Browsing Category

ନ୍ୟୁଜ୍

ହୁତୁ ହୁତୁ ହୋଇ ଜଳୁଛି ଝାଉଁ ଜଙ୍ଗଲ । ନିଆଁ ଲିଭାଇବାରେ ଲାଗିଛନ୍ତି ଦମକଳ ସହ ବିନ ବିଭାଗ କର୍ମଚାରୀ

କନକ ବ୍ୟୁରୋ: ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ସାଲେପୁର ଗାଁ ନିକଟରେ ଝାଉଁ ଜଙ୍ଗଲରେ ନିଆଁ । ନିଆଁ ଲାଗି ୮ ଏକରରୁ ଅଧିକ ଜଙ୍ଗଲ ପୋଡି ଯାଇଛି । ବ୍ରହ୍ମଗିରି ଓ ପୁରୀରୁ ୨ଟି ଦମକଳ ଗାଡି ସହ ବନ ବିଭାଗର ଗୋଟିଏ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁରେ ୮ ଏକର ଝାଉଁ ଜଙ୍ଗଲ ପୋଡି…
Read More...

ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ସାଇତା ରହିଛି ସନ୍ତକ । ବାଲେଶ୍ୱର ରେଳ ଷ୍ଟେସନ ପୋଲିସ ବାରାକରେ ପଡ଼ି ରହିଛି…

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୮ ଦିନ ହେଲାଣି । ହେଲେ ଏଯାଏଁ ସେ ଭୟାନକ ଦୃଶ୍ୟ କାହାରି ମନରୁ ଯାଇନି । ଏବେବି ବାଲେଶ୍ୱର ରେଲୱେ ଷ୍ଟେସନରେ ଥିବା ପୋଲିସ ବାରାକରେ ପଡିରହିଛି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଆସବାବପତ୍ର । ଏଯାଏଁ କେହି ଆସି ସେସବୁକୁ ନେବା ସମ୍ଭବ…
Read More...

ଖୋର୍ଦ୍ଧାରେ କଙ୍ଗାରୁ କୋର୍ଟ: ପରିବାର ଘରେ ଥିବା ବେଳେ ନିଆଁ ଲଗାଇଦେଲେ ଗାଁଲୋକ, ଘଟଣାରେ ୩ ଆହତ । ଜାଣନ୍ତୁ ପୁରା…

କନକ ବ୍ୟୁରୋ: ଖୋର୍ଦ୍ଧାରେ କଙ୍ଗାରୁ କୋର୍ଟ । ଘରେ ପରିବାର ଲୋକେ ଥିବା ବେଳେ ନିଆଁ ଲଗାଇଦେଲେ ଗାଁ ଲୋକ । ଫଳରେ ମା’ ସହ ପୁଅ, ଝିଅ ଆହତ ହୋଇଛନ୍ତି । ଖୋର୍ଦ୍ଧା ଭୁଷଣ୍ଡପୁର ଗୋବର୍ଦ୍ଧନପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସୂଚନା ମୁତାବକ, ଗୋବର୍ଦ୍ଧନପୁରରେ ଜଳନ୍ଧର…
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିିପ : ଅଷ୍ଟ୍ରେଲିଆର ବଡ଼ ସ୍କୋର ପରେ ରୋହିତ୍, କୋହଲି, ପୂଜାରା ଫେଲ୍ । ୩୧୮ ରନରେ ପଛୁଆ ଟିମ୍…

କନକ ବ୍ୟୁରୋ: ଓଭାଲରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ନିରାଶ କରିଛନ୍ତି ଭାରତୀୟ ବ୍ୟାଟର । ଅଷ୍ଟ୍ରେଲିଆର ୪୬୯ ରନ୍ ଜବାବରେ ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୧୫୧ ରନ୍ କରିଛି । ଟିମ୍ ଇଣ୍ଡିଆକୁ ପ୍ରଥମ ଝଟକା ଦେଇଥିଲେ ପ୍ୟାଟ୍ କମିନ୍ସ । ଅଧିନାୟକ…
Read More...

ଭଙ୍ଗା ହେଉଛି ବାହାନଗା ହାଇସ୍କୁଲ  ।  ଟ୍ରେନ ଦୁର୍ଘଟଣା ପରେ ସ୍କୁଲରେ ମୃତଦେହ ରଖାଯାଇଥିବାରୁ ପିଲାମାନେ ଡରୁଥିବା…

କନକ ବ୍ୟୁରୋ: ଭଙ୍ଗାଚାଲିଛି ବାହାନଗା ହାଇସ୍କୁଲ । ଟ୍ରେନ ଦୁର୍ଘଟଣା ପରେ ଯେଉଁ ସ୍କୁଲ ଗୃହରେ ଶବ ଗୁଡିକୁ ରଖାଯାଇଥିଲା ତାକୁ ଏବେ ଭଙ୍ଗା ଯାଉଛି । ଗ୍ରୀଷ୍ମ ଛୁଟି ସରି ଆସୁଛି । ଖୁବଶୀଘ୍ର ସ୍କୁଲ ଖୋଲିବାକୁ ଯାଉଛି । ହେଲେ ପିଲାମାନେ ସ୍କୁଲ ଗୃହକୁ ନେଇ ଭୟଭୀତ ଅଛନ୍ତି । ପିଲାମାନେ…
Read More...

