Browsing Category

ନ୍ୟୁଜ୍

ରାଜଧାନୀରେ ଡ୍ରେନ ଓ ଫୁଟପାଥ ଉପରେ ଉଠାଦୋକାନ ମନା। ପାର୍କିଂ ବ୍ୟବସ୍ଥା ନଥିଲେ କେବଳ ପାର୍ସଲକୁ ଅନୁମତି।

କନକ ବ୍ୟୁରୋ: ରାଜଧାନୀ ଉଠାଦୋକାନୀଙ୍କୁ ବିଏମ୍ସିର ଛାଟ । ଫୁଟପାଥ, ଡ୍ରେନ୍ କଡରେ ଫୁଡଷ୍ଟଲ ମନା । ରାଜଧାନୀ ରାସ୍ତାକଡରେ ଠେଲା ଲଗାଇ ବିକ୍ରି ଉପରେ ବିଏମସି କଟକଣା ଜାରି କରିଛି । ଏନେଇ ନୂଆ ନିୟମ ଜାରି କରିଛି ବିଏମ୍ସି । ରାସ୍ତାକଡରୁ ନେଇ ଫୁଟପାଥ ଓ ଡ୍ରେନ୍ ଆଦି ଉପରେ ଖୋଲୁଥିବା ଖାଇବା…
Read More...

କନକ ନ୍ୟୁଜ୍ ହାତରେ ଲାଗିଲା ହନିଟ୍ରାପର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ନାଗଙ୍କ ମେସେଞ୍ଜର ଚାଟ୍। ପ୍ରତିପତିଶାଳୀ ଲୋକଙ୍କୁ…

କନକ ବ୍ୟୁରୋ: କନକ ନ୍ୟୁଜ୍ ହାତରେ ଲାଗିଲା ରାଜଧାନୀରେ ଚାଲିଥିବା ହନିଟ୍ରାପର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ନାଗଙ୍କ ମେସେଞ୍ଜର ଚାଟ୍ । ଏହି ଚାଟରେ ରହିଛି ସେ କେମିତି ପ୍ରତିପତିଶାଳୀ ଲୋକଙ୍କୁ ଫସାଇବା ପାଇଁ ବିଭିନ୍ନ ପ୍ରକାରର ବାହାନା କରୁଥିଲେ । ଆଉ ସ୍ୱାମୀଙ୍କ ଅସୁସ୍ଥତାର ଫଟୋ ଛାଡି ଧନୀ…
Read More...

ରୋଜଗାର ପରେ ଏବେ ଜାତିପ୍ରଥାକୁ ନେଇ ମତ ରଖିଲେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, ଜାଣନ୍ତୁ କଣ କହିଲେ

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତଥା ଆରଏସଏସ ପ୍ରମୁଖ ମୋହନ ଭାଗବତ ଏବେ ସଂରକ୍ଷଣକୁ ନେଇ ଦେଇଥିବା ବୟାନ ଚର୍ଚ୍ଚା ହେଉଛି । ଶୁକ୍ରବାର ଦିନ ଭାଗବତ ନାଗପୁର ଠାରେ ଏକ ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେଇ ସଂରକ୍ଷଣ ବ୍ୟବସ୍ଥା ଶେଷ କରାଯାଉ ବୋଲି ଆବେଦନ କରିଛନ୍ତି । ସେ କହିଛନ୍ତି…
Read More...

ନାସିକରେ ଯାତ୍ରୀବାହି ବସରେ ଅଗ୍ନିକାଣ୍ଡ, ସହାୟତା ଘୋଷଣା କଲେ ରାଜ୍ୟ ସରକାର। ଟ୍ୱିଟ କରି ଶୋକପ୍ରକାଶ କଲେ…

କନକ ବ୍ୟୁରୋ: ମହାରାଷ୍ଟ୍ର ନାସିକରେ ଯାତ୍ରୀବାହି ବସରେ ଭୟାବହ ଅଗ୍ନିକାଣ୍ଡ । ଜୀବନ୍ତ ଜଳିଗଲେ ୧୧ଜଣ, ଏହାସହ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଏହାସହ ମୃତକଙ୍କ ପରିବାରକୁ…
Read More...

ବରିଷ୍ଠ ବିଜେପି ନେତାଙ୍କ ପାଦ ଧୋଇଦେଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଭିଡ଼ିଓ ହେଲା ଭାଇରାଲ, ଜାଣନ୍ତୁ ପୂରା…

କନକ ବ୍ୟୁରୋ :ଆସମର ଗୌହାଟୀରେ ବିଜେପିର ନୂଆ ଦଳୀୟ କାର୍ଯ୍ୟାଳୟର ଉଦଘାଟନ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନୂଆ କାର୍ଯ୍ୟାଳୟର ଉଦଘାଟନ ହୋଇଛି । ତେବେ ଏହି ଉଦଘାଟନ ସମାରୋହରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା…
Read More...

