Browsing Category

ଦେଶ ବିଦେଶ

ଦ୍ରୁତ ଗତିରେ ବ୍ୟାପୁଛି ଟମାଟୋ ଫିଭର । ଜାଣନ୍ତୁ କେଉଁ ଲୋକଙ୍କ ଶରୀରରେ ଦେଖାଯାଉଛି କିଭଳି ଲକ୍ଷଣ

କନକ ବ୍ୟୁରୋ : କିଛିଦିନ ହେବ ସାରା ବିଶ୍ୱ ମହାମାରୀ କରୋନା ଭୂତାଣୁ ସହ ଲଢେଇ ଜାରି ରଖିଥିବା ବେଳେ ଏବେ ପୁଣି ମଙ୍କିପକ୍ସ ଓ ଟମାଟୋ ଫିଭର ବିଶ୍ୱବାସୀଙ୍କ ଚିନ୍ତା ବଢାଇଛି । ହ୍ୟାଣ୍ଡ, ଫୁଟ ମାଉଥ ଡିଜିଜ ଭଳି ଟମାଟୋ ଫିଭରକୁ ନେଇ ଆତଙ୍କ ଦେଖିବାକୁ ମିଳିଛି । ଏଭଳି ସଂକ୍ରମଣ ସ୍ୱାସ୍ଥ୍ୟ…
Read More...

ପୁଣି ଗୃହବନ୍ଦୀ ହେଲେ ମେହବୁବା ମୁଫ୍ତି । ଘର ଆଗରେ ଜଗିଛି ସିଆରପିଏଫ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ପ୍ରମୁଖ ମେହବୁବା ମୁଫ୍ତିଙ୍କୁ ପୁଣିଥରେ ଗୃହବନ୍ଦୀ କରାଯାଇଛି । ଏନେଇ ନିଜେ ମୁଫତି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଏହାସହ ପୁଣିଥରେ କାଶ୍ମୀର ପଣ୍ଡିତଙ୍କ ସ୍ଥିତିକୁ ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି…
Read More...

ଆତଙ୍କବାଦୀଙ୍କ ଟାର୍ଗେଟରେ ୧୦ ନେତା, ସୂଚନା ପରେ ଆଲର୍ଟ ମୋଡରେ ଗୁଇନ୍ଦା ବିଭାଗ , ସୁରକ୍ଷା ବଢାଇବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ପଞ୍ଜାବର କିଛି ବଡ ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ଆଶଙ୍କା ନେଇ ସତର୍କ କରାଇଛି କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି । ତେଣୁ ଏଜେନ୍ସି ପଞ୍ଜାବ ପୋଲିସକୁ ୧୦ ନେତାଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ନେତାମାନଙ୍କ ଉପରେ ଆକ୍ରମଣ ହେବାର ସମ୍ଭାବନା…
Read More...

ମନୀଷ ସିସୋଦିଆଙ୍କ ଉପରେ ଦାଖଲ ହେବ ମନି ଲଣ୍ଡ୍ରିଂ ମାମଲା, ଇଡିକୁ କିଛି ଦସ୍ତାବିଜ ଦେଲା ସିବିଆଇ

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ମାମଲାରେ ଏବେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଗୋଟିଏ ପଟେ ତାଙ୍କ ଉପରେ ଲୁକ୍ ଆଉଟ୍ ନୋଟିସ ଜାରି କରାଯାଇଥିବା ବେଳେ ଏବେ ମନି ଲଣ୍ଡ୍ରିଂ ଅଧାରାରେ ତାଙ୍କ ଉପରେ ମାମଲା ଚାଲିବ । ଏନେଇ ସିବିଆଇ ପକ୍ଷରୁ ପ୍ରବର୍ତ୍ତନ…
Read More...

ଏହା କେମିତିକା ନାଟକ? ଲୁକଆଉଟ ନୋଟିସକୁ ନେଇ ରାଗିଲେ ସିସୋଦିଆ, ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ଜାରି କରି ସାୟରୀରେ କଲେ…

କନକ ବ୍ୟୁରୋ : ଦିଲ୍ଲୀ ଉପ-ପ୍ରଧାନମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁରେ ସିବିଆଇ ଜାରି କରିଛି ଲୁକଆଉଟ ନୋଟିସ । ଆଉ ଏହି ନୋଟିସ ଜାରି କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି ମନୀଷ ସିସୋଦିଆ । ସିଧାସଳଖ କହିଛନ୍ତି, ଏହା ପୁଣି କେଉଁ ନାଟକ? ମୁଁ ଦିଲ୍ଲୀରେ ହିଁ ବୁଲୁଛି, କୁହ…
Read More...

