Browsing Category

ଦେଶ ବିଦେଶ

ଶସ୍ତା ହେଲା ବିମାନ ତୈଳଦର। ଆଗାମୀ ଦିନରେ କମିବ ବିମାନ ଟିକଟ ଦର!

କନକ ବ୍ୟୁରୋ : ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ଏହି କାରଣରୁ ବିମାନର ତୈଳ ଦର ମଧ୍ୟ କମିଛି । ଶନିବାର ଏୟାର ଟର୍ବାଇନ ଫୁଏଲ ଅର୍ଥାତ ଏଟିଏଫ ଦର ୨.୨ ପ୍ରତିଶତ କମିଛି । ଏହି ଦର ହ୍ରାସ ପରେ ବିମାନ ଟିକଟ ଦର ହ୍ରାସ ପାଇବା ନେଇ ସୂଚନା ମିଳିଛି । ଏୟାରଲାଇନର ପରିଚାଳନା…
Read More...

ପ୍ରତିବାଦ ବେଳେ ଫଟୋସୁଟ୍ । ଆର୍ଥିକ ସଙ୍କଟ ଭିତରେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ଯୁବତୀଙ୍କ ଫଟୋସୁଟକୁ ନେଇ ସବୁଠି…

କନକ ବ୍ୟୁରୋ: ପଡୋଶୀ ଶ୍ରୀଲଙ୍କାର ସ୍ଥିତି ବିଷୟରେ ଆପଣ ଭଲ ଭାବେ ଜାଣିଥିବେ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ମାଳଦ୍ୱୀପ ଚାଲିଯାଇଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଦେଶରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରିଛନ୍ତି । ଏହାପରେ…
Read More...

ଅର୍ଥମନ୍ତ୍ରୀଙ୍କ ଜିଏସଟି ଛାଟ, ସୋମବାରରୁ ଖାଦ୍ୟ ପାନୀୟ ସହ ଚିକିତ୍ସା ଖର୍ଚ୍ଚ ବି ହେବ ମହଙ୍ଗା

କନକ ବ୍ୟୁରୋ : ଗୋଟିଏ ପଟେ କରୋନା ମହାମାରୀ ପାଇଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଅସହଜ ହୋଇପଡିଥିବା ବେଳେ ଠିକ୍ ସେତିକି ବେଳେ ସରକାରଙ୍କ ଟ୍ୟାକ୍ସ ଛାଟ ପୁଣି ଲୋକଙ୍କ ମେରୁଦଣ୍ଡ ଉପରେ ସିଧା ସଳଖ ପ୍ରହାର କରିବାକୁ ଯାଉଛି । ପ୍ରଥମେ ଇନ୍ଧନର ଅହେତୁକ ମୂଲ୍ୟ ବୃଦ୍ଧି ପରେ ଖାଦ୍ୟା ସାମଗ୍ରୀର…
Read More...

କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଦୁଇ ମାସ ନୁହେଁ, ଏବେ ଅଢେଇ ମାସ ପାଇଁ ଖେଳାଯିବ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ।

କନକ ବ୍ୟୁରୋ: ବଢିବାକୁ ଯାଉଛି କ୍ରିକେଟ୍ ଫ୍ୟାନ୍ସମାନଙ୍କର ମଜା । କାହିଁକି ନା, ଏଣିକି କେବଳ ୨ ମାସ ନୁହେଁ ବରଂ ଅଢେଇ ମାସ ଧରି ଖେଳାଯିବ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ । ଏଥିିପାଇଁ ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ ମଧ୍ୟ ନିଜ ଭବିଷ୍ୟତର ଟୁର ପୋଗ୍ରାମରେ ଅଢେଇ ମାସ…
Read More...

ଦେଶର ବିଭିନ୍ନ ରାଜ୍ୟରେ ବର୍ଷାର ତାଣ୍ଡବ । ମହାରାଷ୍ଟ୍ରରେ ୧୦୨ ମୃତ, ଗୁଜରାଟରେ ୯ ଜିଲ୍ଲାକୁ ରେଡ ଆଲର୍ଟ ଓ…

କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟରେ ଏବେ ମୌସୁମୀ ବର୍ଷା ତାଣ୍ଡବ ରଚୁଛି । ଏହି କ୍ରମରେ ବିଶେଷ ଭାବେ ମହାରାଷ୍ଟ୍ର, ଗୁଜରାଟ , କର୍ଣ୍ଣାଟକ, କେରଳ ଓ ଆସାମରେ ସର୍ବାଧିକ ବର୍ଷା ହୋଇଛି । ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ୧୦୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ପ୍ରବଳ ବର୍ଷାକୁ…
Read More...

