Browsing Category

ନ୍ୟୁଜ୍

ତିଆରି ହେଉଛି ଶକ୍ତିମାନ୍ ଚଳଚ୍ଚିତ୍ର: ଖର୍ଚ୍ଚ ହେବ ୨୦୦ରୁ ୩୦୦ କୋଟି, ଅନ୍ତର୍ଜାତୀୟସ୍ତରର ହେବ ଫିଲ୍ମ

କନକ ବ୍ୟୁରୋ: ୯୦ ଦଶକରେ ଆମ ମାନଙ୍କ ମନୋରଞ୍ଜନର ଖୋରାକ ଥିଲା ଶକ୍ତିମାନ । ଟିଭି ପରଦାରେ ଏହି ସିରିଏଲ ଦେଖିବାକୁ ବେଶ ଉତ୍ସାହ ଦେଖିବାକୁ ମିଳୁଥିଲା । ସକାଳ ହେଉ କି ସନ୍ଧ୍ୟା ଶକ୍ତିମାନ ନଦେଖିଲେ ସେତେବେଳେ ଆମମାନଙ୍କ ଆଖିକୁ ନିଦ ଆସୁନଥିଲା । ଆଉ ଆମ ଜୀବନର ପ୍ରଥମ ସୁପର ହିରୋ ଥିଲା…
Read More...

ଗାଡିରେ ଲଗାଇଛନ୍ତି ତ ନୂଆ ନମ୍ବର ପ୍ଲେଟ୍ ? ୨୩ ତାରିଖରୁ ଜୋରଦାର ହେବ ଯାଞ୍ଚ । ଜାଣନ୍ତୁ, ଫାଇନ୍ ଦେବାକୁ କେମିତି…

କନକ ବ୍ୟୁରୋ: ଏଣିକି ହାଇସିକ୍ୟୁରିଟି ନମ୍ବର ନଥିଲେ ଗଣିବାକୁ ପଡ଼ିବ ଜୋରିମାନା । ଆସନ୍ତା ୨୩ ତାରିଖରୁ ଜୋରଦାର ହେବ ନୂଆ ନମ୍ବର ପ୍ଲେଟ୍ ଯାଞ୍ଚ । ଯାଞ୍ଚ ବେଳେ ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ନଥିଲେ ଚାଳକଙ୍କଠାରୁ ଜରିମାନା ଆଦାୟ ହେବ । ଏଭଳି ସ୍ଥିତିରେ ଯଦି ଆପଣ ବିନା ନୂଆ ନମ୍ବର ପ୍ଲେଟ୍…
Read More...

ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ଜାଣନ୍ତୁ, ବାଦ୍ ପଡିବା ପଛର କାରଣ କଣ?

କନକ ବ୍ୟୁରୋ: ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ମନ୍ତ୍ରୀମଣ୍ଡଳରୁ ବାଦ ଦେବା ନେଇ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭାଗୀୟ ସମୀକ୍ଷା ପରେ ରୋହିତ ପୂଜାରୀଙ୍କ ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ଥିବା…
Read More...

କାଳବୈଶାଖୀ ଓ ବିଦ୍ୟୁତ ବିଭ୍ରାଟକୁ ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପି । ପଢନ୍ତୁ, କଣ ଜବାବ ରଖିଲା ବିଜେଡି…

କନକ ବ୍ୟୁରୋ: ରାଜଧାନୀରେ ଗତକାଲି କାଳବୈଶାଖୀ ଓ ବିଦ୍ୟୁତ ବିଭ୍ରାଟ ଯୋଗୁ ବିଭିନ୍ନ ପ୍ରତ୍ରିକିୟା ଦେଖିବାକୁ ମିଳିଛି । ମୁଖ୍ୟଶାସନ ସଚିବଙ୍କ ଟୁଇଟ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ବିଜେଡି ସରକାର ଡିସକମ କମ୍ପାନୀ ପାଖରେ ବିକ୍ରି ହୋଇଯାଇଛି । ଏପରିକି ଗାଁ ଗହଳିର ପରିସ୍ଥିତି…
Read More...

