Browsing Category

ଦେଶ ବିଦେଶ

ଏକନାମ ଅଖଣ୍ଡ କୀର୍ତନରେ ଭର୍ଚୁଆଲରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ୫୦ ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଦେଲେ ସୂଚନା।

କନକ ବ୍ୟୁରୋ: ଆସାମରେ ଆୟୋଜିତ ଏକନାମ ଅଖଣ୍ଡ କୀର୍ତନରେ ଭର୍ଚୁଆଲ ଭାବେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସାମର ବାରପେଟଠାରେ ଥିବା କୃଷ୍ଣଗୁରୁ  ସେବାଶ୍ରମରେ ବିଶ୍ୱ ଶାନ୍ତି ପାଇଁ ଅଖଣ୍ଡ କୀର୍ତନରେ ଭର୍ଚୁଆଲ ମୋଡ଼ରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହୋଇଛି । ଏଥିରେ ବିଭିନ୍ନ…
Read More...

ସରିବାକୁ ବସିଲାଣି ପାକିସ୍ତାନର ବିଦେଶୀ ପାଣ୍ଠି। ଅତିରିକ୍ତ ସହାୟତା ପାଇଁ ଆଇଏମ୍ଏଫକୁ ଗୁହାରୀ 

କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କହିଛନ୍ତି ଅର୍ଥ ସହାୟତା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ସହ ଆଲୋଚନା ଚାଲିଛି । ଆଇଏମଏଫ, ବେଲଆଉଟ୍ ପ୍ୟାକେଜ୍ ସହାୟତା ପାଇଁ ଯେଉଁ ସବୁ ସର୍ତ ରଖିବ ସେ ବିଷୟରେ କଳ୍ପନା ବି ନାହିଁ । ମାତ୍ର ପାକିସ୍ତାନ ପାଖରେ ଆଉ…
Read More...

ବିବିସି ଡକ୍ୟୁମେଣ୍ଟାରୀ ବିବାଦ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ, ମୂଳ ଡକ୍ୟୁମେଣ୍ଟାରୀର କାଗଜପତ୍ର ଦାଖଲ…

କନକ ବ୍ୟୁରୋ: ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଦେଖାଦେଇଥିବା ବିବାଦ ଉପରେ ସୁପ୍ରିମକୋଟଙ୍କ ଶୁଣାଣି । ମୂଳ ଡକ୍ୟୁମେଣ୍ଟାରୀର କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ କେନ୍ଦ୍ରକୁ ତିନି ସପ୍ତାହ ଦିଆଯାଇଛି । ତେବେ ଭାରତ ସରାକାର ଏହି ଡକ୍ୟୁମେଣ୍ଟାରୀକୁ…
Read More...

ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି ଆଦାନୀ ଗ୍ରୁପ ସେୟାର। ଧନୀ ତାଲିକାରେ ୨୨ ନମ୍ବର ସ୍ଥାନକୁ ଖସିଲେ ଆଦାନୀ।

କନକ ବ୍ୟୁରୋ: ହିଣ୍ଡେନବର୍ଗ ରିପୋର୍ଟ ପରେ ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି ଆଦାନୀ ଗ୍ରୁପ୍ର ସେୟାର ମୂଲ୍ୟ । ଯାହାର ପ୍ରଭାବ ଆଦାନୀ ଗ୍ରୁପର ମୋଟ୍ ଆୟରେ ବି ପରିଲକ୍ଷିତ ହୋଇଛି । ଶୁକ୍ରବାର ଆସିଥିବା ଏକ ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପର ମୋଟ ଆୟ ଏବେ ୮ ଲକ୍ଷ କୋଟିକୁ ଖସିଥିବା…
Read More...

ସମାନତା ଦାବି କରିପାରିବେ ନାହିଁ ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀ। ବଡ ଝଟକା ଦେଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀଙ୍କ ପାଇଁ ସୁପ୍ରିମକୋର୍ଟ ବଡ ନିର୍ଦ୍ଦେଶ ଜାରି କରିଛନ୍ତି । ଅଦାଲତ କହିଛନ୍ତି, ଅବସର ତାରିଖ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀ ଏବଂ ସେବା ଶେଷ ପରେ ଅବସର ନେଉଥିବା କର୍ମଚାରୀଙ୍କୁ ସମାନ କରିବାକୁ ଦାବି କରିପାରିବେ…
Read More...

