Browsing Category

ନ୍ୟୁଜ୍

ଖବର ପ୍ରସାରଣ ପରେ ପଡିଲା ପ୍ରଭାବ: ଆବର୍ଜନା ମୁକ୍ତ ହେଲା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ

କନକ ବ୍ୟୁରୋ: ଖବର ପ୍ରସାରଣ ପରେ ପଡିଲା ପ୍ରଭାବ । ଆବର୍ଜନା ମୁକ୍ତ ହେଲା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ । ପୁଷ୍କରିଣୀରେ କୁଢ କୁଢ ଆବର୍ଜନା କରି ରହିଥିଲା । କାର୍ତ୍ତିକ ମାସରେ ଆବର୍ଜନା ପଡିବା ନେଇ ହବିଷିଆଳି ମାନେ ଅଭିଯୋଗ ଆଣିଥିଲେ । ପୂର୍ବରୁ ମଧ୍ୟ ପୁଷ୍କରିଣୀ ସଫା ନେଇ ବହୁବର…
Read More...

ପୁଅ ମୃତ୍ୟୁରେ ନ୍ୟାୟ ପାଇଲେନି ପରିବାର: ପୁଲିସ ଗାଡି ଦୁର୍ଘଟଣାକୁ ରିପୋର୍ଟରେ ଦର୍ଶାଇଲେ ମଇଁଷି ଧକ୍କାରେ ହୋଇଛି…

କନକ ବ୍ୟୁରୋ: ସତ ଘଟଣାରେ ଦିଆଯାଇଛି ଫେକ୍ ଫାଇନାଲ ରିପୋର୍ଟ । ନ୍ୟାୟ ପାଇଲେନି ପରିବାର ଲୋକେ । ମାଲକାନଗିରି ଜିଲ୍ଲା ମାଥିଲିରୁ ପୁଲିସ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ମିଛ ବୋଲି ଅଭିଯୋଗ ଆଣଛନ୍ତି ପରିବାର ଲୋକେ । ନିଜ ମୁଣ୍ଡରୁ ପୁଲିସ ଦୋଷ ଛଡାଇ ଦେଇଛି । ଅଭିଯୋଗ ଅନୁସାରେ ୨୦୨୦ ମସିହା…
Read More...

କାମ ନାଁରେ ଅର୍ଥ ବାଟମାରଣା: ଉଦ୍ୟାନ ବିଭାଗ ନାଁରେ ଅର୍ଥ ଆତ୍ମସାତ୍ ଅଭିଯୋଗ

କନକ ବ୍ୟୁରୋ: କାମ ଦେବା ନାଁରେ ଚାଷୀଙ୍କ ଅର୍ଥ ବାଟମାରଣା । ଉଦ୍ୟାନ ବିଭାଗ ଟଙ୍କା ହେରଫେର କରି ୧୯ଲକ୍ଷ ଆତ୍ମସାତ୍ କରିଦେଇଥିବା ହୋଇଛି ଅଭିଯୋଗ । କାଜୁ ଚାରା ରୋପଣ ନାଁରେ ଟଙ୍କା ଆସିଛି ହେଲେ ପଡ଼ିଆ ପଡିଛି ଖାଲି । ଗୋଟିଏ ବି କାଜୁ ଗଛ ନଥିବା ଦେଖିବାକୁ ମିଳିଛି । କେନ୍ଦୁଝରର ମୁଣ୍ଡୁଳି…
Read More...

ପୁଲିସଙ୍କ ଘରୁ କଳାକନା ବୁଲେଇଲେ ଲୁଟେରା: ରାତିଅଧରେ ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା 

କନକ ବ୍ୟୁରୋ: ପୁଲିସ ଘରୁ ଚୋରି  । ଖୋଦ୍ ପୁଲିସ ଘରୁ ଝରକା ଗ୍ରୀଲ ତାଡି ସୁନା ଗହଣା ଲୁଟି ନେଇଛନ୍ତି ଲୁଟେରା । ଖୋର୍ଦ୍ଧା ବେଗୁନିଆ ଥାନା ଅଂଚଳରେ ଦିନକୁ ଦିନ ଲୁଟ ତରାଜ ବଢିଚାଲିଥିବା ବେଳେ ଅଭିଯୁକ୍ତ ପାଖରେ ପହଂଚିପାରୁନି ପୁଲିସ । ସେହିଭଳି ବେଗୁନିଆରେ ଜଣେ ପୁଲିସଙ୍କ ଘରୁ ଲୁଟେରା…
Read More...

ଓଡିଶା ଉପକୂଳ ଛୁଇଁବନି ବାତ୍ୟା: ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ପ୍ରତିକ୍ରିୟା । ଆସନ୍ତା କାଲି ଅବପାତର ରୂପ ନେବ । ୨୩ ଅକ୍ଟୋବରର ସୁଦ୍ଧା ତୀବ୍ର ଅବପାତ ରୂପ ଆକଳନ । ୨୪ ତାରିଖରେ ସାମୁଦ୍ରିକ ଝଡ ରୂପ ନେଇପାରେ । ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ୨୫ ସନ୍ଧ୍ୟା ସୁଦ୍ଧା…
Read More...

ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଗିରଫ ପରେ କୋର୍ଟ ଚାଲାଣ: ସେପଟେ ଖସିଗଲେ ଖଗେଶ୍ୱର, କାହିଁକି ମୁହଁ ଖୋଲୁନି…

କନକ ବ୍ୟୁରୋ: ଗିରଫ ହେବା ପରେ କୋର୍ଟ ଚାଲାଣ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ମୁହଁ ଖୋଲିଲାନି ଜଗବନ୍ଧୁ । ଗଣମାଧ୍ୟମର ପ୍ରଶ୍ନର ଉତର ନଦେଇ ଏଡେଇ ଚାଲିଗଲେ ଅର୍ଚ୍ଚନାଙ୍କ ସ୍ୱାମୀ । ସମଗ୍ର ଘଟଣା ଭିତରେ ଜଗବନ୍ଧୁୁ ଧରାପଡିଯାଇଥିବା ବେଳେ ଖସିଗଲେ ସହଯୋଗୀ ଖଗେଶ୍ୱର । ଜେରା ପରେ…
Read More...

ବଡ ମ୍ୟାଚ ପୂର୍ବରୁ ପାକିସ୍ତାନକୁ ଶକ୍ତ ଝଟକା । ଦଳରୁ ବାଦ ପଡିଲେ ଷ୍ଟାର ଖେଳାଳୀ, ଭାରତକୁ ମିଳିବ କି ଫାଇଦା?

କନକ ବ୍ୟୁରୋ: ଦିନ ପରେ  ମେଲବୋର୍ଣ୍ଣରେ ମହାଲଢେଇ । ସାମ୍ନାସାମ୍ନି ହେବେ ଦୁଇ ଚୀର ପ୍ରତିଦ୍ୱନ୍ଦୀ । ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଉତ୍ସାହିତ ଉଭୟ ଦେଶର ଫ୍ୟାନ୍ସ । ଆଉ ମାତ୍ର ଗୋଟିଏ ଦିନ ପରେ ଆରମ୍ଭ ହେବ ଟି୨୦ କ୍ରିକେଟର ମହାକୁମ୍ଭ । ତେବେ ସମସ୍ତ କ୍ରିକେଟ ଫ୍ୟାନ୍ସଙ୍କ ନଜର…
Read More...

ଟି-୨୦ ବିଶ୍ୱକପ: ନିର୍ଣ୍ଣୟ ହେଲା ସୁପର-୧୨ ଟିମ୍, ଭାରତ ସହ ରହିଲେ ଏହି ଦୁଇ ଦଳ 

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ସୁପର ୧୨ ପାଇଁ ସବୁ ଟିମର ନିର୍ଣ୍ଣୟ ସରିଛି । ଜିମ୍ବାୱେ ସୁପର ୧୨ରେ ପ୍ରବେଶ କରିଥିବା ଶେଷ ଟିମ୍ । ସ୍କଟଲାଣ୍ଡକୁ ୫ ୱିକେଟରେ ହରାଇ ଜିମ୍ବାୱେ ସୁପର ୧୨ରେ ପ୍ରବେଶ କରିବାରେ ସଫଳ ହୋଇଛି । ଜିମ୍ବାୱେ ପୂର୍ବରୁ ଶ୍ରୀଲଙ୍କା, ନେଦରଲାଣ୍ଡ ଓ ଆୟର୍ଲାଣ୍ଡ ସୁପର…
Read More...

ପାକିସ୍ତାନ ଇସି ଅଫିସ ସାମ୍ନାରେ ଫାୟାରିଂ: ଇମ୍ରାନ ଖାନଙ୍କ ସଦସ୍ୟତା ରଦ୍ଦ ପରେ ଉତ୍ତେଜନା

କନକ ବ୍ୟୁରୋ: ପାକିସ୍ତାନ ଇସଲାମାବାଦ ଇସି ଅଫିସ ସାମ୍ନାରେ ଗୁଳିକାଣ୍ଡ । ଇମ୍ରାନ ଖାନଙ୍କ ସଦସ୍ୟତା ରଦ୍ଦ ପରେ ଉତ୍ତେଜନା । ଇମ୍ରାନଙ୍କ ବିରୋଧରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଆଯାଇଥିବା ଅଭିଯୋଗ । ଅମ୍ରାନଙ୍କ ସମର୍ଥକ ଏହି ଫାୟରିଂ କରିଥିବା କୁହାଯାଇଛି । ତେବେ ଏହି ଘଟଣା ପାଇଁ ନିର୍ବାଚନ…
Read More...

ଅନ୍ୟ ସହରରେ କେବେ ସୁଦ୍ଧା ଆରମ୍ଭ ହେବ ୫ଜି ସେବା? କଣ ରହିଛି ଜିଓ ଏବଂ ଏୟାରଟେଲର ପ୍ରସ୍ତୁତି ।

କନକ ବ୍ୟୁରୋ: ୫ଜି ସେବା ଭାରତରେ ଆରମ୍ଭ ହୋଇସାରିଛି । ତେବେ କେବଳ ଏହା ୮ଟି ସହରରେ ଉପଲବ୍ଧ ହେଉଛି । ତେବେ ସମସ୍ତ ୟୁଜର୍ସଙ୍କୁ ମଧ୍ୟ ୫ଜି ସେବା ମିଳିପାରୁନାହିଁ । ସେପଟେ ଟେଲିକମ କମ୍ପାନୀ ଏହି ସେବାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ତେବେ ଅନେକ ସମୟରେ ପ୍ରଶ୍ନ…
Read More...