Browsing Category

ନ୍ୟୁଜ୍

ବାଟ ହୁଡୁଛି ବଢି ପାଣି । ନଦୀବନ୍ଧ ଡେଇଁ ଗାଁକୁ ବୁଡାଉଛି । ବଢୁଛି ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ।

କନକ ବ୍ୟୁରୋ: ଗାଁ ବୁଡିଛି, ଘରେ ପାଣି ପଶିଛି । ନା ଘରେ ରହି ହେଉଛି ନା ବାହାରେ ରହି ହେଉଛି । ଅନ୍ୟ ଉପାୟ ନପାଇ କଦଳୀ ବାହୁଙ୍ଗାର ଭେଳାରେ ଘର ଜିନିଷପତ୍ର ଧରି ଉଚ୍ଚସ୍ଥାନକୁ ଯାଉଛନ୍ତି ଲୋକେ । ପୁରୀ ଜିଲ୍ଲା ଗୋପ ଅଞ୍ଚଳର ଧନୁଆ ନଦୀ ଘେରବନ୍ଧରେ ୩୦ ଫୁଟର ଘାଇ ହେବା ପରେ ଗୋପ ବ୍ଲକର ଗୋଟିଏ…
Read More...

ପାଣି ଘେରରେ ଜୀବନ । ନିରାପଦ ସ୍ଥାନ ଖୋଜୁଛନ୍ତି ଲୋକେ । ସରକାରଙ୍କ ସତର୍କତା ନମାନି ପାଣିକୁ ଓହ୍ଲାଇ ଭାସିଗଲା ଅଟୋ ।

କନକ ବ୍ୟୁରୋ: ବାଲେଶ୍ୱରରେ ଉଛୁଳୁଛି ସୁବର୍ଣ୍ଣରେଖା । ଆକାଶମାର୍ଗରୁ ଦୃଶ୍ୟ ବୟାନ କରୁଛି ସୁବର୍ଣ୍ଣରେଖାର ପାଣିରେ ବାଲିଆପାଳ, ଭୋଗରାଇର ତଳିଆ ଅଞ୍ଚଳରେ ପାଣି ପଶିଛି । ଜଳସ୍ତର କମୁଥିଲେ ବି ସୁଧୁରୁନି ସ୍ଥିତି । ବନ୍ୟା ଆଶଙ୍କାରେ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଉତ୍ତର…
Read More...

ସୁବର୍ଣ୍ଣରେଖାରେ ଧିରେ ଧିରେ ଖସୁଛି ଜଳସ୍ତର । ହେଲେ ଏବେ ବି ହଟିନି ବିପଦ । ତଳିଆ ଅଞ୍ଚଳରେ ଉଛୁଳୁଛି ବନ୍ୟା ପାଣି ।

କନକ ବ୍ୟୁରୋ: ସୁବର୍ଣ୍ଣରେଖାରେ ଧୀରେ ଧୀରେ କମୁଛି ଜଳସ୍ତର । ହେଲେ ବଡ଼ ବନ୍ୟାର ଯେଉଁ ଆଶଙ୍କା କରାଯାଇଥିଲା, ତାହା ଆକଳନ ଠାରୁ ସାମାନ୍ୟ କମିଯାଇଛି । ହେଲେ ବିପଦ ହଟିନି । ଆଜି ମଧ୍ୟାହ୍ନରେ ପିକ୍ ଫ୍ଲଡ ଅତିକ୍ରମ କରିସାରିଛି । ରାଜଘାଟରେ ଦୀର୍ଘ ସମୟ ଧରି ସୁବର୍ଣ୍ଣରେଖାର ଜଳସ୍ତର ୧୧.୯୦…
Read More...

ଘରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ: ବାହାରପଟୁ ବନ୍ଦ କରି ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ 

କନକ ବ୍ୟୁରୋ: ସ୍ୱାମୀ ଓ ସ୍ତ୍ରୀ ଘରେ ଶୋଇଥିବା ବାହାର ପଟୁ ତାଲା ପକାଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁବୃର୍ତ ।  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଧଗୋଠା ଗାଁ ଘଟିଛି ଏଭଳି ଘଟଣା । ନିଆଁରେ ପୋଡି ହୋଇ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଦମ୍ପତି ଦୁଇ ଜଣ ହେଲେ ଉଗ୍ରସେନ ପଲେଇ…
Read More...

ପୁରୀର ଜୋମାଟୋ ବୟଙ୍କ ଜାପାନ ଯାତ୍ରା: ଜାପାନ ଏସିଆନ୍ ଚାମ୍ପିୟନସିପ୍ ପାଇଁ ଭାରତୀୟ ସଫ୍ଟବଲ ଦଳରେ ହୋଇଛନ୍ତି ସାମିଲ 

କନକ ବ୍ୟୁରୋ: ଜମାଟୋ ବୟରୁ ଜାପାନ ଏସିଆନ ଚାମ୍ପିୟନସିପ୍ । ଭାରତୀୟ ସଫ୍ଟବଲ୍ ଦଳରେ ପୁରୀର ପୁଅ ମନୋଜ ପ୍ରଧାନ । ଭାରତୀୟ ଦଳରେ ସ୍ଥାନ ପାଇବା ପରେ ସେ ଜାପାନର ସୀମାଗୋ ସିଟି ସହରରେ ଖେଳାଯିବାକୁ ଥିବା ଏସିଆନ ଚାମ୍ପିୟନସିପ୍ରେ ଖେଳିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା…
Read More...

