Browsing Category

ନ୍ୟୁଜ୍

ରାଜନୀତିର ‘ପଲଟୁରାମ୍’ ନୀତିଶ! ପଢନ୍ତୁ ନୀତିଶଙ୍କ ରାଜନୈତିକ କ୍ୟାରିୟର…

କନକ ବ୍ୟୁରୋ: ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ନାଁରେ ଯୋଡା ହେଲା ଆଉ ଏକ ନୂଆ ଅଧ୍ୟାୟ । ଥରେ କି ଦୁଇ ଥର ନୁହେଁ ପୂରା ୮ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର । କେନ୍ଦ୍ର ସରକାରରେ ମନ୍ତ୍ରୀ ରହିବା ଠାରୁ ଆରମ୍ଭ କରି ବିହାରରେ ମୁଖ୍ୟମନ୍ତ୍ରୀ ପଦ ଯାଏଁ ସେ ଏକାଧିକ ଥର ଶପଥ…
Read More...

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅତ୍ୟାଚାର: ପ୍ଲାଷ୍ଟିକ ପାଇପରେ ପିଟିଲେ ମାଲିକ, ଚପଲ ଖୋଲି ପାଦ ଚଟାଇଲେ…

କନକ ବ୍ୟୁରୋ: ନିଶା ଛଡାଇବା ନାଁରେ ବାରିପଦା ତୁଳସୀପୁର ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ରର ମାଲିକ ଅବନୀ ପତି ନିଶାଗ୍ରସ୍ତ ହୋଇ ଜଣେ ଦିବ୍ୟାଙ୍ଗ ଓ ଅନ୍ୟ ଅନ୍ତେବାସୀଙ୍କୁ ନିଧୁମ ପିଟୁଥିବାର ଭିଜୁଆଲ ଏବେ ଭାଇରାଲ…
Read More...

ବଦଳିଛି ବିହାରର ରାଜନୀତି। ନୈତିକତାର ପାଠପଢାଇଲେ ପ୍ରଶାନ୍ତ କିଶୋର। 

କନକ ବ୍ୟୁରୋ: ବଦଳିଛି ବିହାରର ରାଜନୀତି । ବହୁ ଡ଼୍ରାମା ହାଇଡ଼୍ରାମା ପରେ ଏକ ଦୃଷ୍ଟାନ୍ତମୂଳକ ଫଇସଲାରେ ବିହାର ରାଜନୀତି ପହଞ୍ଚିଛି । ନୀତିଶ କୁମାରଙ୍କ ନେତୃତ୍ୱରେ ମହାମେଣ୍ଟ ସରକାର ହେବ । ଆଉ ଏହାରି ମଧ୍ୟରେ ବିହାରର ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି ରାଜନୈତିକ ରଣନୀତିଜ୍ଞ  ପ୍ରଶାନ୍ତ…
Read More...

ବିହାରରେ ନୂଆ ରୂପରେ ଆସିଲା ନୀତିଶ ସରକାର। ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ।

କନକ ବ୍ୟୁରୋ: ଅଷ୍ଟମଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଲେ ନୀତିଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ନୀତିଶଙ୍କୁ ଗୋପନୀୟତାରେ ଶପଥ ପାଠ କରାଇଛନ୍ତି । ୨୨ ବର୍ଷରେ ମୁଖ୍ୟମନ୍ତ୍ରୀ ଭାବେ ଅଷ୍ଟମ ଥର ଶପଥ ନେଲେ ନୀତୀଶ କୁମାର । ରାଜ୍ୟର ଉପମୁଖ୍ୟମନ୍ତ୍ରୀଭାବେ ତେଜସ୍ୱୀ ଯାଦବ ମଧ୍ୟ…
Read More...

ବିନା ବିଜେପିରେ ସରକାର ଗଢ଼ିଲେ ନୀତିଶ କୁମାର: ମହାମେଣ୍ଟରେ ସାମିଲ ହୋଇ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ…

କନକ ବ୍ୟୁରୋ: ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ବିହାର ରାଜ୍ୟପାଳ ଫଗୁ ଚୌହ୍ୱାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଭାରତ ଇତିହାସରେ ବୋଧହୁଏ ନୀତୀଶ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ୨୨ବର୍ଷ ଭିତରେ ୮ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ…
Read More...

ବିହାର ରାଜନୀତୀରେ ଲାଲୁ-ନୀତୀଶଙ୍କ ଅଜବ ସମ୍ପର୍କ: କେବେ ଗାଳି ତ ପୁଣି କେବେ କୋଳାକୋଳି

କନକ ବ୍ୟୁରୋ: ୨୦୧୭ରେ ନୀତୀଶ କୁମାର ଯେତେବେଳେ ବିହାରରେ ଏକପାଖିଆ ଭାବେ ମହାମେଂଟରୁ ଓହରିଗଲେ, ସେତେବେଳେ ଏକାଧିକ ଥର ନୀତୀଶଙ୍କୁ କଡା ସମାଲୋଚନା କରିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । କେବେ ସାପ, କେବେ କ୍ଷମତା ଲୋଭି ତ ପୁଣିକେତେବେଳେ ରାଜନୀତିର ‘ପଲଟୁରାମ୍’ କହିବାକୁ ପଛାଇ…
Read More...

