Browsing Category

ନ୍ୟୁଜ୍

ରାଜ୍ୟସଭା ରେସ୍ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁପିନ୍ଦର ସିଂହ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ସଭା ରେସ ନେଇ ଚଳଚଂଚଳ ବିଜେଡି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂହ । ସୁପ୍ରିମୋଙ୍କ ସହ ପାଖାପାଖି ଅଧା ଘଂଟା ଧରି ଭୂପିନ୍ଦର ଆଲୋଚନା କରିଥିବା ଜଣାପଡିଛି । ତେବେ ଏନେଇ ସେ ଗଣମାଧ୍ୟମରେ କିଛି ପ୍ରତିକ୍ରିୟା…
Read More...

ନୟାଗଡ ଏକ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନୟାଗଡ : ନୟାଗଡ ନୂଆ ଗାଁରେ ଏକ କୂଅରୁ ଯୁବକର ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ସ୍ଥାନୀୟ ଲୋକମାନେ ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଅଭିଯୁକ୍ତକୁ…
Read More...

କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

କଟକ ବ୍ୟୁରୋ, କନକ ନ୍ୟୁଜ୍ : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ । ଆଜି ୩ଟି ମାମଲାରେ ଧଳସାମନ୍ତ ବ୍ରଦର୍ସଙ୍କୁ ହାଜର କରାଯାଇଛି । ସହଯୋଗୀଙ୍କ ଘରୁ ବନ୍ଧୁକ ଜବତ ମାମଲା ଓ ନକଲି ପ୍ୟାନ କାର୍ଡ ଜବତ ମାମଲରେ ତାଙ୍କୁ ଏସଡିଜେଏମ କୋର୍ଟ ଓ ଜଏମ୍ଏଫସି କୋର୍ଟରେ ହାଜର କରିଛି କମିସନରେଟ ପୁଲିସ ।…
Read More...

ଏନଆଇଟି ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ମାମଲା : ଆଜି ପ୍ରାଥମିକ ରିପୋର୍ଟ ଦେବ ଫ୍ୟାକ୍ଟ ଫାଇଣ୍ଡିଂ…

ରାଉରକେଲା : ରାଉରକେଲା ଏନଆଇଟି ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଘଟଣାର ଆଜି ପ୍ରାଥମିକ ରିପୋର୍ଟ ଦେବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ଗତକାଲି ଫ୍ୟାକ୍ଟ ଫାଇଣ୍ଡିଂ ଟିମଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା । ୬ ଜଣିଆ ଛାତ୍ର ପ୍ରତିନିଧି ଦଳ ଆଲୋଚନା କରିଥିଲା ଟିମ । ଏହା ସହ ଯେ…
Read More...

ମିଶନ ଅପରାଧୀ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ପୁଲିସ ଟାର୍ଗେଟରେ ଅପରାଧୀ । ସହରର ଅପରାଧୀଙ୍କୁ ମୂଳପୋଛ କରିବାକୁ ଆରମ୍ଭ ହୋଇଛି ଅଭିଯାନ । ଗତ କିଛି ଦିନ ହେବ ଗଂଜାମ ଓ ବ୍ରହ୍ମପୁର ପୁଲିସ ଗୋଟିଏ ପରେ ଗୋଟିଏ ଏନକାଉଂଟର କରୁଛି । ଦେଢ ମାସ ମଧ୍ୟରେ ଗଂଜାମରେ ହୋଇଛି ୭ଟି ଏନକାଉଂଟର । ଗତକାଲି ବିଳମ୍ବିତ…
Read More...

