Browsing Category

ନ୍ୟୁଜ୍

ଆଜି ଆଲୋକର ପର୍ବ ଦୀପାବଳି : ବିଭିନ୍ନ ମଣ୍ଡପରେ ପୂଜା ପାଇବେ ମା’ କାଳୀ

କନକ ବ୍ୟୁରୋ : ଆଜି ଆଲୋକର ପର୍ବ ଦୀପାବଳି । କରୋନା କଟକଣା ହଟିବା ପରେ ଦୁଇ ବର୍ଷ ଧୁମଧାମରେ ପାଳିତ ହେବ ଦୀପାବଳି । ଦୀପାବଳି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । ବାଣ କିଣିବା ପାଇଁ ଦୋକାନରେ ନାହିଁ ନଥିବା ଗହଳି ଦେଖିବାକୁ ମିଳିଛି । ଘର ଗୁଡ଼ିକ ରଙ୍ଗୋଲିରେ ସଜେଇ ହେବ । ଚଳିତ…
Read More...

ଭୋଳା ପାଇଁ ଭୋଜି । ଷଣ୍ଢର ଏକାଦଶାହରେ ସ୍ୱତନ୍ତ୍ର ଆୟୋଜନ । ଆୟୋଜନ ହେଲା ଭୋଜିଭାତ

କନକ ବ୍ୟୁରୋ: ରାଜଧାନୀରେ ଷଣ୍ଢର ଏକାଦଶାହ ପାଳନ ଏବେ ସାରା ସହରରେ ଚର୍ଚ୍ଚା ସୃଷ୍ଟି କରିଛି । ନିଳାଦ୍ରିବିହାର ଅଞ୍ଚଳର ଜଣେ ବ୍ୟକ୍ତି ନିଜ ପାଳିତ ଷଣ୍ଢର ମୃତ୍ୟୁ ପରେ ଶୁଦ୍ଧିକ୍ରିୟା କରିଛନ୍ତି । ଏଥିରେ ହୋମ ଯଜ୍ଞ, ନାମ ସଙ୍କୀର୍ତନ ସହ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।…
Read More...

ଧନତେରାସରେ ସୁନା କିଣିବା ଉପରେ ଉତ୍ସାହ ଦେଖାଇଲେ ଲୋକ । ସୁନା ଦୋକାନୀଙ୍କ ଲୋଭନୀୟ ଅଫର ବର୍ଷା । 

କନକ ବ୍ୟୁରୋ: ଧନତେରାସରେ ଚମକିଛି ସୁନା ବଜାର । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ଅଳଙ୍କାର ଦୋକାନର ଗ୍ରାହକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ସେପଟେ ଧନତେରାସ ଅବସରରେ ବିଭିନ୍ନ ଜୁଏଲାରୀ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା ମଧ୍ୟ ଗ୍ରାହକଙ୍କୁ ସୁନା ଦୋକାନକୁ ଟାଣି ନେଇଛି ।…
Read More...

୨୫ ତାରିଖ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ । କାଲି ରାତି ୧୨ଟାରୁ ଆରମ୍ଭ ହେବ ଦ୍ୱାରଫିଟା ନୀତି । ସକାଳ…

କନକ ବ୍ୟୁରୋ: କାର୍ତ୍ତିକ ମାସ ପାଇଁ ପୁରୀରେ ଏବେ ହବିଷ୍ୟାଳିଙ୍କ ଭିଡ ଜମିଛି । ଆଉ ଆସନ୍ତା ୨୫ତାରିଖରେ ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । ୨୫ ତାରିଖ ପାଇଁ ଆସନ୍ତାକାଲି ରୀତିରୁ ଆରମ୍ଭ ହେବ ନୀତିକାନ୍ତି । ସେହିପରି ପରାଗ ଯୋଗୁଁ ପୟୋଶ୍ରାଦ୍ଧ…
Read More...

ଅଯୋଧ୍ୟାରେ ରାମ, ସୃଷ୍ଟି କଲା ତ୍ରେତୟାର ଭ୍ରମ । ଦୀପାବଳି ପୂର୍ବ ସଂଧ୍ୟାରେ ଅଯୋଧ୍ୟାରେ ଦୀପାବଳି ପାଳିଲେ…

କନକ ବ୍ୟୁରୋ: ଲକ୍ଷ ଲକ୍ଷ ଦୀପ ଜାଳି ଅଯୋଧ୍ୟା ନଗରୀ ପାଳୁଛି ଦୀପୋତ୍ସବ । ଆଉ ରାମମୟ ହୋଇଛି ଅଯୋଧ୍ୟା ନଗରୀ । ଦୀପ ଆଲୁଅରେ ଆଲୋକିତ ହୋଇଛି ୪୦ଟି ଘାଟ । ଆଉ ମଞ୍ଚ ଉପରେ ଉପସ୍ଥିତ ଭଗବାନ ଶ୍ରୀରାମ, ଲକ୍ଷ୍ମଣ ଏବଂ ସୀତାଙ୍କ ପ୍ରତୀକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି…
Read More...