ସଂକଟରେ ହରିଆଣାର ବିଜେପି ମେଣ୍ଟ ସରକାର, ଦୁଷ୍ମନ୍ତ ଚୌତାଲାଙ୍କ ବୟାନ ପରେ ୪ ନିର୍ଦ୍ଦଳୀୟ ବିଧାୟକଙ୍କୁ ଭେଟିଲେ ବିପ୍ଳବ…

କନକ ବ୍ୟୁରୋ : ହରିଆଣାରେ ବିଜେପି ଓ ଜନନାୟକ ଜନତା ପାର୍ଟି (ଜେଜେପି) ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଉଭୟ ଦଳର ନେତା ଓ ବିଧାକୟମାନେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଏହାକୁ ନେଇ ବିଜେପି ଓ ଜେଜେପି ମଧ୍ୟରେ ଚାଲିଥିବା ମେଣ୍ଟ ସରକାର ସଂକଟରେ ପଡିଛି । ହରିଆଣା ବିଧାନସଭା…
Read More...

ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଲେ ରୋହିତ ପୂଜାରୀ। ରାଜ୍ୟପାଳଙ୍କୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ମନ୍ତ୍ରିମଣ୍ଡଳରୁ ବାଦ ପଡିଲେ ରୋହିତ ପୂଜାରୀ । ରାଜ୍ୟପାଳଙ୍କୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଣିବାକୁ ମିଳୁଛି ଯେ ବିଭାଗୀୟ ସମୀକ୍ଷାରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ । ଅତନୁ ସବ୍ୟସାଚୀ…
Read More...

‍ବାହନାଗା ହାଇସ୍କୁଲର ହେବ ପୁନଃନିର୍ମାଣ । ୫ଟି ଉପକ୍ରମରେ ମଡେଲ ସ୍କୁଲ ଭାବରେ ହେବ ଗଢା

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲାର ବାହାନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗାଯିବ. ୫ଟି ଉପକ୍ରମରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।…
Read More...

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି। ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ରୂପ ନେବା ସମ୍ଭାବନା

କନକ ବ୍ୟୁରୋ: ବଙ୍ଗୋପସାଗରରେ ଲଘୁଚାପ । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ମିଆଁମାର ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି ।
Read More...

କାଳବୈଶାଖୀ ପରେ ରାଜଧାନୀରେ ଗାଏବ ହୋଇଗଲା ବିଜୁଳି। ଟ୍ୱିଟ୍ କରି ମୁଖ୍ୟ ଶାସନ ସଚିବ ଟାଟା ପାୱାରକୁ କଲେ ଟାର୍ଗେଟ

କନକ ବ୍ୟୁରୋ: ଗୁରୁବାର କାଳବୈଶାଖୀର ବର୍ଷାରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ବିଜୁଳି ଗାଏବ ହୋଇଯାଇଥିଲା । ଗତକାଲି ପ୍ରାୟ ୪ଟା ବେଳେ ରାଜଧାନୀରେ ଝଡ ବର୍ଷା ଓ ପବନ ଯୋଗୁଁ ଦୀର୍ଘ ସମୟ ଧରି ବିଦ୍ୟୁତ୍ କାଟ୍ ହୋଇଥିଲା । ଘଣ୍ଟା ଘଣ୍ଟା ଧରି ବିଜୁଳି କଟିବାରୁ ହନ୍ତସନ୍ତ ହୋଇଥିଲେ ଜନତା । ଦୀର୍ଘ…
Read More...

ଟ୍ରେନ୍ ବଗିରୁ ବାହାରୁଥିବା ଦୁର୍ଗନ୍ଧର ସାମ୍ନାକୁ ଆସିଲା ସତ । ବଗିରେ ନଥିଲା ମୃତଦେହ, ବାହାରିଲା ପେଟି ପେଟି ପଚା ସଢା…

କନକ ବ୍ୟୁରୋ: ଟ୍ରେନ୍ ବଗିରୁ ବାହାରିଲା ପେଟି ପେଟି ପଚା ସଢା ଅଣ୍ଡା । କିଛ ଦିନ ହେଲା ବଗିରୁ ଦୁର୍ଗନ୍ଧ ବାହାରୁଥିବାରୁ ସେଥିରେ ଆହୁରି ଅଧିକ ମୃତଦେହ ଥିବା ଅଭିଯୋଗ କରିଥିଲେ ଲୋକେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବଗି ଖୋଲଯାଇଥିବା ବେଳେ ସେଥିରୁ ପଚା ଅଣ୍ଡା ବାହାରିଥିଲା ।…
Read More...