Browsing Category

ଦେଶ ବିଦେଶ

ଭାରତୀୟଙ୍କୁ ପସନ୍ଦ ବିଦେଶର ନାଗରିକତା : ବର୍ଷକ ମଧ୍ୟରେ ଦେଶ ଛାଡିଲେଣି ଲକ୍ଷେ ୬୦ ହଜାରରୁ ଅଧିକ ଭାରତୀୟ

କନକ ବ୍ୟୁରୋ : ବର୍ଷକ ମଧ୍ୟରେ ଲକ୍ଷେ ୬୦ ହଜାରରୁ ଅଧିକ ଲୋକେ ଦେଶ ଛାଡିଛନ୍ତି । ୨୦୨୧ରେ ଏମାନେ ଭାରତ ଛାଡି ଅନ୍ୟ ଦେଶରେ ନାଗରିକତା ଗ୍ରହଣ କରିଛନ୍ତି । ଯାହା ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଦେଶ ଛାଡିଥିବା ଲୋକଙ୍କ ମଧ୍ୟରୁ ଅଧିକ ଆମେରିକାର…
Read More...

ଘୁଞ୍ଚିଲା ଶିବସେନା ବିବାଦର ଶୁଣାଣି । ସୁପ୍ରିମକୋର୍ଟ କହିଲେ ଆଇନ ସମସ୍ତଙ୍କ ପାଇଁ ସମାନ

କନକ ବ୍ୟୁରୋ: ଶିବସେନାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆଇନଗତ ଲଢେଇ ମାମଲାକୁ ନେଇ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ମାମଲାର ଶୁଣାଣିକୁ ପୁଣି ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବ ନିର୍ଦ୍ଦେଶ ବଳବତ୍ତର ରଖିବା ସହ ଅଗଷ୍ଟ ୧ରେ ମାମଲାର ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି ପ୍ରଧାନ…
Read More...

ଯୋଗୀ ମନ୍ତ୍ରୀମଣ୍ଡଳରେ ଦୁଇ ମନ୍ତ୍ରୀଙ୍କ ଅସନ୍ତୋଷ । ଗୃହମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର । ଦଳିତ ବୋଲି ଅଫିସର…

କନକ ବ୍ୟୁରୋ: ଯୋଗୀ କ୍ୟାବିନେଟ୍ରେ ସବୁକିଛି ଠିକ୍ ଚାଲିଛି ତ ? ଗତ ମଙ୍ଗଳବାର ଠାରୁ ଏହି ପ୍ରଶ୍ନ ରାଜନୈତିକ ମହଲରେ ଆଲୋଚନା ହେଉଛି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳର ଜଳ ଶକ୍ତି ମନ୍ତ୍ରୀ ଦିନେଶ ଖଟିକ୍ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କର ଇସ୍ତଫା…
Read More...

ସଙ୍କଟ ଭିତରେ ମିଳିଲା ଆଶାର ଆଲୋକ । ଶ୍ରୀଲଙ୍କାକୁ ମିଳିଲା ନୂଆ ରାଷ୍ଟ୍ରପତି । ରାନିଲ ବିକ୍ରମସିଂଘେଙ୍କୁ ଗୁରୁଦାୟିତ୍ୱ…

କନକ ବ୍ୟୁରୋ: ହତାଶ, ଅନ୍ଧାର ଭିତରେ ବୁଡି ରହିଥିବା ଶ୍ରୀଲଙ୍କାକୁ ମିଳିଛି ଆଶାର ଆଲୋକ । ରାଜନୈତିକ ସଙ୍କଟ ଓ ଆର୍ଥିକ ସମସ୍ୟା ଭିତରେ ଦେଶ ପାଇଛି ନୂଆ ରାଷ୍ଟ୍ରପତି । ମଙ୍ଗଳବାର ଦେଶର ନବମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ରାନିଲ ବିକ୍ରମସିଂଘେ । ପୋଷ୍ଟାଲ ବାଲାଟରେ ହୋଇଥିବା…
Read More...

ପ୍ରଚଣ୍ଡ ଖରା ଓ ଅସହ୍ୟ ଗରମରେ ଜଳୁଛି ୟୁରୋପ । ବ୍ରିଟେନ, ସ୍ପେନ, ପର୍ତ୍ତୁଗାଲ ପରି ଥଣ୍ଡା ଦେଶରେ ହିଟୱେଭ୍ ତାଣ୍ଡବ ।

କନକ ବ୍ୟୁରୋ: ଜଳୁଛି ଜଙ୍ଗଲ, ମରୁଛନ୍ତି ଲୋକ, ତରଳିଲାଣି ପିଚୁ ରାସ୍ତା । ଗଛଲତା ସବୁ କିଛି ଜଳି ପାଉଁଶ ହେଉଛି । ତାପମାତ୍ରା ଏତେ ମାତ୍ରାରେ ବୃଦ୍ଧି ପାଉଛି କି ବିମାନଠୁ ନେଇ ଟ୍ରେନ ଗଡିବା ମୁସ୍କିଲ ହୋଇପଡିଛି । ତେବେ ଏହା କୌଣସି ଅଗ୍ନିକାଣ୍ଡ ପ୍ରଭାବରେ ନୁହେଁ ବରଂ ଅସହ୍ୟ ତାତି ଯୋଗୁଁ…
Read More...