ବିରାଟ ବିଜୟ ପରେ କୋହଲିଙ୍କ ପାଇଁ ଅନୁଷ୍କା ଲେଖିଲେ ଇନଷ୍ଟାଗ୍ରାମ ପୋଷ୍ଟ । ଶୁଣନ୍ତୁ, ନିଜ ସ୍ୱାମୀଙ୍କ ପାଇଁ ସୋସିଆଲ୍…

କନକ ବ୍ୟୁରୋ: ଟି ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ଉପରେ ବଡ଼ ବିଜୟ ପରେ ସାରା ଭାରତ ଖୁସିରେ ଝୁମୁଛି । ଆଉ ଏହି ବିଜୟର କର୍ଣ୍ଣଧାର ପାଲଟିଛନ୍ତି ବିରାଟ କୋହଲି । କିଙ୍ଗ କୋହଲିଙ୍କ ବ୍ୟାଟିଂ କରିସ୍ମାରେ ପାକିସ୍ତାନର ବିଜୟର ସ୍ୱପ୍ନ ଧୂଳିସାତ ହୋଇଯାଇଛି । ସାରା ଭାରତରୁ ପ୍ରଶଂସାର ସୁଅ…
Read More...

କେନ୍ଦ୍ରାପଡ଼ା ମହିଳାଙ୍କୁ ଆତ୍ମନିର୍ଭର କରୁଛି ଧୂପକାଠି ଓ ଫିନାଇଲ ବ୍ୟବସାୟ । କଟକରୁ କଂଚାମାଲ ଆଣି ଗାଁରେ ପ୍ରସ୍ତୁତ…

କନକ ବ୍ୟୁରୋ : ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଧୂପକାଠି ଓ ଫିନାଇଲ ବ୍ୟବସାୟ । ବଳକା ସମୟକୁ ଅପବ୍ୟୟ ନକରି ଧୂପକାଠି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି କେନ୍ଦ୍ରାପଡ଼ା ସାନତେରଗାଁର ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ଗୋଷ୍ଠୀର ୧୨ ଜଣ ସଦସ୍ୟା ଧୂପକାଠି ଓ…
Read More...

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ବାତ୍ୟାର ରୂପ ନେଲା ଗଭୀର ଅବପାତ । ସମୁଦ୍ର ଭିତରେ ମୋଡ ବଦଳାଇ ଉତ୍ତର ପୂର୍ବ ଦିଗରେ…

କନକ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ଅର୍ଥାତ୍ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ସିତ୍ରାଙ୍ଗ ସୃଷ୍ଟି ହୋଇଛି । ଆଜି ଅବପାତ ଗଭୀର ଅବପାତରେ ପରିଣତ ହେବା ପରେ ଆହୁରି ଘନୀଭୂତ ହୋଇ ବାତ୍ୟା ସିତ୍ରାଙ୍ଗର ରୂପ ନେଇଛି । ଏବେ ପୂର୍ବ…
Read More...

ଫୁଲ, ଫଳ ଓ ବିଭିନ୍ନ ଔଷଧୀୟ ଗଛରେ ସଜେଇ ହୋଇଛି ପରିବେଶ । ଏହା ମଧ୍ୟରୁ ନିଜର ରୋଜଗାର ବାହାର କରୁଛନ୍ତି ଯୁବକ

କନକ ବ୍ୟୁରୋ : ଫୁଲ, ଫଳ ଓ ବିଭିନ୍ନ ଔଷଧୀୟ ଗଛରେ ସଜେଇ ହୋଇଛି ପରିବେଶ । ଆଉ ରାସ୍ତାରେ ଯାଉଥିବା ଲୋକଙ୍କୁ ଘଡ଼ିଏ ଅଟକାଇଦେଉଛି ଏହି ଚାରାଗଛ । ଲାଗୁଛି ସତେ ଯେମିତି କୌଣସି ଏକ ବଗିଚାରେ ଫୁଲ ଫୁଟିଛି । ନାଲି, ନେଳି, ହଳଦିଆ, ଧଳା ତଥା ଅନ୍ୟାନ୍ୟ ରଙ୍ଗର ଫୁଲ ସହ ବିଭିନ୍ନ ପ୍ରକାରର…
Read More...

ଝାରପଡା ଜେଲରେ ବଣ୍ଟି-ବବଲି । ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନୂଆ ଠିକଣା ପାଲିଟିଛି…

କନକ ବ୍ୟୁରୋ: ରାଜଧାନୀରେ ହନିଟ୍ରାପ ମାମଲାରେ ଗିରଫ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଏବେ ଝାରପଡା ଜେଲରେ ଅଛନ୍ତି । ଜେଲର ମାନୁଆଲ ଅନୁସାରେ ଯଦି ସ୍ୱାମୀ ସ୍ତ୍ରୀ ଗୋଟିଏ ଜେଲରେ ରହିଥାନ୍ତି, ତେବେ ସପ୍ତାହକୁ ଥରେ ସାକ୍ଷାତ ବ୍ୟବସ୍ଥା ରହିଛି । ତେଣୁ ଜେଲରେ ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମଧ୍ୟରେ…
Read More...