ବିଲ୍ ଦେବାକୁ ବିଳମ୍ବ କରିବାରୁ ସହକାରୀ ଯନ୍ତ୍ରୀଙ୍କୁ ନିସ୍ତୁକ ମାଡ଼ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକରୁ ଆସିଲା ଏଭଳି…

କନକ ବ୍ୟୁରୋ: ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀଙ୍କୁ ନିସ୍ତୁକ ମାଡ଼ । ବିଲ୍ ପାସ କରିବାରେ ବିଳମ୍ବ ହେବାରୁ ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରିଛନ୍ତି ଠିକାଦାର ଗୋଷ୍ଠୀ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, ବ୍ଲକରୁ କାମ ନେଇ ଠିକାଦାର କରୁଥିଲେ ଉନ୍ନୟନ କାମ…
Read More...

ପିଛା ଛାଡ଼ୁନି ଟ୍ରେନ୍ ଦୁର୍ଘଟଣା । ନୂଆପଡ଼ା ଖରିଆର ରୋଡରେ ପୁରୀ-ଦୂର୍ଗ ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ । ପ୍ରାଣ…

କନକ ବ୍ୟୁରୋ: ପିଛା ଛାଡ଼ୁନି ଟ୍ରେନ୍ ଦୁର୍ଘଟଣା । ଦିନକ ବ୍ୟବଧାନ ପରେ ପୁଣି ଟ୍ରେନରେ ଅଘଟଣ । ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ରେଲୱେ ଷ୍ଟେସନରେ ଏହି ନିଆଁ ଲାଗିଥିଲା । ଖରିଆର ରୋଡ୍ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ…
Read More...

ଅନ୍ଧାରରେ ସ୍ମାର୍ଟ ସିଟି ଭୁବନେଶ୍ୱର । ଝଡ, ବର୍ଷା ଓ ପବନ ଯୋଗୁଁ ୫ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ କାଟ୍ ।…

କନକ ବ୍ୟୁରୋ: କାଳବୈଶାଖୀ ବର୍ଷାରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ବିଜୁଳି ଗାୟବ । ଗୁରୁବାର ପ୍ରାୟ ୪ଟାବେଳେ ରାଜଧାନୀରେ ଝଡ ବର୍ଷା ଓ ପବନ ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । କିନ୍ତୁ ରାଜଧାନୀର ବିଭିନ୍ନ ସ୍ଥାନରେ ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଧରି ବିଜୁଳି ଗାଏବ ହୋଇଯାଇଥିଲା । ପବନ…
Read More...

ମହାସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ଉପଚାର ପାଇଁ ଚାଲିଛି ଗୁପ୍ତ ନୀତ, ଆଜି ଶ୍ରୀଜିଉଙ୍କୁ ଲାଗି ହେବ…

କନକ ବ୍ୟୁରୋ: ମହାସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ଜ୍ୱରରୁ ଆରୋଗ୍ୟ କରିବା ପାଇଁ ମହାପ୍ରଭୁଙ୍କ ପାଇଁ ଚାଲିଛି ସ୍ୱତନ୍ତ୍ର ସେବା ଓ ଉପଚାର । ଠାକୁରଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଚେରମୂଳି ପଥୀ ଓ ବିଶେଷ ତେଲ ଯାହାକୁ କୁହାଯାଏ ଫୁଲୁରି ତେଲ । ଅଣସର ଘରେ ଥିବା…
Read More...

ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଅଭିଯୋଗ । ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ…

କନକ ବ୍ୟୁରୋ: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବା ଓଲିଉଡରେ ଚାଲିଛି କ’ଣ? ହୁଏତ ଓଲିଉଡ ଭିତରେ ସବୁ କିଛି ଠିକ୍ଠାକ୍ ଚାଲିନାହିଁ । ଉପରକୁ ଯେଉଁ ଚାକଚକ୍ୟ ବା ଷ୍ଟାରଡମ୍ ଦେଖାଯାଉଛି, ଭିତରେ ହୁଏତ ଆଉ କିଛି ଭିତରେ ଭିତରେ ଚାଲିଛି । ଯାହା, ଓଲିଉଡ୍ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ…
Read More...