପରେ ତନାଘନା ଚଳାଇଛି ଏସଟିଏଫ୍ । ଏହି ମାମଲାରେ ମାଷ୍ଟରମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କାଙ୍କ ବିରୋଧରେ ଦେଶଦ୍ରୋହ ଅପରରାଧ ଦଫା ଲାଗିବ ବୋଲି ସୂଚନା ରହିଛି । ଆସନ୍ତା…
Read More...

କୌଣସି ଭୁଲ ପାଇଁ ନୁହେଁ… ଅଦଳବଦଳ ଏକ ପ୍ରକ୍ରିୟା। ଆଇନ ମନ୍ତ୍ରାଳୟ ଯିବାପରେ ପ୍ରତିକ୍ରିୟା ରଖିଲେ କିରଣ ରିଜିଜୁ

କନକ ବ୍ୟୁରୋ: କେନ୍ଦ୍ର ଆଇନ ମନ୍ତ୍ରୀ ପଦରୁ ହଟିବା ପରେ କିରଣ ରିଜିଜୁ ଭୂ-ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି । ଏହି ଅବସରରେ କ୍ୟାବିନେଟରେ ଅଦଳବଦଳକୁ ନେଇ ସେ ଉତ୍ତର ରଖିଛନ୍ତି । ସେ କହିଛନ୍ତି କୌଣସି ଭୁଲ ପାଇଁ ନୁହେଁ ବରଂ ଏହା ଏକ ପ୍ରକ୍ରିୟା । ପ୍ରଧାନମନ୍ତ୍ରୀ ମୋଦୀ…
Read More...

ସଂଘୀୟ ବ୍ୟବସ୍ଥାରେ ଆମର ଯାହା ଦାବି ଆମେ ଉପସ୍ଥାପନ କରିବୁ। ଓଡିଶାର ସ୍ୱାର୍ଥରକ୍ଷା ଆମର ଦାୟିତ୍ୱ: ଦେବୀ ମିଶ୍ର

କନକ ବ୍ୟୁରୋ: ବୁଲେଟ ଟ୍ରେନ ଏବଂ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି, ବିଜେଡିରେ କୌଣସି ପ୍ରକାର କନଫ୍ୟୁଜନ୍ ନାହିଁ ଆମର ସବୁକଥାରେ କ୍ଲାରିଟି ଅଛି । ପୁରୀରେ ବିମାନବନ୍ଦର ପ୍ରସଙ୍ଗରେ…
Read More...

କୋହଲିଙ୍କ ଦମଦାର ଶତକ, ପ୍ରଶଂସାରେ ପାକିସ୍ତାନ କ୍ରିକେଟର । ଗେଲଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ, ମେ’ ୧୮ରେ ପୁଣି…

କନକ ବ୍ୟୁରୋ : ହାଇଦ୍ରାବାଦରେ ଗର୍ଜିଲା ବିରାଟଙ୍କ ବ୍ୟାଟ୍ । ସନରାଇର୍ଜସ ହାଇଦ୍ରାବାଦ ବିପକ୍ଷରେ ଦମଦାର ଶତକ ସହ ବାଙ୍ଗାଲୋରକୁ ବଡ ବିଜୟ ଭେଟି ଦେଇଛନ୍ତି ବିରାଟ କୋହଲି । ୬୨ ବଲରେ ଶତକ ପୂରା କରିବା ସହ ବାଙ୍ଗାଲୋରର ବିଜୟରେ କୋହଲିଙ୍କୁ ବଡ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ବିଜୟ ସହ…
Read More...

‘ହାତ ଗୋଡ ଚଳୁଥିବାଯାଏଁ କାମ କରୁଥିବି, ନିଜ ପେଟ ପୋଷିବି’: ୮୫ ବର୍ଷ ବୟସରେ ବି ଚଳଚଞ୍ଚଳ ଅମ୍ବିକା ମାଉସୀ

କନକ ବ୍ୟୁରୋ: ବୁଢି ମାଉସୀଙ୍କ ଆତ୍ମବିଶ୍ୱାସ ଓ ଇଚ୍ଛାଶକ୍ତି ଆଗରେ ମୁଣ୍ଡ ନଇଁଯାଉଛି । ମାନିବାକୁ ପଡିବ ,ବୟସ ଆସି ୮୫ ହେଲାଣି. ଚମ ଧୁଡୁଧୁଡୁ ହେଇଗଲାଣି । ଅଣ୍ଟା ବି ନଇଁଆସିଲାଣି । ହେଲେ ମନ ବଳ ସେମିତି ଟାଣ ଅଛି । ଏ ବୟସରେ ସେ ଖୁବ ଚଳଚଞ୍ଚଳ । ନିଜ ପେଟ ପୋଷିବାକୁ ସେ ସମ୍ପୂର୍ଣ୍ଣ…
Read More...

