Browsing Category

ନ୍ୟୁଜ୍

ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କଲା ଭାରତ 

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ । ଶୁକ୍ରବାର ଭାରତ ତା’ର ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କରିଛି । ପୂରା ମ୍ୟାଚରେ ମଙ୍ଗୋଲିଆ ଉପରେ ଦବଦବା କାଏମ ରଖିଥିଲା…
Read More...

ଶବ ବୁଲୁଛି ରାଜ୍ୟକୁ ରାଜ୍ୟ । ପ୍ରଶ୍ନ, କାହିଁକି ହେଉଛି ଏପରି ବିଭ୍ରାଟ  

କନକ ବ୍ୟୁରୋ : ଦୁର୍ଘଟଣାର ଦୁଃଖକୁ ବଳି ଯାଇଛି ଶବ ଚିହ୍ନଟ ପ୍ରକ୍ରୀୟା । ପରିସ୍ଥିତି ଏମିତି ହୋଇଛି ଗୋଟିଏ ସହରରୁ ଅନ୍ୟ ସହରକୁ ବୁଲୁଛି ଶବ । ଶବ ବୁଲିବାର ବିହାର କାହାଣୀ ଏବେ ଚର୍ଚ୍ଚାରେ । ବିହାରର ରାଜା ସାହାଣୀଙ୍କ ଶବ ଘଟଣାକ୍ରମରେ ଯାଇ ପହଂଚିଥିଲା ପଶ୍ଚିମବଙ୍ଗ । ବିଭିନ୍ନ ପ୍ରକାରର…
Read More...

ମଞ୍ଚ ଉପରେ ଟଳି ପଡିଲେ ନୃତ୍ୟଗୁରୁ । ଭଞ୍ଜକଳା ମଣ୍ଡପରେ ଦୀପ ପ୍ରଜ୍ୱଳନ ପରେ ପଡି ଯାଇଥିଲେ ଭାରତନାଟ୍ୟମ ଗୁରୁ…

କନକ ବ୍ୟୁରୋ : ମଞ୍ଚରେ ଟଳି ପଡିଲେ ନୃତ୍ୟଗୁରୁ । ଭଞ୍ଜକଳା ମଣ୍ଡପରେ ଚାଲିଥିବା ନୃତ୍ୟ କାର୍ଯ୍ୟକ୍ରମରେ, ଦୀପ ପ୍ରଜ୍ୱଳନ କରିବାବେଳେ ଟଳି ପଡିଛନ୍ତି ଭାରତନାଟ୍ୟମ ନୃତ୍ୟଗୁରୁ ଶ୍ରୀଗଣେଶନ । ଟଳି ପଡିବା ପରେ ଶ୍ରୀଗଣେଶନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ…
Read More...

ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଗରମ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳି କରୁଛି ନାକେଦମ

କନକ ବ୍ୟୁରୋ : ନାକେଦମ କରୁଛି ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ରାଜ୍ୟରେ ଲଗାତାର ଗ୍ରୀଷ୍ମପ୍ରବାହ ଜାରି ରହିଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତି ସବୁ ସୀମା ଲଂଘିଛି । ଉପକୂଳରେ ମଧ୍ୟ ଗୁଳୁଗୁଳି ଜନଜୀବନକୁ ଛଟପଟ କରୁଛି । ଶୁକ୍ରବାର ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତପ୍ତ ସହର ଥିଲା ।…
Read More...

ପାଠକଙ୍କ ହାତକୁ ଆସିଲା ଯୁବ ଆଇଏଏସ୍ ଅଧିକାରୀ ଅମ୍ରିତ୍‌ ଋତୁରାଜଙ୍କ ପ୍ରଥମ କବିତା ସଂକଳନ ‘ଅବ୍ୟକ୍ତ ଅକ୍ଷର’

କନକ ବ୍ୟୁରୋ: ସାହିତ୍ୟରୁ ଧୀରେ ଧୀରେ ଯୁବପିଢ଼ି ଦୂରେଇ ଯାଉଥିବା ବେଳେ ‘ଅବ୍ୟକ୍ତ ଅକ୍ଷର’ ପରି ଏକ ସୁଖପାଠ୍ୟ କବିତା ବହି ରଚନା କରି ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ଆଇଏଏସ୍‌ ଅଧିକାରୀ ତଥା କବି ଅମ୍ରିତ୍‌ ଋତୁରାଜ। ସେ ତାଙ୍କର ଏହି ପୁସ୍ତକରେ ବିଭିନ୍ନ ପ୍ରଂସଗକୁ ନେଇ କବିତା…
Read More...

