Browsing Category

ଦେଶ ବିଦେଶ

ମହାମାରୀ-ଯୁଦ୍ଧ ପରେ ଭାରତ ବିଶ୍ୱର ପ୍ରମୁଖ ସ୍ଥାନ। ଶକ୍ତି କ୍ଷେତ୍ରରେ ବିଶେଷ ଗୁରୁତ୍ୱ ପାଇଁ ପ୍ରଧାନମନ୍ତ୍ରୀଙ୍କ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କର୍ଣ୍ଣାଟକରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରିଛନ୍ତି । ବେଙ୍ଗାଲୁରୁରେ ଇଣ୍ଡିଆ ଏନର୍ଜୀ ୱିକ୍-୨୦୨୩ରେ ସେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ସୋଲାର କୁକିଂ ସିଷ୍ଟମର ଟ୍ୱିନ-କୁକଟପ୍…
Read More...

ଧନୀ ଭାରତୀୟଙ୍କ ପସନ୍ଦ ଦୁବାଇ ସହର, ନଜର ପକାନ୍ତୁ ଏହା ପଛରେ କଣ ରହିଛି କାରଣ

କନକ ବ୍ୟୁରୋ: ଦୁବାଇରେ ଘର କିଣୁଛନ୍ତି ଧନୀ ଭାରତୀୟ । ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଭାରତୀୟମାନେ ଦୁବାଇରେ ଘର କିଣିବାରେ ଖର୍ଚ୍ଚ କରିଛନ୍ତି ୩୫ ହଜାର ୫୦୦ କୋଟି ଟଙ୍କା । ବିଳାସପୂର୍ଣ୍ଣ ଜୀବନଯାପନ, ଆଲିସାନ ଘର ପାଇଁ ପାଣି ଭଳିି ଟଙ୍କା ଖର୍ଚ୍ଚ କରୁଛନ୍ତି ଭାରତୀୟ । ବିଶ୍ୱର ସବୁଠୁ ବଡ…
Read More...

ଭାରତର ନେଲା ଏମିତି ଏକ ନିଷ୍ପତ୍ତି, ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ଦିନିକିଆ ବିଶ୍ୱକପ ଖେଳିନପାରେ ପାକିସ୍ତାନ!

କନକ ବ୍ୟୁରୋ : ଏସିଆ କପ ଖେଳିବାକୁ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଯିବ ନାହିଁ ବୋଲି ସ୍ପଷ୍ଟ କରିଛି । ପାକିସ୍ତାନରେ ଏସିଆ କପ୍ ଆୟୋଜିତ ହେଲେ ଟିମ୍ ଇଣ୍ଡିଆ କୌଣସି ପରିସ୍ଥିତିରେ ବି ଯିବନି ବୋଲି ରୋକଠୋକ ଶୁଣାଇଛି । ଯେଉଁଥିପାଇଁ ଏସିଆ କପକୁ ଏକ ନିରପେକ୍ଷ ଭେନ୍ୟୁରେ କରିବାକୁ ନିଷ୍ପତ୍ତି…
Read More...

ପ୍ରଚଣ୍ଡ ଭୂମିକମ୍ପରେ ଥରିଲା ତୁର୍କୀ ଓ ସିରିଆ : ତାସ ଘର ପରି ଭୁଶୁଡି ପଡିଲା ବଡ ବଡ ଅଟ୍ଟାଳିକା; ତୁର୍କୀରେ ୫୩,…

କନକ ବ୍ୟୁରୋ : ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ । ରିକ୍ଟର ସ୍କେଲରେ ତୀବ୍ରତା ୭.୮ ରେକର୍ଡ କରାଯାଇଛି । ତୁର୍କୀ ସମେତ ଇସ୍ରାଏଲ ଓ ସିରିଆରେ ମଧ୍ୟ ଭୂମିକମ୍ପ ହୋଇଛି । ଏବେ ସୁଦ୍ଧା ସିରିୟାରେ ୯୦ ଜଣଙ୍କର ମୃତ୍ୟୁ ହୋଇଯାଛି । ତେବେ ସିରିୟା ଓ ତୁର୍କୀରେ ପାଖାପାଖି ୧୦୦ରୁ ଉଦ୍ଧ୍ୱର୍…
Read More...

ରେଳ ଲାଇନ୍ ନେଇଗଲେ ଚୋର । ୨ କିଲୋମିଟର ଯାଏଁ ରେଲୱେ ଟ୍ରାକ୍ ଗାଏବ

କନକ ବ୍ୟୁରୋ: ବିହାରରେ ରେଳ ଇଞ୍ଜିନ୍ ଓ ମୋବାଇଲ ଟାୱାର ପରେ ଏବେ ରେଳ ଲାଇନକୁ ନେଇଗଲେଣି ଚୋର । ଏଭଳି ଘଟଣା ଘଟିଛି ସମସ୍ତିପୁରରେ । ଏଠାରେ ୨ କିଲୋମିଟର ଯାଏଁ ରେଲୱେ ଟ୍ରାକ୍ ଗାଏବ ହୋଇଯାଇଛି । ଏହା ସୂଚନା ମିଳିବା ମାତ୍ରେ ହଇଚଇ ସୃଷ୍ଟି ହୋଇଛି । ଏହାସହ ଏହି ମାମଲାରେ ୨ କର୍ମଚାରୀଙ୍କୁ…
Read More...

