ପ୍ରଥମେ FIR , ତା’ପରେ ମର୍ଡର । କ’ଣ ଥିଲା କହ୍ନେୟାଲାଲଙ୍କ ବିରୋଧରେ ପୁରା ୧୮ ଦିନର ଷଡଯନ୍ତ୍ରର କାହାଣୀ?

କନକ ବ୍ୟୁରୋ: ଉଦୟପୁରରେ କହ୍ନେୟାଲାଲଙ୍କ ହତ୍ୟାକାଣ୍ଡକୁ ନେଇ ହୁଲସ୍ତୁଲ ହେଉଛି ପୁରା ଦେଶ । ଆଜି ତାଙ୍କର ମରଶରୀର ତାଙ୍କ ବାସଭବନ ନିକଟକୁ ଆସିବା ସମୟରେ ସାରା ଇଲାକାରେ ଛାଇଥିଲେ ପୋଲିସ । ସୁରକ୍ଷା କର୍ଡନ ଭିତରେ ଆସିଥିଲା ତାଙ୍କ ମୃତଦେହକୁ ଶେଷକୃତ୍ୟ ପାଇଁ ନିଆଯାଇଥିଲା । ଏହି ଘଟଣାର…

ଆସିଲା କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ଅତି ନିର୍ମମ ଭାବେ କରାଯାଇଛି ହତ୍ୟା।

କନକ ବ୍ୟୁରୋ:ରାଜସ୍ଥାନ ଉଦୟପୁରରେ ହତ୍ୟା କରାଯାଇଥିବା ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ୍ ରିପୋର୍ଟରେ ହୋଇଛି ବଡ ଖୁଲାସା । ରିପୋର୍ଟ ମୁତାବକ, କହ୍ନେୟାଲାଲଙ୍କ ବେକରେ ୧୦ଟି ଗଭୀର କ୍ଷତ ଥିବା ସହ ସାରା ଶରୀରରେ ୨୬ଟି ଗଭୀର କ୍ଷତ ରହିଛି । ତାଙ୍କ ଶରୀରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ…

ଜେଲରେ ଭୟଙ୍କର ଅଗ୍ନିକାଣ୍ଡ । ୫୧ କଏଦୀ ଜୀବନ୍ତ ଦଗ୍ଧ, ୨୦ରୁ ଅଧିକ ଗୁରୁତର

କନକ ବ୍ୟୁରୋ: ପଶ୍ଚିମ କଲମ୍ବିଆର ତୋଲୁଆ ସହରରେ ଥିବା ଏକ ଜେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ୫୧ ଜଣ କଏଦୀ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବାବେଳେ ପାଖାପାଖି ୨୪ ଜଣ କଏଦୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତରଙ୍କ ମଧ୍ୟରେ ଜେଲର ସୁରକ୍ଷା କର୍ମୀ ଥିବା ଜଣାପଡିଛି ।…

‘ବିଜେପି ସହ ମିଶି କାମ କରୁଛନ୍ତି ରାଜ୍ୟପାଳ’ । ଫ୍ଲୋର ଟେଷ୍ଟ ନିର୍ଦ୍ଦେଶ ପରେ ବର୍ଷିଲେ ସଂଜୟ ରାଉତ ।

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଜଟିଳ ହୋଇ ଚାଲିଥିବା ବେଳେ ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ରାଜ୍ୟପାଳ ବିଜେପି ସହିତ ମିଶି କାମ କରୁଛନ୍ତି। ‘ଫ୍ଲୋର୍‌ ଟେଷ୍ଟ୍‌’ ବା ସଂଖ୍ୟାଗରିଷ୍ଠାତା ପ୍ରତିପାଦନ ନିମନ୍ତେ ‌ସେ ଦେଇଥିବା ଆଦେଶ…

ଫ୍ଲୋର ଟେଷ୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ଉଦ୍ଧବ । ଆଜି ସନ୍ଧ୍ୟା ୫ଟାରେ ଶୁଣାଣି ।

କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଜ୍ୟପାଳ ଭଗତ ସିଂହଙ୍କ ଦ୍ୱାରା ଦିଆଯାଇଥିବା ଫ୍ଲୋର ଟେଷ୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେଇଛନ୍ତି ଉଦ୍ଧବ ଠାକରେ । ଫ୍ଲୋର ଟେଷ୍ଟକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏହି ଆବେଦନକୁ ଗ୍ରହଣ କରିବା ପରେ ଆଜି ସନ୍ଧ୍ୟା ୫ଟାରେ ଏହାର ଶୁଣାଣିି…

ଉଦୟପୁର କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ମୁହଁ ଖୋଲିଲେ କ୍ରିକେଟର ଇରଫାନ୍ ପଠାନ୍ । କହିଲେ ଏଭଳି କଥା ।

କନକ ବ୍ୟୁରୋ: ରାଜସ୍ଥାନର ଉଦୟପୁରରେ ହୋଇଥିବା ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ବିଭିତ୍ସ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଏହି ଘଟଣାକୁ ଖେଳ ଜଗତର କିଛି ବରିଷ୍ଠ ଖେଳାଳି ମଧ୍ୟ ନିନ୍ଦା କରିଛନ୍ତି । ଏହାକୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍ ମଧ୍ୟ ଘୋର ନିନ୍ଦା…