Browsing Category
ଦେଶ ବିଦେଶ
ପାକିସ୍ତାନ କ୍ରିକେଟରଙ୍କ ବଡ ବୟାନ । ବିରାଟଙ୍କ ଶତକ ଅପେକ୍ଷାରେ ପାକିସ୍ତାନବାସୀ
କନକ ବ୍ୟୁରୋ : ଏସିଆ କପ୍ ୨୦୨୨ ରେ ଆସନ୍ତା କାଲି ମୁହାଁ ମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ । ଏହି ମ୍ୟାଚକୁ ନେଇ ଆଜିଠାରୁ ଉଭୟ ଦେଶର କ୍ରିକେଟ ପ୍ରେମୀ ଉତ୍ସାହିତ ହୋଇପଡିଛନ୍ତି । ଗୋଟିଏ ପଟେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଥିବା ବେଳେ କିନ୍ତୁ…
Read More...
Read More...
କନେଷ୍ଟବଳରୁ ସିଧା ଡିଏସପି ହେବାକୁ ଯାଉଛନ୍ତି ବିହାରର ଏହି ମହିଳା, ଜାଣନ୍ତୁ କେମିତି ଥିଲା ସଂଘର୍ଷର କାହାଣୀ
କନକ ବ୍ୟୁରୋ : ଲକ୍ଷ୍ୟ ସ୍ଥିର ଓ ସଂକଳ୍ପ ଦୃଢ ଥିଲେ ଦୁନିଆରେ କିଛି ବି ହାସଲ କରିବା ଆପଣଙ୍କ ପାଇଁ ସମ୍ଭବ । ଏକଥା ଆମେ କହୁନୁ ଏକଥା କରି ଦେଖାଇଛନ୍ତି ବିହାର କନେଷ୍ଟବଳ ପୋଷ୍ଟରେ ଚାକିରି କରୁଥିବା ଜଣେ ମହିଳା । ଏବେ ସୋସିଆଲ ମିଡିଆରେ ବିହାରର ମହିଳା କନେଷ୍ଟବଳ ବବଲୀଙ୍କ ସଂଘର୍ଷର କାହାଣୀ…
Read More...
Read More...
ଅମ୍ବାନୀଙ୍କ ଘର କିଣିବା ସଉକ । ଦୁବାଇରେ ସବୁଠୁ ଦାମୀ ଘର କିଣିଲେ ଅମ୍ବାନୀ
କନକ ବ୍ୟୁରୋ : ମୁକେଶ ଅମ୍ବାନୀଙ୍କୁ କିଏ ବା ନଜାଣିଛି । ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ କଥା ଆସିଲେ ପ୍ରଥମେ ମୁକେଶ ଅମ୍ବାନୀଙ୍କ ନାଁ ହିଁ ଆସିଥାଏ । ଆଉ ବର୍ତ୍ତମାନ ମୁକେଶ ଅମ୍ବାନୀ ଦୁବାଇରେ ଏକ ବଡ ଡିଲ୍ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଗତ କିଛିଦିନ ତଳେ ୫ଜି ଇଣ୍ଟରନେଟ୍ ସେବାକୁ…
Read More...
Read More...
ଝାଡଖଣ୍ଡ କ୍ଷମତା ସଂକଟ ମଧ୍ୟରେ ସବୁ ଦଳୀୟ ବିଧାୟକଙ୍କୁ ଗୋଟିଏ ସ୍ଥାନକୁ ନେଲେ ହେମନ୍ତ ସୋରେନ । ଆଜି ଇସ୍ତଫା ଦେବା ନେଇ…
କନକ ବ୍ୟୁରୋ : ଝାଡଖଣ୍ଡରେ ଲାଗି ରହିଥିବା କ୍ଷମତା ସଂକଟ ଭିତରେ ନିଜ ଦଳର ବିଧାୟକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଞ୍ଚି ଠାରେ ମୁଖ୍ୟମନ୍ତ୍ରୀଙ୍କ ଭବନରେ ବୈଠକ ପରେ ସମସ୍ତ ବିଧାୟକଙ୍କୁ ବସରେ ନେଇ ଏକ ସୁରକ୍ଷିତ ରିସୋର୍ଟକୁ ଯାଇଛନ୍ତି ହେମନ୍ତ…
Read More...
Read More...
ଭିଜିଲାନ୍ସ ରେଡ୍ ବେଳେ ମିଳିଲା ପୁଳାପୁଳା ଟଙ୍କା : ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ମିଳିଲା ୧…
କନକ ବ୍ୟୁରୋ : ଭିଜିଲାନ୍ସ ରେଡ ବେଳେ ମିଳିଲା ପୁଳା ପୁଳା ଟଙ୍କା । ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ୪କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ବିହାରର କିଶନଗଂଜ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର ରାୟଙ୍କ ଘରେ ଚଢାଉ ବେଳେ ୧କୋଟି ନଗଦ…
Read More...
Read More...
