Browsing Category

ଦେଶ ବିଦେଶ

ଦୋକାନ ଓ ଅଫିସ ଘର ଭଡ଼ାରୁ ୨୦ ଲକ୍ଷ ଟଙ୍କା ଆୟ କରୁଛନ୍ତି କି ? ତେବେ ତୁରନ୍ତ କରାନ୍ତୁ ଜିଏସଟି ପଞ୍ଜୀକରଣ

ନିଜର ଆବାସିକ ସମ୍ପତିରୁ ଭଡ଼ା ଆସୁଥିଲେ ଆପଣଙ୍କୁ ଜିଏସଟିରୁ ରିହାତି ମିଳିବ । କିନ୍ତୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ଦିଆଯାଇଥିବା ଭଡ଼ାରୁ ବର୍ଷକୁ ୨୦ ଲକ୍ଷ ଟଙ୍କା ଆୟ ଉପରେ ଲାଗିବ ଜିଏସଟି । ରାଜସ୍ୱ ସଚିବ ହସମୁଖ ଆଧିୟା କହିଛନ୍ତି କି ଯଦି ଆବାସିକ ସମ୍ପତି ଯଥା ଦୋକନ କିମ୍ବା କାର୍ଯ୍ୟାଳୟ ପାଇଁ…
Read More...

ଉପରାଷ୍ଟ୍ରପତି ନିର୍ବାଚନ : ଗୋପାଳକୃଷ୍ଣ ଗାନ୍ଧି ହୋଇପାରନ୍ତି ୟୁପିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

କନକ ବ୍ୟୁରୋ: ଗୋପାଳକୃଷ୍ଣ ଗାନ୍ଧି ହୋଇପାରନ୍ତି ୟୁପିଏର ଉପରାଷ୍ଟ୍ରପତି ପ୍ରାର୍ଥୀ । ମହାତ୍ମା ଗାନ୍ଧିଙ୍କ ନାତି ଭାବେ ସ୍ୱତନ୍ତ୍ର ପରିଚୟ ଥିବା ଗୋପାଳକୃଷ୍ଣଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ମିଳିତ ବିରୋଧୀଦଳ ବୈଠକରେ ନିଷ୍ପତି ନିଆଯାଇଛି । ଆଜି ଦିଲ୍ଲୀରେ ବସିଥିବା ଅଣ ଏନଡିଏ ଦଳ…
Read More...

ଆଜି ବିଶ୍ୱ ଜନସଂଖ୍ୟା ଦିବସ ! ଭାରତ ସହ ବିଶ୍ୱର ଜନସଂଖ୍ୟାକୁ ନେଇ ଜାଣନ୍ତୁ କିଛି ରୋଚକ ସତ୍ୟ ଏବଂ ତଥ୍ୟ

ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ । ପ୍ରତିବର୍ଷ ଜୁଲାଇ ୧୧ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ । ୧୯୮୯ରେ ପ୍ରଥମ ଥର ପାଇଁ ସଂଯୁକ୍ତ ରାଷ୍ଟ୍ର ୧୧ ଜୁଲାଇକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବରେ ଘୋଷଣା କରିଥିଲା । ଯାହାର ଉଦ୍ଦେଶ୍ୟ ଥିଲା ବିଶ୍ୱରେ ଦୃତ ଗତିରେ ବଢୁଥିବା…
Read More...

ଆଜି ବସୁଛି ଅଣ ଏନଡିଏ ଦଳଗୁଡ଼ିକର ପ୍ରମୁଖ ବୈଠକ ! ସ୍ଥିର ହୋଇପାରେ ଉପ-ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ

କନକ ବ୍ୟୁରୋ : ଆଜି ବସୁଛି ଅଣ ଏନଡିଏ ଦଳଗୁଡ଼ିକର ଏକ ପ୍ରମୁଖ ବୈଠକ । ଆଶା କରାଯାଉଛି ଏହି ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକ ଜଣେ ପ୍ରର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ଆରଜେଡ଼ି ଏବଂ ବାମଦଳ ସମେତ ମୋଟ୍ ୧୮ଟି ରାଜନୈତିକ ଦଳର ପ୍ରତିନିଧି ଏହି ବୈଠକରେ ସାମିଲ ହେଉଛନ୍ତି…
Read More...