ତୁର୍କିରେ ଭୀଷଣ ଭୂମିକମ୍ପ । ୭.୮ ତୀବ୍ରତାରେ ମାଟିରେ ମିଶିଲା ଘର , ଅଟ୍ଟାଳିକା, ଅନେକ ମୃତ ସୂଚନା

କନକ ବ୍ୟୁରୋ: ଅଜି ଭୋର ସମୟରେ ତୁର୍କୀରେ ଭୀଷଣ ଭୂମିକମ୍ପ ଯୋଗୁଁ ଏଠାରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିବା ଜଣାପଡିଛି । ତୁର୍କୀ ଗାଜିୟାଟେପ୍ ନିକଟରେ ୧୭. ୯ କିଲୋମିଟର ଗଭୀରତାରେ ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଛି । ଆଜି ଭୋର ପାଖାପାଖି…
Read More...

ଆଦାନୀ ପ୍ରସଙ୍ଗରେ ଆଜି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ : ଦେଶବ୍ୟାପୀ ସମସ୍ତ ଏଲଆଇସି ଓ ଏସବିଆଇ ବ୍ୟାଙ୍କ ସମ୍ମୁଖରେ…

କନକ ବ୍ୟୁରୋ : ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ କମ୍ପାନିଗୁଡ଼ିକର ସେୟାର କମି ଚାଲିଛି । ମାତ୍ରାଧିକ ହ୍ରାସକୁ ନେଇ କଂଗ୍ରେସ କେନ୍ଦ୍ର ସରକାରକୁ ଘେରିଛି । ହେଲେ ଏହାକୁ ନେଇ କେନ୍ଦ୍ର ସରକାର ନିରବ ରହୁଥିବା କହିଛି କଂଗ୍ରେସ । ତେଣୁ ସରକାରଙ୍କ…
Read More...

ଆସନ୍ତାକାଲିକୁ ଘୁଞ୍ଚିଲା କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ : ଆଜି ହେବାର ଥିଲା ଏହି ବଲିଉଡର…

କନକ ବ୍ୟୁରୋ : ଫେବ୍ରୁଆରୀ ୭ ତାରିଖକୁ ଘୁଞ୍ଚିଲା ବଲିଉଡର ଜଣାଶୁଣା ଷ୍ଟାର କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ । ଆଜି ରାଜସ୍ଥାନରେ ଏକ ହୋଟେଲ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ କୌଣସି କାରଣ ପାଇଁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି । ଏହି ଦୁଇ ସେଲିବ୍ରେଟିଙ୍କ…
Read More...

ଋଷ ତେଲରେ ମାଲାମାଲ ଭାରତ : କମ ଦରରେ ଅଶୋଧିତ ତେଲ କିଣି ବିଶୋଧନ କରି ଆମେରିକା ସମେତ ୟୁରୋପକୁ ପଠାଉଛି ଭାରତ

କନକ ବୁରୋ : ଋଷ ତେଲରେ ମାଲାମାଲ ଭାରତ । ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁ ବଢୁଛି ଭାରତ ତେଲର ଚାହିଦା । ବିଶ୍ୱ ତୈଳ ବଜାରରେ ଭାରତ ଏବେ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ଭାବେ ଉଭା ହୋଇଛି । ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ଋଷଠୁ ତେଲ କିଣୁନଥିବା ପାଶ୍ଚାତ୍ୟ ଦେଶ ଏବେ ଭାରତ ଉପରେ ନିର୍ଭରଶୀଳ ଅଛନ୍ତି ।…
Read More...

ଯୋଗ ଗୁରୁ ବାବା ରାମ ଦେବଙ୍କ ବିରୋଧରେ ଥାନାରେ ଏତଲା: ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ

କନକ ବ୍ୟୁରୋ: ଯୋଗ ଗୁରୁ ବାବା ରାମ ଦେବଙ୍କ ବିରୋଧରେ ଥାନାରେ ଏତଲ । ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ରାଜସ୍ଥାନର ଚୌହଟନ ପୋଲିସ ଥାନାରେ ମାମଲା ରୁଜୁ ହୋଇଛି । ବାବାଙ୍କ ବିରୋଧରେ ଆଇପିସିର ଧାରା ୧୫୩-ଏ, ୨୯୫-ଏ, ଓ ୨୯୮ ଦଫାରେ ମାମଲା ରୁଜୁ କରାଯାଇଛି । ଫେବ୍ରୁଆରୀ ୨ତାରିଖରେ…
Read More...