ବଙ୍ଗୋପସାଗରେ ଗଭୀର ଅବପାତର ରୂପ ନେଲା ଅବପାତ : ସଂଧ୍ୟା ସୁଦ୍ଧା ସୃଷ୍ଟି ହେବ ବାତ୍ୟା !

1,185

କନକ ବ୍ୟୁରୋ : ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ । ସକାଳ ୫ଟା ୩୦ରେ ଗଭୀର ଅବପାତର ରୂପ ନେଇଛି । ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । କାଲି ସକାଳ ସୁଦ୍ଧା ଭୀଷଣ ଗଭୀର ଅବପାତର ରୂପ ନେବ । ୧୨ ତାରଖ ସକାଳ ସୁଦ୍ଧାର ଅତି ଭୀଷଣ ବାତ୍ୟାର ରୂପ ନେବ । ପରେ ଦିଗ ବଦଳାଇ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବା । ୧୩ରେ ଦୁର୍ବଳ ହୋଇ ବାଂଲାଦେଶ-ମିଆଁମାର ମୁହାଁ ହେବ । ଭାରତୀୟ ପାଣିପାଗ ବିଭାଗ ଏ ନେଇ ପୂର୍ବାନୁମାନ କରିଛି ।