ଆତଙ୍କବାଦୀ ଆକ୍ରମଣ ସତ୍ୱେ ଅମରନାଥ ଯାତ୍ରା ଜାରି ! ଆଜି ଦୁଇଟି ଦଳରେ ଯାତ୍ରା କଲେ ୩୨ ଶହ ୮୯ ଯାତ୍ରୀ

କନକ ବ୍ୟୁରୋ: ଆତଙ୍କବାଦୀ ଆକ୍ରମଣ ସତ୍ୱେ ଅମରନାଥ ଯାତ୍ରା ଉପରେ କୌଣସି ପ୍ରଭାବ ପଡିନି । ଆଜି ପୁଣି ଏକ ତୀର୍ଥଯାତ୍ରୀ ଦଳ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଜମ୍ମୁ ବେସ୍ କ୍ୟାମ୍ପରୁ ଆଜି ଭୋର ୩ଟା ୧୫ରୁ ଏହି ଦଳ ଯାତ୍ରା ଆରମ୍ଭ କରିଛି । ପହଲଗାମ୍ ଦେଇ ଯାତ୍ରା କରିଥିବା ଏହି…
Read More...

ଅମରନାଥ ତୀର୍ଥଯାତ୍ରୀ ଆକ୍ରମଣ ଘଟଣାକୁ ନେଇ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

କନକ ବ୍ୟୁରୋ: ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ । ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏଥିରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ର’ ଓ ଆଇବିର ବରିଷ୍ଠ…
Read More...

କୋହଲିଙ୍କ ପସନ୍ଦରେ ନିଯୁକ୍ତ ହେବ ଟିମ୍ ଇଣ୍ଡିଆର ନୂଆ କୋଚ୍ ! ସିଏସି କହିଲା, ଅଧିନାକୟଙ୍କ ସହ ଆଲୋଚନା ପରେ ନିଷ୍ପତି

କନକ ବ୍ୟୁରୋ : କୋହଲିଙ୍କ ପସନ୍ଦରେ ନିଯୁକ୍ତ ହେବ ଟିମ୍ ଇଣ୍ଡିଆର ନୂଆ କୋଚ୍ । ଟିମ୍ ଇଣ୍ଡିଆର ନୂଆ କୋଚ୍ ନିଯୁକ୍ତିକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ୁଥିବା ବେଳେ ଏନେଇ ତରବରିଆ ନିଷ୍ପତି ହେବ ନାହିଁ ବୋଲି ସିଏସି କହିଛି । ନୂଆ କୋଚଙ୍କ ନାଁ ଘୋଷଣା ନେଇ କୌଣସି ତରବରିଆ…
Read More...

ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିନ୍ଦା ! କହିଲେ, କାପୁରୁଷତାର ସୀମା ଟପିଲେ ଆତଙ୍କୀ

କନକ ବ୍ୟୁରୋ : ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଘଟଣାକୁ ଆତଙ୍କବାଦୀଙ୍କ ଏକ କାପୁରୁଷ ପଣିଆ କାର୍ଯ୍ୟ ବୋଲି କହିବା ସହ ଏହି ଭଳି ଆକ୍ରମଣରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ଟ୍ୱିଟ୍…
Read More...

ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ! ୭ ମୃତ, ୩୨ ଆହତ

କନକ ବ୍ୟୁରୋ : ଆତଙ୍କବାଦୀଙ୍କ ଟାର୍ଗେଟରେ ତୀର୍ଥଯାତ୍ରୀ । ଅମରନାଥ ଯାତ୍ରୀଙ୍କ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ୨୦ ମିନିଟ୍ ସମୟରେ, ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଏହି ଆକ୍ରମଣ ହୋଇଛି । ଏଥିରେ ୭ ଜଣ…
Read More...

ଆଇଆଇଟି-ଜେଇଇ କାଉନସେଲିଂ ପ୍ରକ୍ରିୟା ଉପରୁ ରହିତାଦେଶ ହଟାଇଲେ ସୁପ୍ରିମକୋର୍ଟ !

ଆଇଆଇଟି–ଜେଇଇ (ଆଡ଼ଭାନସ) କାଉନସେଲିଂ ଓ ନାମଲେଖା ପ୍ରକ୍ରିୟା ଉପରେ ଲାଗିଥିବା ରହିତାଦେଶ ହଟିଯାଇଛି । ସୁପ୍ରିମକୋର୍ଟ ରହିତାଦେଶ ଉଠାଇ ଦେଇଛନ୍ତି । ଏବେ ଛାତ୍ରଛାତ୍ରୀମାନେ ଆଇଆଇଟି, ଏନଆଇଟି ଓ ଇଂଜିନିୟରିଂ କଲେଜରେ ନାମ ଲେଖାଇ ପାରିବେ । ଆସନ୍ତା ଅକ୍ଟୋବର ୧୦ ପରବର୍ତ୍ତୀ ଶୁଣାଣି କରାଯିବ…
Read More...