+୨ ବିଜ୍ଞାନ ଫଳାଫଳ ପ୍ରକାଶ, ପାସ୍ ହାର ୮୪.୯୩%

221

କନକ ବ୍ୟୁରୋ: ପ୍ରକାଶ ପାଇଲା +୨ ବିଜ୍ଞାନ ଫଳାଫଳ । ପୁଣିଥରେ ବାଜିମାରିଲେ ଛାତ୍ରୀ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି ।

ବିଜ୍ଞାନରେ ପାସ୍ ହାର ୮୪.୯୩%
ସିଏଚଏସସି ପକ୍ଷରୁ ବିଧିବଦ୍ଧ ଫଳ ପ୍ରକାଶ
+୨ ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ
୭୮ ହଜାର ୯୩୮ ପରୀକ୍ଷାର୍ଥୀ ପାସ୍
୭୭, ୪୬୮ ରେଗୁଲାର ପରୀକ୍ଷାର୍ଥୀ ପାସ୍
୧, ୪୭୦ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପାସ୍
ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ
ବିଜ୍ଞାନରେ ଛାତ୍ରୀଙ୍କ ପାସ ହାର ୮୫.୬୭%
ବିଜ୍ଞାନରେ ଛାତ୍ରଙ୍କ ପାସ ହାର ୮୪.୨୮%
୩୯, ୫୭୩ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ
୨୪, ୨୫୭ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ
ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୧୪, ୮୫୨ ଜଣ