Browsing Category

ନ୍ୟୁଜ୍

ବଢିଲା ଏସପିଜି ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କ କାର୍ଯ୍ୟକାଳ, ଆଜି ନେଇଥାନ୍ତେ ଅବସର

କନକ ବ୍ୟୁରୋ : ଭାରତ ସରକାରଙ୍କ ତରଫରୁ ଏସପିଜି ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କ କାର୍ଯ୍ୟକାଳ ୧ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଅର୍ଥାତ ସେ ଆଗାମୀ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ତଦାରଖ କରିବେ । ଅରୁଣ ସିହ୍ନା କେରଳ କ୍ୟାଡରର ଅଧିକାରୀ । ସେ…
Read More...

ମେଧାବୀ ଛାତ୍ରୀ କର୍ମା ମୁଦୁଲିଙ୍କୁ ସହାୟତା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଡିରୁ ୩୦ହଜାର ଟଙ୍କାର ଚେକ୍ ପ୍ରଦାନ

କନକ ବ୍ୟୁରୋ : ଆଉ ମୂଲ ଲାଗିବେନି ବଣ୍ଡା ମେଧାବୀ ଛାତ୍ରୀ କର୍ମା ମୁଦୁଲି । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବିଭିନ୍ନ ସ୍ଥାନରୁ ମିଳିଛି ସାହାଯ୍ୟ ସହଯୋଗ । ଆଜି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରିଛନ୍ତି ଜିଲ୍ଲାପାଳ । ଛାତ୍ରୀଙ୍କୁ ୩୦ହଜାର ଟଙ୍କାର…
Read More...

ଡିଜି ଲକରରେ ମିଳିବ ସାର୍ଟିଫିକେଟ ଓ ମାର୍କସିଟ୍ : ପ୍ରଥମଥର ପାଇଁ ଡିଜି ଲକରରେ ମିଳିବ

କନକ ବ୍ୟୁରୋ : ଡିଜି ଲକଲରେ ମିଳିବ ସାର୍ଟିଫିକେଟ ଓ ମାର୍କସିଟ୍ । ପ୍ରଥମଥର ପାଇଁ ଡିଜି ଲକରରେ ମିଳିବ । ମାଇଗ୍ରେସନ ଓ ପ୍ରୋଭିଜିନାଲ ସାର୍ଟିଫିକେଟ ଉପଲବ୍ଧ ହେବ। । ଆଗରୁ ଯେଉଁ ପୁରୁଣା ସିଷ୍ଟମ ଅନୁସାରେ ସାର୍ଟିଫିକେଟ ମିଳୁଥିଲା ତାହା ମଧ୍ୟ ରହିବ । ତେବେ ସାମ୍ସ ୱେବ୍ ସାଇଟ୍…
Read More...

ୱେବସାଇଟରେ ଉପଲବ୍ଧ ହୋଇନି ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ : ରେଜଲ୍ଟକୁ ନେଇ ଚାହିଁ ରହିଛନ୍ତି ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଏଯାଏଁ ୱେବସାଇଟରେ ଆସୁନି ଯୁକ୍ତଦୁଇ ରେଜଲ୍ଟ । ଦିନ ୧୧ଟାରୁ ରେଜଲ୍ଟ ପ୍ରକାଶ ପାଇଲାଣି । ଦୀର୍ଘ ସମୟ ପରେ ବି ୱେବସାଇଟ ଖୋଲୁନି । ସୂଚନାନୁସାରେ, ଦିନ ୧୧ଟାରୁ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଲାଣି । ଗଣଶିକ୍ଷା ମନ୍ତ୍ରୀ କହିଥିଲେ୧୨ଟା ୩୦ ପରେ…
Read More...

ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ : ଗତବର୍ଷ ତୁଳନାରେ ଚଳିତବର୍ଷ କମିଲା ରେଜଲ୍ଟ

କନକ ବ୍ୟୁରୋ : ଗତବର୍ଷ ତୁଳନାରେ ଚଳିତବର୍ଷ କମିଲା ରେଜଲ୍ଟ । ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟରେ ପରୀକ୍ଷା ଫଳ କମିଛି । ବିଜ୍ଞାନରେ ୧୦ପ୍ରତିଶତ, ବାଣିଜ୍ୟରେ ୫ପ୍ରତିଶତ ରେଜଲ୍ଟ କମିଛି । ଗତବର୍ଷ ୭୦ ପ୍ରତିଶତ ସିଲାବସ୍ ଆଧାରରେ ପରୀକ୍ଷା ଦେଇଥିଲେ । ଚଳିତବର୍ଷ ଶତ ପ୍ରତିଶତ ସିଲାବସ୍ ଆଧାରରେ…
Read More...