‘ଗବର ସିଂ ଟାକ୍ସ’ ବିରୋଧରେ ଗର୍ଜିଲା କଂଗ୍ରେସ । ସଂସଦ ପରିସର ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ

କନକ ବ୍ୟୁରୋ: ପ୍ୟାକେଟ୍ ଦହି, ପାଉଁରୁଟି ଓ ପନିର ଭଳି ସାଧାରଣ ଖାଉଟି ଦ୍ରବ୍ୟ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବା ପରେ ଏହାକୁ ନେଇ ପ୍ରତିବାଦକୁ ଓହ୍ଲାଇଛି କଂଗ୍ରେସ । ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ଦଳର ସାଂସଦ । ସରକାର ଗୃହରେ…
Read More...

ଦକ୍ଷିଣ ଆଫ୍ରିକା ଟି-୨୦ ଲିଗରେ ୬ଟି ଯାକ ଫ୍ରାଞ୍ଚାଇଜ୍ କିଣିଲେ ଆଇପିଏଲ୍ ମାଲିକ । ପଢନ୍ତୁ, କିଏ କିଣିଲେ କେଉଁ…

କନକ ବ୍ୟୁରୋ: ଆସନ୍ତା ବର୍ଷଠାରୁ ଆଇପିଏଲ୍ ଢାଞ୍ଚାରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଯାଉଛି ସାଉଥ୍ ଆଫ୍ରିକା ଟି-୨୦ ଲିଗ୍ । ଯେଉଁଥିରେ ମୋଟ ୬ଟି ଦଳ ଭାଗ ନେବେ । ତେବେ ଏହି ୬ଟି ଯାକ ଟିମର ମାଲିକାନା ଆଇପିଏଲ୍ ଦଳର ମାଲିକମାନେ ହିଁ ହାତେଇ ନେଇଛନ୍ତି । ଅର୍ଥାତ ଭାରତୀୟ ମାନେ ଏବେ ଆଇପିଏଲ…
Read More...

ମୁସେୱାଲାଙ୍କ ହତ୍ୟାକରୀଙ୍କୁ ଏନକାଉଣ୍ଟର: ଜଣେ ଗ୍ୟାଙ୍ଗଷ୍ଟର ମୃତ । ୩ ପୋଲିସ କର୍ମୀଙ୍କ ସହ ଜଣେ ସାମ୍ବାଦିକ ଆହତ ।

କନକ ବ୍ୟୁରୋ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗଷ୍ଟର ମଧ୍ୟରୁ ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଏନକାଉଣ୍ଟ କରିଛି ପୋଲିସ । ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଛି । ଆଜି ପଞ୍ଜାବ ଅମୃତସରର ଅଟାରୀ ନିକଟରେ ଏନକାଉଣ୍ଟରରେ ମୁସେୱାଲାଙ୍କ ହତ୍ୟାରେ ସାମିଲ ଥିବା…
Read More...

ଗୋଟିଏ ମ୍ୟାଚ ନଖେଳିବା ବୁମରାହଙ୍କୁ ପଡିଲା ଭାରି: ବୋଲ୍ଟ ଛଡାଇନେଲେ ୧ ନମ୍ବର ସ୍ଥାନ

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଶେଷ ମ୍ୟାଚରେ ବୁମରାହଙ୍କୁ ବିଶ୍ରାମ ଦିଆଯାଇଥିଲା । ଯାହା ଫଳରେ ତାଙ୍କୁ ଏବେ କ୍ଷତି ସହିବାକୁ ପଡିଛି । ଫଳରେ ସେ ନିଜ ଆଇସିସି ରାଙ୍କିଙ୍ଗରେ ୧ ନମ୍ବର ସ୍ଥାନ ହରାଇଛନ୍ତି । ନ୍ୟୁଜିଲାଣ୍ଡର ଷ୍ଟାର ବୋଲର ଟ୍ରେଣ୍ଟ ବୋଲ୍ଟ ତାଙ୍କଠାରୁ…
Read More...

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ଭୁଷୁଡିଲା ନିର୍ମାଣାଧିନ ସେତୁ । ମାଟିତଳେ ଦବିଗଲେ ଏକାଧିକ ଶ୍ରମିକ, ୬ଜଣ ଉଦ୍ଧାର ।

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଗୋଟିଏ ପରେ ଗୋଟିଏ ବିପଦ ଦେଖାଦେଉଛି । ନିକଟରେ ବାଦଲଫଟା ବର୍ଷ ଯୋଗୁଁ ପ୍ରଳୟ ଆସିଥିବା ବେଳେ ଏବେ ନିର୍ମାଣାଧିନ ସ୍ଥାନରେ ଘଟିଛି ଅଘଟଣ । ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ଏକ ବ୍ରିଜ କାମ ଚାଲିଥିବାବେଳେ ହଠାତ୍ ଭୁଷୁଡିପଡିବାରୁ କାମ କରୁଥିବା ଏକାଧିକ ଶ୍ରମିକ…
Read More...