ଏମ୍ସ ଭୁବନେଶ୍ୱରରେ ଓପିଓଏଡ୍ ସବଷ୍ଟିଚ୍ୟୁସନ ଥେରାପି (ଓଏସଟି) କେନ୍ଦ୍ର ଆରମ୍ଭ। ଓଡ଼ିଶାରେ ଦୃଢ଼ ହେଲା ଚିକିତ୍ସା…

କନକ ବ୍ୟୁରୋ: ରାଜ୍ୟରେ ବ୍ରାଉନସୁଗାର, ଅଫିମ, ହେରୋଇନ ଏବଂ ଇଂଜେକସନ ଜରିଆରେ ବିଭିନ୍ନ ନିଶା ନେଉଥିବା ରୋଗୀଙ୍କ ପାଇଁ ଦୃଢ଼ ହୋଇଛି ଚିକିତ୍ସା ବ୍ୟବସ୍ଥା। ଏପରି ରୋଗୀଙ୍କୁ ଚିକିତ୍ସା କରି ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନିଜର…
Read More...

ବାପା ଅଟୋ ଡ୍ରାଇଭର, ଝିଅ କଳା ଟପ୍ପର । ପଢନ୍ତୁ ଗାୟତ୍ରୀଙ୍କ ସଫଳତାର ଯାତ୍ରା …

କନକ ବ୍ୟୁରୋ: ଅନେକ କାହାଣୀ ଆମେ ଦେଖିଛେ, ଅନେକ କାହାଣୀ ଆମେ ଶୁଣିଛେ । ହେଲେ ଏମିତି କିଛି କାହାଣୀ ରହିଯାଏ ଯାହାକି ଚର୍ଚ୍ଚ ସାଉଣ୍ଟି ଥାଏ । କୋରାପୁଟର ସେମିତି ଏକ ପ୍ରେରଣାଦାୟୀ କାହାଣୀ ହେଉଛି, ବାପା ଅଟୋ ଡ଼୍ରାଇଭର, ଝିଅ ଯୁକ୍ତ ୨ କଳାରେ ଜିଲ୍ଳା ଟପ୍ପର । ବାପା ଅଟୋ ଡ଼୍ରାଇଭର, ଅଭାବ…
Read More...

ରକ୍ଷଣାବେକ୍ଷଣ ଅଭାବରୁ ଘାସ ପଡିଆରେ ପରିଣତ ହେଲାଣି ଚାନ୍ଦିପୁର ବେଳାଭୂମି। ମାଟି ମିଶା ବାଲି ଯୋଗୁଁ ଉଚ୍ଚ ହୋଇଗଲାଣି…

କନକ ବ୍ୟୁରୋ: ବିସ୍ତିର୍ଣ୍ଣ ଓ ବିରଳ ସମୁଦ୍ର ବେଳାଭୂମି ପାଇଁ ବିଶ୍ୱ ପ୍ରସିଦ୍ଧ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଅସ୍ତିତ୍ୱ ହରାଇବାକୁ ବସିଛି ଏହି ସ୍ୱତନ୍ତ୍ର ବେଳାଭୂମୀ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ବେଳାଭୂମି ଏକ ଘାଟପଡିଆରେ ପରିଣତ ହେବାକୁ…
Read More...

କୁନି କାନ୍ଧରେ ପରିବାର ବୋଝ, ୧୨ ବର୍ଷ ବୟସରେ ଦିବ୍ୟାଙ୍ଗ ବାପାଙ୍କ ପାଇଁ ରୋଷେଇ କରୁଛି ଝାରସୁଗୁଡାର ଶୁଭମ୍ ଯାଦବ।

କନକ ବ୍ୟୁରୋ: ପାଠପଢା ଉପରେ ଭାରି ପଡୁଛି ପରିବାରର ବୋଝ । ୧୨ ବର୍ଷର ପୁଅ ମୁଣ୍ଡରେ ରହିଛି ପରିବାର ବୋଝ । ଯେଉଁ ସମୟରେ ସାଙ୍ଗମାନଙ୍କ ସହିତ ଖେଳକୁଦ କରିବା କଥା ସେହି ସମୟରେ ସେ ପରିବାର ଚଳାଉଛି । ଦିବ୍ୟାଙ୍ଗ ବାପାଙ୍କ ଦାୟିତ୍ୱ ନେବା ସହିତ ଚା’ ବିକ୍ରି କରୁଛି କୁନିପୁଅ । ଏହି ବାଳକ ଜଣ…
Read More...