ମୁଖ୍ୟମନ୍ତ୍ରୀଙ୍କ ୱାନ ଟୁ ୱାନରେ ଆଜି ୩ ମନ୍ତ୍ରୀଙ୍କ ପାଳି

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଆଜି ତିନୋଟି ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ପୂର୍ବାହ୍ନରେ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟର କାମର ସମୀକ୍ଷା କରିବା ସହ ଆଗାମୀ ଯୋଜନା ନେଇ ଆଲୋଚନା କରିବେ । ଅପରାହ୍ନରେ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ଆଜି କୋର୍ଟରେ ହାଜର ହେବେ ଡି ବ୍ରଦର୍ସ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଆଜି କୋର୍ଟରେ ହାଜର ହେବେ ଡି ବ୍ରଦର୍ସ । ସହଯୋଗୀଙ୍କ ଘରୁ ବନ୍ଧୁକ ଜବତ ମାମଲାରେ ତାଙ୍କୁ କଟକ ଏସଡିଜେଏମ କୋର୍ଟରେ ହାଜର କରାଯିବ । ସୁଶୀଲକୁ ବାଲେଶ୍ୱର ଜେଲରୁ ଆଣୁଛି ପୁଲିସ । ସହଯୋଗୀଙ୍କ ଘରୁ ବନ୍ଧୁକ ଜବତ ମାମଲାରେ ଦୁଇ ଭାଇଙ୍କ ସମେତ ତାଙ୍କ ସହଯୋଗୀଙ୍କ…
Read More...

ପଛୁଆ ଜିଲ୍ଲାରେ ଟ୍ରେନ୍

ମାନଚିତ୍ରରେ ବଦଳିବ ରେଲୱେର ନକ୍ସା । ନବରଙ୍ଗପୁର ଓ ମାଲକାନଗିରିକୁ ହେବ ରେଳ ସଂଯୋଗ । ଟ୍ରେନରେ ଗତିରେ ତାଳ ଦେଇ ଆଗେଇବ ଏହି ଦୁଇ ପଛୁଆ ଜିଲ୍ଲା । କୋରାପୁଟ ଜିଲ୍ଲା ଜୟପୁରକୁ ସଂଯୋଗ କରି ନିର୍ମାଣ ହେବ ଏହି ରେଳଧାରଣା । ଗୋଟିଏ ପଟେ ଜୟପୁରରୁ ମାଲକାନଗିରି ଓ ଅନ୍ୟପଟେ ଜୟପୁରରୁ…
Read More...

ପୁନର୍ମିଳନ ପଛରେ . . .

ବାଲେଶ୍ୱର : ଯୌତୁକ ନିର୍ଯ୍ୟାତନାର ଚକ୍ରବ୍ୟୁହରେ ପେଶି ହୋଇଯାଇଥିବା ରଘୁନାଥ ମହାନ୍ତିଙ୍କୁ ଶେଷରେ ମିଳିଲା ଆଶ୍ୱସ୍ତି । ମନୋମାଳିନ୍ୟକୁ ଭୁଲି ଏକାଠି ହେଲେ ବର୍ଷା-ରାଜାଶ୍ରୀ । ଚର୍ଚ୍ଚା ଚାଲିଛି ଏହା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରହିଛି ଏକ ବଡ ଭୁମିକା । ଗତ ୧୯ ତାରିଖରେ…
Read More...

ଯୁକ୍ତ ଦୁଇର ନବକଳେବର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଯୁକ୍ତ ହେଲା ଯୁକ୍ତ ଦୁଇ । ବଦଳିଲା ସିଏଚ୍ଏସ୍ଇ ଢ଼ାଂଚା । ରୂପ ବଦଳିବା ସହ ବଦଳିବ କାର୍ଯ୍ୟପନ୍ଥା । ଯୁକ୍ତ ଦୁଇ ଶିକ୍ଷା ପାଇଁ ଗଠନ ହେବ ନିର୍ଦେଶାଳୟ । ନିର୍ଦେଶାଳୟର ରୂପରେଖ ନେଇ ଜୁନରେ ବସିବ ଉଚ୍ଚ ଶିକ୍ଷା ଓ ଗଣ ଶିକ୍ଷା ବିଭାଗର ବୈଠକ । ରୂପରେଖ…
Read More...