ଉଚ୍ଚ ଶିକ୍ଷା ପାଇଁ ପରିବା ବିକୁଛନ୍ତି ଯୁକ୍ତ ୨ କଳା ଟପର: ପରିବା ବିକି ପ୍ରଫେସର ହେବାକୁ ସଂଘର୍ଷ କରୁଛନ୍ତି ଛାତ୍ର

କନକ ବ୍ୟୁରୋ: ଉଚ୍ଚ ଶିକ୍ଷା ପାଇଁ ପରିବା ବିକୁଛନ୍ତି ଜିଲ୍ଲା ଟପର । ବାପା ଚାଷୀ, ମାଆ ପରିବା ବିକାଳି । ମାଆ ପରିବା ବିକି ଯେଉଁ ସ୍ୱଳ୍ପ ଅର୍ଥ ଦେଉଛନ୍ତି ତାହାର ମୂଲ ଶୁଝିବାକୁ ପଣ କରିଛି ପୁଅ । ଅଭାବ ଅନଟନ ଭିତରେ ବଡ ମଣିଷ ହବାର ସ୍ୱପ୍ନ ନେଇ ଜାରି ରଖିଛନ୍ତି ସଂଘର୍ଷ । ଯୁକ୍ତ ଦୁଇ କଳା…
Read More...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ମନରେଗା ହିତାଧିକାରୀଙ୍କୁ ମଜୁରୀ ଦେବା ପାଇଁ ଦାବି ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନରେଗା ହିତାଧୀକାରୀଙ୍କୁ ଠିକ୍ ସମୟରେ ମଜୁରୀ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମନରେଗା ହିତାଧୀକାରୀଙ୍କୁ ଠିକ୍ ସମୟରେ ମଜୁରୀ ମିଳିପାରୁନି । ତେଣୁ ସେମାନଙ୍କୁ…
Read More...

ଉମରକୋଟ୍ ହତ୍ୟାକାଣ୍ଡର ଡେମୋ ଦେଖାଇଲେ ହତ୍ୟାକାରୀ: ପୁଲିସକୁ କହିଲା କେମିତି ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା

କନକ ବ୍ୟୁରୋ: ହତ୍ୟାକାଣ୍ଡର ଡେମୋ ଦେଖାଇଲେ ହତ୍ୟାକାରୀ । କେମିତି ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା । କେଉଁଠି ଫୋପାଡି ଥିଲେ ହତ୍ୟାରେ ବ୍ୟବହୃର ଟାଙ୍ଗିଆ । ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିୟଏସନ କରିଛି ପୁଲିସ । ନବରଙ୍ଗପୁର ଜିଲ୍ଲାର ଉମରକୋଟ୍ରେ ଗୁଣି ଗାରେଡି ସନ୍ଦେହରୁ…
Read More...

ବୈପାରୀଗୁଡାରେ ବଡ଼ ଧରଣର ବ୍ୟାଙ୍କ ଠକେଇ: ଆଦିବାସୀ ଜମାକାରୀଙ୍କ ଟଙ୍କା ହଡପ କରି ଅନଲାଇନ୍ ଗେମ୍ ଖେଳୁଥିଲେ ବ୍ୟାଙ୍କ…

କନକ ବ୍ୟୁରୋ: ବଡ଼ ଧରଣର ବ୍ୟାଙ୍କ ଠକେଇ । ଆଉ ଠକେଇ ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ଖୋଦ୍ ବ୍ୟାଙ୍କ କର୍ମଚାରୀ । ନିରିହ ଆଦିବାସୀଙ୍କ ଜମା ଟଙ୍କାକୁ ନେଇ ଅନଲାଇନରେ ଗେମ୍ ଖେଳୁଥିଲେ । କେତେବେଳେ କ୍ରିକେଟରେ ସଟାବାଜି ତ ଆଉ କେତେବେଳେ କସିନୋ ଖେଳ, ଅନେକ ଭିଡ଼ିଓ ଗେମରେ ଲଗାଉଥିଲେ ଟଙ୍କା ।…
Read More...

ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ଦୁଇ ଦେଶର ସମ୍ପର୍କକୁ…

କନକ ବ୍ୟୁରୋ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଛନ୍ତି । ଏହାସହ ଓ୍ୱେଷ୍ଟର୍ଣ୍ଣ ସିଡନୀ ବିଶ୍ୱବିଦ୍ୟାଳୟ(ଡବ୍ଲୁଏସୟୁ)ରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟରଙ୍କ ସହ ଅଷ୍ଟ୍ରେଲିଆ…
Read More...