ସଂଘର୍ଷରୁ ସଫଳତାର ଯାତ୍ରା । ଦିନେ ଥିଲେ ପେଣ୍ଟର , ଏବେ ହେଲେ ବଡ଼ ଅଫିସର

କନକ ବ୍ୟୁରୋ : ସଫଳତା, ଏ ଗୋଟିଏ ଶବ୍ଦ ରେ ରହିଛି ଅନେକ କିଛି । କାରଣ ଏହି ସଫଳତା ହାସଲ୍ କରିବାକୁ କିଏ ଯେ କେତେ କଷ୍ଟ କରିଥାଏ ତାହାର କୌଣସି ସୀମା ନଥାଏ । ବିନା କୌଣସି ସାଧନାରେ ସଫଳତାର ସ୍ୱାଦ ବା କିଏ ପାଇଛି, ସେଥିପାଇଁ ତ କୁହାଯାଏ କଷ୍ଟ କଲେ କୃଷ୍ଣ ମିଳେ, ଯାହାକୁ ପ୍ରମାଣ କରି…
Read More...

କେଉଁ କାମରେ ଲାଗିଥାଏ ଟ୍ରେନ ଛାତରେ ଥିବା ଗୋଲ ଢାଙ୍କୁଣୀ ? ନୂଆ ଟେକ୍ନୋଲୋଜୀ ଥିଲେ ବି ଏହାକୁ କାହିଁକି ହଟାଉ ନାହିଁ…

କନକ ବ୍ୟୁରୋ : ଭାରତୀୟ ରେଲୱେ ନିଜର ନିୟମ ଏବଂ ନେଟୱର୍କ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ପ୍ରତିଦିନ ଲକ୍ଷାଧିକ ଯାତ୍ରୀ ରେଳଯାତ୍ରା କରିଥାନ୍ତି । ଶସ୍ତା, ଆରାମଦାୟକ ହୋଇଥିବାରୁ ରେଳଯାତ୍ରାକୁ ଦେଶର ଲାଇଫ ଲାଇନ ବୋଲି କୁହାଯାଏ । ଭାରତୀୟ ରେଲୱ ବିଶ୍ୱର ଚତୁର୍ଥ ବୃହତମ ରେଳ ନେଟୱର୍କ…
Read More...

ସାଙ୍ଗ ହେବ ତ ଏମିତି । ସାଙ୍ଗର ମୃତ୍ୟୁ ସହିପାରିଲାନି ସାଙ୍ଗ । ସାଙ୍ଗର ଜୁଇରେ ଡେଇଁ ପଡ଼ିଲେ

କନକ ବ୍ୟୁରୋ : ସତରେ ଜଣେ ସାଙ୍ଗ ଜୀବନରେ କେତେ ଯେ ଗୁରୁତ୍ୱ ବହନ କରିଥାଏ ତାହା ଜଣେ ପ୍ରକୃତ ବନ୍ଧୁ ହିଁ ବୁଝିଥାଏ । ଆପଣମାନେ ବଲିଉଡ ବ୍ଲକବ୍ଲାଷ୍ଟର ହିନ୍ଦି ଫିଲ୍ମ ‘ସୋଲୋ’ ଦେଖିଥିବେ ନିଶ୍ଚୟ । ଏଥିରେ ଜୟ ବୀରଙ୍କ ଦୋସ୍ତି ପରଦାରେ ଯେଭଳି ଉପସ୍ଥାପନ କରାଯାଇଛି ତାହା ସବୁଦିନ ଲାଗି ମନେ…
Read More...

+୨ ବିଜ୍ଞାନ ଫଳାଫଳ ପ୍ରକାଶ, ପାସ୍ ହାର ୮୪.୯୩%

କନକ ବ୍ୟୁରୋ: ପ୍ରକାଶ ପାଇଲା +୨ ବିଜ୍ଞାନ ଫଳାଫଳ । ପୁଣିଥରେ ବାଜିମାରିଲେ ଛାତ୍ରୀ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ବିଜ୍ଞାନରେ ପାସ୍ ହାର ୮୪.୯୩% ସିଏଚଏସସି ପକ୍ଷରୁ ବିଧିବଦ୍ଧ ଫଳ ପ୍ରକାଶ +୨ ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ୭୮ ହଜାର ୯୩୮…
Read More...

ପ୍ରଧାନମନ୍ତ୍ରୀ ଭାବୁଛନ୍ତି ସେ ସବୁକିଛି ଜାଣିଛନ୍ତି, ତାଙ୍କ ସାମ୍ନାରେ ଭଗବାନ ବି ଭ୍ରମିତ ହୋଇଯିବେ : ରାହୁଲ ଗାନ୍ଧୀ 

କନକ ବ୍ୟୁରୋ : ଆମେରିକା ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଆୟୋଜିତ ଏକ ସଭାରେ ଯୋଗ ଦେଇ ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଦେଶର ଏଜେନ୍ସିର ଦୁରୁପଯୋଗ କରିବା ସହ ଲୋକଙ୍କୁ ଧମକାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାହୁଲ । ଏହାସହ…
Read More...