ମାଟ୍ରିକ ପରୀକ୍ଷାରେ ଭାଇର ସଫଳତା ପଛରେ ଭଉଣୀର ସଂଘର୍ଷ । ୯୦ ପ୍ରତିଶତ ରଖି ପରୀକ୍ଷାରେ ପାସ କଲା ଭାଇ

କନକ ବ୍ୟୁରୋ : ଭଉଣୀଙ୍କ ସଂଘର୍ଷ । ଭଉଣୀର ନିଃସ୍ୱାର୍ଥ ତ୍ୟାଗଯୋଗୁ ଏ-୧ ଗ୍ରେଡରେ ଉତୀର୍ଣ୍ଣ ହେଲେ ଭାଇ । ମାଟ୍ରିକ ରେଜଲ୍ଟ ବାହାରିବା ପରେ ବିଭିନ୍ନ ସ୍ଥାନରୁ ଆସିଛି ଭିନ୍ନ ଭିନ୍ନ ସଂଘର୍ଷର କାହାଣୀ । ମାଲକାନଗିରି ବାଲିମେଳା ଶିଶୁ ବିଦ୍ୟା ମନ୍ଦିରର ପ୍ରସନ୍ନ ଓ ତାଙ୍କ ବଡ ଭଉଣୀ…
Read More...

୮୬୨ କୋଟି ଟଙ୍କାରେ ନିର୍ମାଣ ହେଲା ନୂଆ ସଂସଦ ଭବନ । ଜାଣନ୍ତୁ ଏହି ଭବନ ନିର୍ମାଣ କରିଥିବା ବିନ୍ଧାଣୀ ବିମଲ ପଟେଲଙ୍କ…

କନକ ବ୍ୟୁରୋ : ଏବେ ଦେଶରେ ଏକ ନୂଆ ସଂସଦ ଭବନ ନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୨୮ ତାରିଖରେ ଏହି ଭବନର ଉଦଘାଟନ କରିବେ । ଲୋକସଭା ସଚିବାଳୟ ତରଫରୁ କୁହାଯାଇଛି କି, ନୂଆ ସଂସଦ ଭବନ ଠିକ୍ ସମୟରେ ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦…
Read More...

ଜେଲରେ ଅର୍ଚ୍ଚନା ନାଗଙ୍କ ସାବିତ୍ରୀ ବ୍ରତ । ଅନ୍ତେବାସୀଙ୍କ ସହ ସାବିତ୍ରୀ ବ୍ରତ ପାଳିଲେ ଅର୍ଚ୍ଚନା

କନକ ବ୍ୟୁରୋ : ଝାରପଡା ଜେଲରେ ଅନ୍ତେବାସୀଙ୍କ ସହ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଅର୍ଚ୍ଚନା ନାଗ । ମୋଟ୍ ୨୩ ଜଣ ଅନ୍ତେବାସୀ ସାବିତ୍ରୀ ପୂଜା ପାଳନ କରିଛନ୍ତି । ସେମାନଙ୍କୁ ଜେଲ୍ ବିଭାଗ ପକ୍ଷରୁ ଶାଢୀ, ଶଙ୍ଖା ସିନ୍ଦୂର, ଫଳ ମୂଳ ଭୋଗ ଇତ୍ୟାଦି ଯୋଗାଇ ଦିଆଯାଇଥିଲା । ଏଥିସହ ଜେଲରେ…
Read More...

କିନ୍ନର ପାଳିଲେ ସାବିତ୍ରୀ ବ୍ରତ । ବଟ ବୃକ୍ଷ ତଳେ ଏକାଠି ହୋଇ ପୂଜା କଲେ ଶଙ୍ଖା ସିନ୍ଦୁର

କନକ ବ୍ୟୁରୋ : ବିଭିନ୍ନ ମନ୍ଦିର ଗୁଡିକରେ ମହିଳା ବ୍ରତଧାରୀଙ୍କ ଭିଡ ଲାଗିଛି । ହିନ୍ଦୁ ସଧବା ମହିଳାମାନେ ହାତରେ ଶଙ୍ଖା ଓ ସିନ୍ଦୂର ସହ ନୂଆ ବସ୍ତ୍ର ନେଇ ପୂଜା କରୁଥିବା ବେଳେ କିନ୍ନର ମାନେ ମଧ୍ୟ କରିଛନ୍ତି ଏହି ବ୍ରତ । ଭୁବନେଶ୍ୱର ପଳାସପଲ୍ଲୀରେ କିନ୍ନର ମାନେ ଏକାଠି ହୋଇ ସାବିତ୍ରୀ…
Read More...