Browsing Category

ନ୍ୟୁଜ୍

ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ । ଭୁଲ ତଥ୍ୟ ଆଧାରରେ ଲୋକଙ୍କ ଭ୍ରମିତ ନ କରିବାକୁ ଚେତାବନୀ

କନକ ବ୍ୟୁରୋ : ପତଞ୍ଜଳୀ କମ୍ପାନୀ ନାମରେ ସାରା ଦେଶର ନିଜର ବିଶାଳ ବ୍ୟବସାୟ ସାମ୍ରାଜୀ ତିଆରି କରିଥିବା ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟ ତାଗିଦ କରିଛନ୍ତି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି କି ଏଲୋପାଥି ବିରୋଧରେ ଲୋକଙ୍କୁ ଭ୍ରମିତ କରାଯିବା ଉଚିତ୍ ନୁହେଁ । ଏହାସହ କୋର୍ଟ ଯୋଗଗୁରୁ…
Read More...

ଜମ୍ମୁକାଶ୍ମୀରରେ ଅଣସ୍ଥାନୀୟ ଲୋକଙ୍କ ଭୋଟଦାନ ଅଧିକାର ପ୍ରସଙ୍ଗ, ସର୍ବଦଳୀୟ ବୈଠକ ଡାକିଲେ ମେହେବୁବା ମୁଫତି।

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ଅଣସ୍ଥାନୀୟ ଲୋକଙ୍କୁ ଭୋଟଦାନ ଅଧିକାର ମିଳିଛି । ଏହାକୁ ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି । ବୁଧବାର କାଶ୍ମୀରରେ ଅଣସ୍ଥାନୀୟ ଲୋକଙ୍କୁ ଭୋଟଦାନର ଅଧିକାର ନେଇ ଘୋଷଣା ହୋଇଥିଲା । ଏହାକୁ ବିରୋଧ କରି ମେହବୁବା…
Read More...

ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ୫ ଜିଲ୍ଲାର ସ୍ଥିତି କଲେ ଅନୁଧ୍ୟାନ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର…
Read More...

ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ହୀରାକୁଦର ୧୨ଟି ଗେଟ୍ । ଗେଟ୍ ବନ୍ଦ ହେବା ପରେ କମିବ ଆଉଟ୍ ଫ୍ଲୋ । ସୂଚନା ଦେଲେ…

କନକ ବ୍ୟୁରୋ: ଆଜି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ହୀରାକୁଦର ୧୨ଟି ଗେଟ୍ । ବର୍ତ୍ତମାନ ମୋଟ୍ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହେଲେ ସନ୍ଧ୍ୟା ୫ଟା ଭିତରେ ୧୨ଟି ଗେଟ୍ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ…
Read More...

ବର୍ଷା ଓ ବନ୍ୟା ସ୍ଥିତିକୁ ନେଇ ସତର୍କ ହେଲା ଗଣଶିକ୍ଷା ବିଭାଗ, ପୁରୀ ଜିଲ୍ଲାରେ ଆଉ ଦୁଇଦିନ ସ୍କୁଲ ବନ୍ଦ । 

କନକ ବ୍ୟୁରୋ: ପୁରୀ ଜିଲ୍ଲାରେ ଆଉ ୨ଦିନ ସ୍କୁଲ ବନ୍ଦ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ୧୯ ଓ ୨୦ ତାରିଖ ଦୁଇ ଦିନ ସ୍କୁଲ ବନ୍ଦ ରହିବ । ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ପରେ ବନ୍ୟା…
Read More...

ଆସନ୍ତାକାଲି ସକାଳେ ଅବପାତର ରୂପ ନେବ ଲଘୁଚାପ । ଉତ୍ତର-ପଶ୍ଚିମ ଦିଗରେ କରିବ ଗତି । ପ୍ରବଳ ବର୍ଷା ନେଇ ଓଡ଼ିଶାକୁ ରେଡ୍…

କନକ ବ୍ୟୁରୋ: ଉତ୍ତର-ପୂର୍ବ ବଙ୍ଗୋପସାଗରେ କେନ୍ଦ୍ରୀଭୂତ ହୋଇଛି ଲଘୁଚାପ । ଏହା ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ୱେଲମାର୍କ ଲୋ-ପ୍ରେସର ଏରିୟାରେ ପରିଣତ ହେବ । କାଲି ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ତେବେ ଅବପାତରେ ପରିଣତ ହେବା ପରେ…
Read More...

ଡୋନାଲ୍ଡ ଟ୍ରମ୍ପଙ୍କ ୩୬ ଘଣ୍ଟାର ଭାରତ ଗସ୍ତ ପାଇଁ କେନ୍ଦ୍ର ଖର୍ଚ୍ଚ କରିଛି ୩୮ ଲକ୍ଷ, ଆରଟିଆଇରେ ବଡ ଖୁଲାସା …

କନକ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତଗସ୍ତକୁ ନେଇ ବଡ ଖୁଲାସା ହୋଇଛି । ଆରଟିଆଇ ତଥ୍ୟ ଅନୁସାରେ ଭାରତ ସରକାର ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରେ ତାଙ୍କର ରହିବା, ଖାଇବା, ଲଜିଷ୍ଟିକ ଖର୍ଚ୍ଚ ସାମିଲ ରହିଛି । ଜଣେ…
Read More...

ବିଗିଡିଲା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା , ହାର୍ଟରେ ଅସୁବିଧା ସହ ବ୍ରେନ୍ ଡେଡ୍ ଅବସ୍ଥା

କନକ ବ୍ୟୁରୋ : ପରିଚିତ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଏବେ ବଡ ଖବର ଆସିଛି । କୁହାଯାଉଛି କି, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବାସ୍ଥା ପୂର୍ବଠାରୁ ଅଧିକ ଖରାପ ହେବାରେ ଲାଗିଛି । ତାଙ୍କ ବ୍ରେନ ପାଖା ପାଖି ଡେଡ୍ ସ୍ଥିତିରେ ରହିଛି । ଏନେଇ ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ…
Read More...

ରାଜଧାନୀରେ ଚାଞ୍ଚଲ୍ୟ । ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ।

କନକ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ । ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗର ଅଞ୍ଚଳରେ ୨୪ ନମ୍ବର ପ୍ଲଟରୁ ମହିଳାଙ୍କ ଦଗ୍ଧ ଶରୀର ଉଦ୍ଧାର ହୋଇଛି । ଏହି ୫୨ ବର୍ଷର୍ୀୟ ମହିଳା ହେଉଛନ୍ତି ମିନୁଶ୍ରୀ ପ୍ରହରାଜ । ମହିଳା ଜଣଙ୍କୁ…
Read More...

ଲଘୁଚାପ ବର୍ଷାକୁ ନେଇ ଆଇଏମଡି ଡିଜିଙ୍କ ସୂଚନା । କହିଲେ, ୧୯ ଓ ୨୦ ତାରିଖ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଉତ୍ତର ପୂର୍ବ ଓ ପାଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଏହାର ପ୍ରଭାବରେ ରାଜ୍ୟରେ ଦୁଇ ଦିନ ଧରି ବର୍ଷା ହେବ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା…
Read More...