ଆବେଙ୍କ ହତ୍ୟା ପରେ ସୁରକ୍ଷାକୁ ନେଇ ଚିନ୍ତାରେ ଭାରତ ସରକାର। ସୁରକ୍ଷାପ୍ରଦାନକାରୀ ସଂସ୍ଥାକୁ ସ୍ୱତନ୍ତ୍ର ଆଡଭାଇଜରୀ…

କନକ ବ୍ୟୁରୋ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟା ପରେ ଭାରତ ସରକାର ସୁରକ୍ଷାକୁ ନେଇ ଚିନ୍ତାରେ ଅଛନ୍ତି । ଆବେଙ୍କୁ ଗତସପ୍ତାହରେ ଗୁଳିକରି ହତ୍ୟା କରାଯାଇଥିଲା । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ପରେ ସୁରକ୍ଷା ବ୍ୟବସ୍ଥା ନେଇ ଅନେକ ପ୍ରଶ୍ନ ଉଠିଛି ।…
Read More...

ଲୁଲୁ ମଲରେ ନମାଜ ପଢାକୁ ନେଇ ଲଙ୍କାକାଣ୍ଡ । ହନୁମାନ ଚାଳିଶା ପଢିବାକୁ ଯାଇଥିବା ବେଳେ ୧୫ ଜଣଙ୍କୁ ଉଠାଇନେଲା ପୋଲିସ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରେ ଥିବା ଲୁଲୁ ମଲରେ ନମାଜ ପଢା ମାମଲା ଥମିବାର ନାଁ ନେଉନି । ଗୋଟିଏ ପଟେ ମଲ ଭିତରେ ନମାଜ ପଢୁଥିବା ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି ତ ଅନ୍ୟପଟେ ମଲ ନିକଟକରେ ହନୁମାନ ଚାଳିଶା ଓ ସୁନ୍ଦରକାଣ୍ଡ ପଢିବାକୁ ଯାଇଥିବା ଲୋକଙ୍କ ମଧ୍ୟରୁ ୧୫…
Read More...

ରାଷ୍ଟ୍ରପତି ନିର୍ବାଚନ ନେଇ ‘ଆପ୍’ ର ଘୋଷଣା । ବିରୋଧୀ ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ସମର୍ଥନ

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ନେଇ ଏବେ ଦେଶର ରାଜନୈତିକ ମାହୋଲ ସରଗରମ ରହିଛି । ଏହି କ୍ରମରେ ଆଜି ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଦଳ ପକ୍ଷରୁ କୁହାଯାଇଛି କି ରାଷ୍ଟ୍ରପତି ନିର୍ବାଚନରେ ଦଳ ବିରୋଧୀମେଣ୍ଟର ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ ।…
Read More...

ଏମିତି ଝିଅ ସମସ୍ତଙ୍କୁ ମିଳୁ… କୁନି ଝିଅର ବ୍ୟବହାରରେ ଭାବବିହ୍ୱଳ ହେଲେ ଯବାନ୍ । କେନ୍ଦ୍ରମନ୍ତ୍ରୀ ସେୟାର କଲେ…

କନକ ବ୍ୟୁରୋ: ଦୁନିଆଁର ଭଲ ମନ୍ଦ କ’ଣ ଜାଣିନି । ଭଲ ଭାବରେ ପାଟି ଫିଟିନି । ଠୁକୁ ଠୁକୁ ହୋଇ ପାଦ ପଡୁଛି । ହେଲେ ତା’ ଆଗରେ ଛିଡା ହୋଇଥିବା କେତେ ଜଣ ଯବାନଙ୍କୁ ଖାକି ପୋଷାକରେ ଦେଖି ତା’ ମନରେ କ’ଣ ଭାବିଲା କେଜାଣି ନିଜ ଲୋକଙ୍କ ହାତ ଛାଡି ଥିରି ଥିରି ପାଦରେ ସେମାନଙ୍କ ଆଡକୁ ଦୌଡି ପଳାଇଲା…
Read More...

ଆଜି ଉପ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ ବିଜେପି ! ଦଳୀୟ ସଂସଦୀୟ ବୋର୍ଡ ବୈଠକରେ ହେବ ନିଷ୍ପତ୍ତି

କନକ ବ୍ୟୁରୋ : ଏବେ ସାରା ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଚଳାଇଛନ୍ତି ଉଭୟ ଏନଡିଏ ଓ ବିରୋଧୀ ମେଣ୍ଟ । ହେଲେ ଏହା ପରେ ଦେଶରେ ଉପ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ପଦ ପାଇଁ ଭୋଟ ଗ୍ରହଣ ହେବ ।…
Read More...