ମାତ୍ର କିଛି ସେକେଣ୍ଡ । ଧ୍ୱଂସ ହେବ ୮୦୦ କୋଟିର ବିଲ୍ଡିଙ୍ଗ
କନକ ବ୍ୟୁରୋ: ଗୋଟେ ପରେ ଗୋଟେ ବିସ୍ଫୋରଣ ହେବ, କିଛି ମାତ୍ର ସେକଣ୍ଡରେ ଧ୍ୱଂସ ହେବ ରାଜଧାନୀ ଛାତି ଉପରେ ଛିଡା ହୋଇଥିବା ଟ୍ୱିନ୍ ଟାୱାର । ବାରମ୍ବାର ତାରିଖ ବଦଳିବା ପରେ ସୁପ୍ରିମକୋର୍ଟଙ୍କ କଡା ନିଦେର୍ଦଶ କ୍ରମେ ସେ ଦିନ ଆସିଛି, ଯେବେ ମାଟିରେ ମିଶିବ ଦିଲ୍ଲୀର ବହୁ ଚର୍ଚ୍ଚିତ ଟ୍ୱିନ୍…
Read More...
Read More...
ଜାପାନ ଲଂଚ୍ କଲା ବିଶ୍ୱର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନ୍, ଗୋଟିଏ ଥରରେ ଚାଲିବ ୧ ହଜାର କିଲୋମିଟର
କନକ ବ୍ୟୁରୋ : ବିଶ୍ୱର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନ୍ ଜାପାନ ଲଂଚ କରିଛି । ଜର୍ମାନର ଲୋୟର ସୋକସୋନୀ ରାଜ୍ୟରେ ପ୍ରଥମେ ୧୪ ଟି ପୂର୍ଣ୍ଣ ହାଇଡ୍ରୋଜେନ ଚାଳିତ ଟ୍ରେନ ଲଂଚ୍ କରାଯାଇଛି । କୁହାଯାଉଛି କି ଏହି ହାଇଡ୍ରୋଜେନ ଚାଳିତ ଟ୍ରେନ ପରିବେଶରୁ କାର୍ବନ ଗ୍ୟାସ କମ କରିବାରେ ବିଶେଷ…
Read More...
Read More...
ଗୋଟିଏ ବଟନ ଦବିବ, ଚୂନା ହେବ ଅଟ୍ଟାଳିକା : କାହିଁକି ମାଟିରେ ମିଶିବ ଟ୍ୱିନ୍ ଟାୱାର ?
କନକ ବ୍ୟୁରୋ : ନୋଏଡାରେ ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାରକୁ ଅଗଷ୍ଟ ୨୮ ଅର୍ଥାତ ଆସନ୍ତାକାଲି ଭଙ୍ଗାଯିବ । ବିସ୍ପୋରଣ କରି ୧୨ ସେକେଣ୍ଡ ମଧ୍ୟରେ ଏହାକୁ ମାଟିରେ ମିଶାଇ ଦିଆଯିବ । ଏଥିପାଇଁ ଆସନ୍ତାକାଲି ସକାଳ ୭ଟା ସୁଦ୍ଧା ନିକଟସ୍ଥ ଘର ଖାଲି କରିବାକୁ…
Read More...
Read More...
ଗୁଲାମନବୀଙ୍କ ସମର୍ଥନରେ ବାହାରିଲେ ମନୀଷ ତିୱାରୀ । ଜାଣନ୍ତୁ ଦଳର ପରିଚାଳନାକୁ ନେଇ କଣ କହିଲେ
କନକ ବ୍ୟୁରୋ : କଂଗ୍ରେସ କନ୍ଦଳ ଥମିବାର ନାଁ ନେଉନି । ଗତକାଲି ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦ ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଥିବା ବେଳେ ଆଜି ତାଙ୍କ ସମର୍ଥନରେ ବୟାନ ଦେଇଛନ୍ତି ବରିଷ୍ଠ ନେତା ମନୀଷ ତିୱାରୀ ।
ସେ ପ୍ରଥମେ କହିଛନ୍ତି କି ଦଳକୁ…
Read More...
Read More...
ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ : ଜାଣନ୍ତୁ କ’ଣ ରହିଛି ପୂରା ମାମଲା?
କନକ ବ୍ୟୁରୋ : ୨୦୧୯ ଡିସେମ୍ବର ୨୯ରେ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ଆଉ ୧୬ ମାସ ଥିଲା । ହେମନ୍ତ ସୋରେନଙ୍କୁ ରାଞ୍ଚି ଜିଲ୍ଲାର ଅନଗଡା ବ୍ଲକରେ ଶୂନ ଦଶମିକ ୮୮ ଏକରର ଜାଗା ଖନନ ପାଇଁ ପଟ୍ଟା ମିଳିଥିଲା । ଦସ୍ତାବିଜ୍ ଅନୁସାରେ ୨୮ ମେ ୨୦୨୧ରେ ଏଥିପାଇଁ ସେ…
Read More...
Read More...