୩ସାଙ୍ଗ ଓ ୨୩ ବର୍ଷ ପୁରୁଣା କାରର କାହାଣୀ । ଦେଶରୁ ଦେଶ ବୁଲିବା ଏମାନଙ୍କ ସ୍ୱପ୍ନ

କନକ ବ୍ୟୁରୋ : ୩ସାଙ୍ଗ ଓ ୨୩ ବର୍ଷ ପୁରୁଣା କାର୍, କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ବର୍ତ୍ତମାନ ଯୁଗରେ ଯୁବପୀଢିମାନେ ବିଭିନ୍ନ ନୂଆ ନୂଆ ସ୍ଥାନ ବୁଲିବାକୁ ବେସ୍ ପସନ୍ଦ କରୁଛନ୍ତି । ନୂଆ ଗାଡି ଖଣ୍ଡେ ମିଳିଗଲେତ ବୁଲିବାର ମଜା ଆହୁରି ବଢିଯାଏ । କିନ୍ତୁ କିଏ କେବେ ଦେଖିଛନ୍ତି କି, ୨୩ରୁ…
Read More...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ହେମନ୍ତ ସୋରେନ, ୨ ସପ୍ତାହ ମଧ୍ୟରେ ଆସିପାରେ ନିର୍ବାଚନ କମିଶନଙ୍କ ରାୟ !

କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଖଣି ଖୋଳିବା ପାଇଁ ଦେଇଥିବା ଲିଜ୍ ମାମଲାରେ ୧୦-୧୫ ଦିନ ମଧ୍ୟରେ ନିର୍ବାଚନ କମିଶନ ନିଷ୍ପତ୍ତି ଶୁଣାଇପାରନ୍ତି ବୋଲି ଏକ ସୂତ୍ର ସୂଚନା ମାଧ୍ୟମରେ କୁହାଯାଇଛି । ସୁତ୍ର ସୂଚନା ମୁତାବକ ଯଦି ହେମନ୍ତ ସୋରେନଙ୍କ…
Read More...

ମୁମ୍ବାଇ ରାସ୍ତାରେ ବିରାଟ-ଅନୁଷ୍କା । କୋହଲି ସ୍କୁଟି ଚଲାଉଥିବାର ଭିଡ଼ିଓ ହେଲା ଭାଇରାଲ ।

କନକ ବ୍ୟୁରୋ : କ୍ରିକେଟରୁ କିଛି ଦିନର ବିରତି ଭିତରେ ସମୟକୁ ପୂରା ଉପଭୋଗ କରୁଛନ୍ତି କ୍ରିକେଟର ବିରାଟ କୋହଲି । ପୁଣିଥରେ ମୈଦାନକୁ ଫେରିବା ପୂର୍ବରୁ ପତ୍ନୀ ଅନୁଷ୍କାଙ୍କ ସହ ମୁମ୍ବାଇର ରାସ୍ତାରେ କୋହଲିଙ୍କୁ ଦେଖିବାକୁ ମିଳିଛି । ଆଉ ତାହା ବି ପୁଣି ସ୍କୁଟିରେ । ବିରାଟ ସ୍କୁଟି ଚଲାଉଥିବା…
Read More...

ରାଜସ୍ଥାନ ବିଜେପି ନେତା କହିଲେ ‘ଆମେ ସେମାନଙ୍କର ୫ ଜଣଙ୍କୁ ହତ୍ୟା କରିଛୁ’, ବୟାନ ଆଧାରରେ ପୋଲିସରେ ଅଭିଯୋଗ

କନକ ବ୍ୟୁରୋ : ରାଜସ୍ଥାନ ବିଜେପି ନେତା ଜ୍ଞାନଦେବ ଆହୁଜାଙ୍କ ବିବାଦୀୟ ବୟାନ ପରେ ତାଙ୍କ ପାଇଁ ଅଡୁଆ ବଢିଛି । କହିରଖୁ କି, ଜ୍ଞାନଦେବଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜ୍ଞାନଦେବ କହୁଛନ୍ତି କି ‘ଆମେ ତ ସେମାନଙ୍କର ୫ ଜଣ ଲୋକଙ୍କୁ…
Read More...

କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ରାସ୍ତା ଖରାପ ପାଇଁ ଦୁର୍ଘଟଣା ହେଲେ ଜିଲ୍ଲାପାଳ ଦାୟୀ

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଏଭଳି ଦୁର୍ଘଟଣାରେ ଦୈନିକ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଅନେକ ସଂଖ୍ୟାର ଲୋକ ଆହତ ହେଉଛନ୍ତି । ଯଦି ଆମେ ସଡକ ଦୁର୍ଘଟଣା କଥା କହିବା ଏଥିପାଇଁ ମୁଖ୍ୟତଃ ଦୁଇଟି କାରଣ ଦାୟୀ । ପ୍ରଥମ ଟି ବେପରୁଆ ଗାଡି…
Read More...