ସୁପ୍ରିମକୋର୍ଟକୁ ମିଳିବ ୫ ନୂଆ ଜଜ୍, କେନ୍ଦ୍ର ଦ୍ୱାରା କଲେଜିୟମର ସୁପାରିଶକୁ ମିଳିବ ମଞ୍ଜୁରୀ।

କନକ ବ୍ୟୁରୋ: କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଆଶ୍ୱସନା ଦେଇଛନ୍ତି ଯେ ଶୀଘ୍ର ୫ଜଣ ଜଜଙ୍କୁ ନିଯୁକ୍ତି ନେଇ କଲେଜିୟମର ସୁପାରିଶକୁ ମଞ୍ଜୁରୀ ଦେବେ । ଆଟର୍ଣ୍ଣିଂ ଜେନେରାଲ ଆର. ଭେଙ୍କଟରମଣ ଜଷ୍ଟିସ ଏସ କେ କୌଲ, ଜଷ୍ଟିସ ଏ. ଏସ. ଓକାଙ୍କ ଖଣ୍ଡପୀଠକୁ କହିଛନ୍ତି ଯେ ପାଞ୍ଚ ଜଣ…
Read More...

ଅମରିନ୍ଦର ସିଂହଙ୍କ ପତ୍ନୀ ପରନୀତ କୌର କଂଗ୍ରେସରୁ ସସପେଣ୍ଡ । ଦଳ ଦର୍ଶାଇଲା ଏହି କାରଣ …

କନକ ବ୍ୟୁରୋ: କଂଗ୍ରେସ ପଞ୍ଜାବରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅନୁଶାସନ କମିଟି ଦଳୀୟ ସଂସାଦ ପରନୀତ କୌରଙ୍କୁ ଦଳରୁ ନିଲମ୍ବନ କରିଛି । ପରନୀତ କୌର ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପତ୍ନୀ । ପରନୀତଙ୍କୁ ଦଳରୁ ତିନିଦିନ ପାଇଁ ନିଲମ୍ବନ କରାଯାଇଛି । ଏହା ସହ…
Read More...

ଆସାମରେ ବାଲ୍ୟ ବିବାହ କରିଥିବା ଏବଂ କରାଇଥିବା ୧୮ ଶହ ଜଣ ଗିରଫ। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ପରେ ବଡ କାର୍ଯ୍ୟାନୁଷ୍ଠାନ…

କନକ ବ୍ୟୁରୋ: ଆସାମ ପୋଲିସ ବାଲ୍ୟ ବିବାହ ମାମଲାରେ ଗୁରୁବାର ଠାରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି । ବର୍ତ୍ତମାନ ସୁଦ୍ଧା ୧୮ ଶହ ଜଣଙ୍କୁ ଗିରଫ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏନେଇ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,…
Read More...

ଆଦାନୀଙ୍କ କମ୍ପାନୀରେ ଭୂକମ୍ପ ଆପଣଙ୍କୁ କରି ନଦେଉ କାଙ୍ଗାଳ, ସେୟାର ରଖିବେ ନା ବିକ୍ରି କରିବେ? ପଢନ୍ତୁ…

କନକ ବ୍ୟୁରୋ: ଗୋଟିଏ ରିପୋର୍ଟ ଆଉ ସବୁକିଛି ଶେଷ । ଶୁଣିବାକୁ ଏହା ସାମାନ୍ୟ ଅଜବ ଲାଗୁଛି ନା । କିନ୍ତୁ ଏଭଳି କିଛି ଘଟିଛି ଦେଶର ବଡ ଶିଳ୍ପପତି ଗୌତମ ଆଦାନୀଙ୍କ କ୍ଷେତ୍ରରେ । ହିଣ୍ଡନବର୍ଗର ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର କ୍ଷତି ସହିସାରିଛି । କେବଳ…
Read More...

ଜେସିବିରେ ବସି କନିଆ ଘରକୁ ଗଲା ବର । ବିବାହ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ବିବାହ ଉତ୍ସବକୁ ବେସ୍ ଧୁମଧାମରେ ଲୋକେ ପାଳନ କରିଥାନ୍ତି । ନୂଆ ଡ୍ରେସ୍, ସଜବାଜ ସାଙ୍ଗକୁ ଭୋଜିଭାତର ଆସର ଜମିଥାଏ । ବରଯାତ୍ରୀରେ ଡିଜେ ନହେଲେ ଚଳିବନି । ଡିଜେ ସାଙ୍ଗକୁ ଚିକିମିକିଆ ଲାଇଟ୍ ମଧ୍ୟ ଲାଗିଥାଏ ବିବାହ ଉତ୍ସବରେ । ଏ ସବୁ ଭିତରେ ବର ଗାଡିକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ଏକ…
Read More...