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ବେଳେ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ: ପାକିସ୍ତାନୀ ଦିବ୍ୟାଙ୍ଗ ଫ୍ୟାନଙ୍କୁ ଅଟୋଗ୍ରାଫ ଦେଲେ…

କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଶତୃତା ରହିଆସିଛି । କୂଟନୈତିକ ସ୍ତରରେ ଉପୟ ଦେଶ ମୁହାଁମୁହିଁ ହୋଇଆସିଛନ୍ତି । କିନ୍ତୁ ଏହି ତିକ୍ତ ସମ୍ପର୍କ କ୍ରିକେଟର ଓ ଫ୍ୟାନଙ୍କୁ ରୋକିପାରିନି । ଓଭାଲରେ ଏବେ ଚାଲିଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ । ଏହି ସମୟରେ…
Read More...

ୟୁକ୍ରେନର ଖେରସନ ଅଂଚଳରେ ବନ୍ୟା ସ୍ଥିତି: ୬ ଶହ ବର୍ଗ କିଲୋମିଟର ଅଂଚଳ ପାଣି ଘେରରେ

କନକ ବ୍ୟୁରୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରସ୍ଥଳ ପାଲଟିଛି ୟୁକ୍ରେନର ଖେରସନ ଅଂଚଳ । କାରଣ ଏକ ପୁରୁଣା ଡ୍ୟାମର ବନ୍ଧ ଭାଙ୍ଗିବା ପରେ ଏହି ଅଂଚଳରେ ପାଣି ପଶିଯାଇଛି । ସ୍ଥାନୀୟ ପ୍ରଶାସକଙ୍କ କହିବା ଅନୁସାରେ ପ୍ରାୟ ୬ ଶହ ବର୍ଗ କିଲୋମିଟର ଅଂଚଳରେ…
Read More...

ମୁମ୍ବାଇ ହତ୍ୟାକାଣ୍ଡ ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ: ଲିଭ୍-ଇନ୍ ନୁହେଁ, ବିବାହ କରିଥିଲେ ମୃତକ ଓ ହତ୍ୟାକାରୀ

କନକ ବ୍ୟୁରୋ: ମୁମ୍ବାଇ ମୀରା ରୋଡ ହତ୍ୟାକାଣ୍ଡରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମୃତକ ସରସ୍ୱତୀ ବୈଦ୍ୟ ଓ ଅଭିଯୁକ୍ତ ହତ୍ୟାକାରୀ ମନୋଜ ସାନେ ଲିଭ୍-ଇନରେ ରହୁନଥିଲେ ବରଂ ବିବାହ କରିଥିଲେ । ହେଲେ ବୟସଗତ ପାର୍ଥକ୍ୟ ପାଇଁ ଏକଥା ଲୁଚାଇ ରଖିଥିଲେ । ଏହି ମାମଲାର ତଦନ୍ତ କରୁଥିବା ପୋଲିସ୍…
Read More...

ଡୋନାଲ୍ଡ ଟ୍ରମ୍ପଙ୍କ ବଢ଼ିଲା ଅଡ଼ୁଆ: ଗୁପ୍ତ କାଗଜପତ୍ର ମାମଲାରେ ଅଭିଯୋଗ

କନକ ବ୍ୟୁରୋ: ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ଏବେ ପୁଣି ନୂଆ ବିବାଦରେ ଛନ୍ଦି ହେବା ସହ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ରାଷ୍ଟ୍ରପତି ପଦ ଛାଡ଼ିବା ପରେ ଗୁପ୍ତ କାଗଜପତ୍ରର ବ୍ୟବହାର ଓ ପରିଚାଳନା ନେଇ ତାଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ…
Read More...

ବ୍ରିଜଭୂଷଣ ସିଂ ମାମଲାରେ ନୂଆ ମୋଡ଼: ନାବାଳିକାଙ୍କ ବାପା କହିଲେ ଆଣିଥିଲେ ମିଛ ଅଭିଯୋଗ

କନକ ବ୍ୟୁରୋ: କୁସ୍ତିଯୋଦ୍ଧାଙ୍କ ଧାରଣାକୁ ନେଇ ଦିଲ୍ଲୀ ଉଠିଥିଲା ପଡ଼ିଥିଲା । ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଏପରିକି ଅନ୍ତର୍ଜାତୀୟ ସ୍ତରରୁ ମଧ୍ୟ ମନ୍ତବ୍ୟ ଆସିବା ଆରମ୍ଭ ହୋଇଥିଲା । ଭାରତୀୟ କୁସ୍ତି ମହାସଂଘ, ଡବ୍ଲୁଏଫଆଇର ମୁଖ୍ୟ ବ୍ରିଜ ଭୂଷଣ ସିଂ ଏହି ବିବାଦର କେନ୍ଦ୍ରରେ ଥିଲେ ।…
Read More...