Browsing Category

ଦେଶ ବିଦେଶ

ଏନଡିଟିଭି ସେୟାର କିଣିବା ପ୍ରସଙ୍ଗ: ୨୨ ଜୁଲାଇ ୨୦୨୨ର ସ୍ୟାଟର ନିର୍ଦ୍ଦେଶ ମହତ୍ତ୍ୱପୂର୍ଣ୍ଣ। ପଢନ୍ତୁ ପୂରା ତଥ୍ୟ…

କନକ ବ୍ୟୁରୋ: ଆଦାନୀ ଗ୍ରୁପ ଏନଡିଟିଭିର ସେୟାର କିଣିବାକୁ ଆଗ୍ରହ ପ୍ରକାଶ କରିଥିଲା । ଏହାକୁ ନେଇ କମ୍ପାନୀ ସ୍ପଷ୍ଟ କରିସାରିଥିବା ବେଳେ, ଏହି ପ୍ରସଙ୍ଗରେ ୨୦୨୨ ଜୁଲାଇ ୨୦ର ସ୍ୟାଟର ନିର୍ଦ୍ଦେଶ ଅନେକ ମହତ୍ତ୍ୱ ରଖୁଛି । ବୁଧବାର ସେୟାର ବଜାର ଖୋଲିବା ପରେ ଏନଡିଟିଭିର ସେୟାର ମୂଲ୍ୟ ୩୮୮…
Read More...

ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଘରୁ ବାହାରିଲା AK-47 । ଚଢାଉ ବେଳେ ବନ୍ଧୁକ ଜବତ କଲା ଇଡି

ବେଆଇନ ଖଣି ମାମଲାରେ ରାଞ୍ଚିରେ ଇଡି ଚଢାଉ ଜାରି ରହିଛି । ଇତି ମଧ୍ୟରେ ଏକ ବଡ ଖବର ଆସିଛି, ବାସ୍ତବରେ ସିଏମ୍ ସୋରେନଙ୍କ ନିକଟବର୍ତ୍ତୀ କୁହାଯାଉଥିବା ପ୍ରେମ ପ୍ରକାଶଙ୍କ ଘରୁ ଚଢାଉ ସମୟରେ ଦୁଇଟି ଏକେ-୪୭ ଜବତ କରାଯାଇଛି। ବେଆଇନ୍‌ ଖଣି ଖୋଦନ ମାମଲାରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର…
Read More...

ବନ୍ଦ ହୋଇଯିବ ଟୋଲ ଗେଟ୍! କ୍ୟାମେରା ରିଡ୍ କରିବ ଗାଡି ନମ୍ବର ପ୍ଲେଟ, ଆପେ କଟିଯିବ ଟଙ୍କା

କନକ ବ୍ୟୁରୋ: ସାରା ଦେଶର ଜାତୀୟ ରାଜପଥରୁ ଟୋଲ ପ୍ଲାଜ ହଟାଇବାକୁ ଯୋଜନା କରୁଛି କେନ୍ଦ୍ର ସରକାର । କେନ୍ଦ୍ର ପରିବହନ ମନ୍ତ୍ରୀ ଏହି ସୂଚନା ଦେଇ କହିଛନ୍ତି କି, ସରକରାଙ୍କ ଯୋଜନା ଅଛି କି ଏଥିପାଇଁ ଅଟୋମେଟିକ ନମ୍ବର ପ୍ଲେଟ ରିଡର କ୍ୟାମେରା ଲଗାଯିବ । ଯାହା ଫଳରେ ଆପେ ଆପେ ଗାଡିର ନମ୍ବର…
Read More...

ହୃଦଘାତରେ ନୁହେଁ ସୋନାଲୀଙ୍କୁ ହତ୍ୟା କରାଯାଇଛି, ହତ୍ୟା ପଛରେ କାହାର ହାତ ଅଛି? ସାଂଘାତିକ୍ ଅଭିଯୋଗ ଆଣିଲେ ସୋନାଲୀଙ୍କ…

ବିଗ୍ ବସ୍-୧୪କୁ ୱାଇଲଡ କାର୍ଡ ପ୍ରତିଯୋଗୀଭାବେ ଆସି ଲୋକପ୍ରିୟ ହୋଇଥିବା ସୋନାଲୀ ଫୋଗଟ ଆଉ ନାହାନ୍ତି। ହୃଦଘାତ କାରଣରୁ ତାଙ୍କର ସୋମବାର ରାତିରେ ମୃତ୍ୟୁ ହୋଇଛି। ଅଭିନୟ ସହ ରାଜନୀତିରେ ମଧ୍ୟ ସକ୍ରିୟ ଥିବା ସୋନାଲୀଙ୍କ ହଠାତ ଏଭଳି ମୃତ୍ୟୁ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
Read More...