ଆସିଲାନି ଆମ୍ବୁଲାନ୍ସ, ମାଲବୁହା ଅଟୋ ଡାଲାରେ ହସ୍ପିଟାଲକୁ ବୁହାହେଲେ ଯୁବକ।  

କନକ ବ୍ୟୁରୋ:  ଅସୁବିଧା ବେଳେ ମିଳିଲାନି ଆମ୍ବୁଲାନ୍ସ । ପରିବା ବୁହା ଡାଲାରେ ହସ୍ପିଟାଲ ଗଲେ ଗୁରୁତର ଯୁବକ । ପୁରୀ ଜିଲ୍ଲା କଣାସ ବ୍ଲକ ଜଙ୍କିଆଗଡ ସାହି ଛକରେ ଗତକାଲି ଏକ ଦୁର୍ଘଟଣାରେ ହୋଇଥିଲେ ଆହତ । ପଲସର ବାଇକରେ ଘରକୁ ଫେରୁଥିବା ବେଳେ ପଥରରେ ପିଟି ହୋଇଯିବାରୁ ଦୁର୍ଘଟଣା ଘଟିଥିଲା ।…
Read More...

ତିଗିରିଆରେ ଫ୍ଲାଇଂ ସ୍କ୍ୱାର୍ଡ ଓ ଅବକାରୀ ଟିମର ମିଳିତ ଚଢ଼ାଉ। ଶହ ଶହ ଲିଟର ଦେଶୀ ମଦ ନଷ୍ଟ।

କନକ ବ୍ୟୁରୋ: ଅବକାରୀ ବିଭାଗ ନଷ୍ଟ କଲା ଦେଶୀ ମଦ । କଟକ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗାଁରେ ଅବକାରୀ ବିଭାଗ ଚଢାଉ କରିଛି । ଏହାପରେ ଶହ ଶହ ଲିଟର ଦେଶୀ ମଦ ଜବତ କରିଛି । ସମସ୍ତ ମଦକୁ ଘର ବାହାରେ ଫିଙ୍ଗି ନଷ୍ଟ କରିଛି ଅବକାରୀ ବିଭାଗ । ଘରେ ତାଲା ପଡିଥିବା ଦେଖି ସନ୍ଦେହ କରିଥିଲା…
Read More...

ଉନ୍ମୋଚନ ହେଲା ବାୟୁସେନାର ନୂଆ ୟୁନିଫର୍ମ, ପ୍ରତିଷ୍ଠା ଦିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

କନକ ବ୍ୟୁରୋ: ଭାରତୀୟ ବାୟୁସେନା ଶନିବାର ନିଜର ୯୦ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଚଣ୍ଡିଗଡରେ ଏହି ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଅବସରରେ ଭାରତୀୟ…
Read More...

ଋଷିଆ ଏବଂ କ୍ରିମିଆ ସୀମାରେ ବଡଧରଣର ବିସ୍ଫୋରଣ। ମାଲବାହୀ ଟ୍ରେନରେ ଭୟଙ୍କର ବିସ୍ଫୋରଣ।

କନକ ବ୍ୟୁରୋ: ଋଷ ଏବଂ କ୍ରିମିଆକୁ ଯୋଡୁଥିବା ବ୍ରିଜରେ ବିସ୍ଫୋରଣ ହୋଇଛି । ଋଷ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଦୁଇ ଦେଶକୁ ଯୋଡୁଥିବା ଏହି ମୁଖ୍ୟ ବ୍ରିଜରେ ଶନିବାର ବିସ୍ଫୋରଣ ହୋଇଛି । ମାଲବାହୀ ଟ୍ରେନର ଫ୍ୟୁଏଲ ଟ୍ୟାଙ୍କରେ ବିସ୍ଫୋରଣ ହୋଇଥିଲା । ତେବେ କେଉଁ କାରଣରୁ ଏହି ବିସ୍ଫୋରଣ…
Read More...

କଳାହାଣ୍ଡିରୁ କେମିତି ଆସି ଅର୍ଚ୍ଚନା ବନିଲେ କଳାସାମ୍ରାଜ୍ୟର ମାଲିକାଣୀ। ପଛରେ ରହିଛି କାହାର ହାତ?

କନକ ବ୍ୟୁରୋ: ରାଜଧାନୀରେ ହନିଟ୍ରାପ ଚଳାଇଥିବା ଅର୍ଚ୍ଚନା ନାଗଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । କଳାହାଣ୍ଡିରୁ କେମିତି ଆସି କଳାସାମ୍ରାଜ୍ୟର ମାଲିକାଣୀ ବନିଥିଲେ ଅର୍ଚ୍ଚନା । ତାଙ୍କ ପଛରେ କାହାର ହାତ ରହିଛି । ପୁଲିସ ଜବତ କରିଥିବା ପେନଡ୍ରାଇଭ ଓ ମୋବାଇଲରେ କେଉଁ ବିଶିଷ୍ଟ…
Read More...