ଦିଲ୍ଲୀ ଅବକାରୀ ଦୁର୍ନୀତି: ଆପ ଉପରେ ବିଜେପିର ପ୍ରତିଆକ୍ରମଣ, କହିଲେ- ମନିଷ ସିସୋଦିଆ ବର୍ତ୍ତିପାରିବେନି।

କନକ ବ୍ୟୁରୋ:  ଦିଲ୍ଲୀର କଥିତ ଅବକାରୀ ଦୁର୍ନୀତିଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବିରୋଧରେ ଜାରି ସିବିଆଇ ଯାଞ୍ଚକୁ ନେଇ ଆପ ଏବଂ ବିଜେପି ସାମ୍ନାସାମ୍ନି ହୋଇଛନ୍ତି । ଲଗାତର ଉଭୟ ଆକ୍ରମଣ ପ୍ରତିଆକ୍ରମଣ ଜାରିରଖିଛନ୍ତି । ପ୍ରତ୍ୟେକ ଦିନ ଉଭୟ ପକ୍ଷ ନିଜ ନିଜ ତରଫରୁ ନୂଆ ନୂଆ…
Read More...

ମହାରାଷ୍ଟ୍ର ବିଧାନସଭା ପରିସରରେ ସିନ୍ଧେ ଗୋଷ୍ଠୀ-ବିରୋଧୀ ବିଧାୟକ ମୁହାଁମୁହିଁ । ଜୋରଦାର ହେଲା ନାରାବାଜି, ହଟ୍ଟଗୋଳ ।…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଜନୈତିକ ସରଗରମ ଲାଗି ରହିଛି । ଆଉ ଏହାରି ଭିତରେ ବୁଧବାର ମହାରାଷ୍ଟ୍ର ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଗୋଷ୍ଠୀର ବିଧାୟକ ଓ ବିରୋଧୀ ବିଧାୟକ ମୁହାଁମୁହିଁ ହୋଇଛନ୍ତି । ତେବେ ଦୁଇ ପକ୍ଷର ବିଧାୟକଙ୍କ ଭିତରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ…
Read More...

ରାସ୍ତା ଖରାପ ହେଲେ ଅଧିକ ଖୁସି ହୁଅନ୍ତି ରାଜନେତା ଓ ଠିକାଦାର । ନିତିନ୍ ଗଡକରୀଙ୍କ ବଡ ବୟାନ

କନକ ବ୍ୟୁରୋ : ଦେଶରେ ଖରାପ ସଡକ ବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ସବୁବେଳେ ପ୍ରଶ୍ନ ଉଠିଆସିଛି । ନେତା, ମନ୍ତ୍ରୀ ଓ ଠିକାଦାର ଟଙ୍କା ଖାଇଦେଇ ବସିପଡୁଛନ୍ତି, ରାସ୍ତା କରୁ ନାହାନ୍ତି ବୋଲି ଅନେକ ଅଭିଯୋଗ ଆସେ । ଏହାରି ଭିତରେ ବାରମ୍ବାର ସଡକ ମରାମତି କାମକୁ ନେଇ କଟାକ୍ଷ କରିଛନ୍ତି…
Read More...

ବିହାର ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିଜୟ ସିହ୍ନା । ଫ୍ଲୋର୍ ଟେଷ୍ଟ ପୂର୍ବରୁ ଦେଲେ ଇସ୍ତଫା ।

କନକ ବ୍ୟୁରୋ: ବିହାର ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିଜୟ ସିହ୍ନା । ଆଜି ନୀତିଶ ସରକାର ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବା ପୂର୍ବରୁ ନିଜ ପଦରୁ ବିଜୟ ସିହ୍ନା ଇସ୍ତଫା ଦେଇ ଦେଇଛନ୍ତି । Vijay Kumar Sinha resigns as the Speaker of the Bihar Assembly.…
Read More...

ବିହାର ବିଧାନସଭାର ଫ୍ଲୋର ଟେଷ୍ଟ ପୂର୍ବରୁ ଆରଜେଡି ନେତାଙ୍କ ଘରେ ସିବିଆଇ ରେଡ୍ । 

କନକ ବ୍ୟୁରୋ : ବିହାରର ୨୪ଟି ସ୍ଥାନରେ ଆଜି ସିବିଆଇ ରେଡ୍ କରିଛି । ରେଲୱେରେ ନିଯୁକ୍ତି ବଦଳରେ ଜମି କାରବାର ମାମଲାରେ ସିବିଆଇ ଏହି ରେଡ୍ କରିଥିବା ଜାଣିବାକୁ ମିଳିଛି । ସିବିଆଇ ଯେଉଁ ସବୁ ସ୍ଥାନରେ ରେଡ କରିଛି ସେମାନଙ୍କ ମଧ୍ୟରେ ଆରଜେଡି ନେତାଙ୍କ ଘର ରହିଛି । ତେବେ ଆରଜେଡି ନେତାଙ୍କ ଘରେ…
Read More...

ବିହାରରେ ମହାମେଣ୍ଟ ସରକାର ପାଇଁ ଆଜି ଅସଲ ପରୀକ୍ଷା : ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ନୀତୀଶ କୁମାର

କନକ ବ୍ୟୁରୋ : ବିହାର ବିଧାନସଭାରେ ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ମହାମେଣ୍ଟ ସରକାର । ଏଥିପାଇଁ ବିଧାନସଭାରେ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଛି । ଆଜି ଗୃହରେ ବହୁମତ ସାବ୍ୟସ୍ତ କରିବେ ନୀତିଶ ସରକାର । ଏହା ମହାମେଣ୍ଟ ତଥା ନୀତୀଶ- ତେଜସ୍ୱୀ ସରକାରଙ୍କ ଅସଲ ପରୀକ୍ଷା ବୋଲି…
Read More...