Browsing Category

ନ୍ୟୁଜ୍

ଲଘୁଚାପ ଜନିତ ଲଗାଣ ବର୍ଷା ଭାଙ୍ଗିଲା ଚାଷୀର ମେରୁଦଣ୍ଡ । ଖଲ୍ଲିକୋଟ ବ୍ଲକର ଏକର ଏକର ଚାଷ ଜମିରେ ପଶିଲା ପାଣି ।

କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଲା ଚାଷୀର ମେରୁଦଣ୍ଡ । ଗଞ୍ଜାମ ଖଲ୍ଲିକୋଟ୍ ବ୍ଲକରେ ଏକର ଏକର ଚାଷ ଜମିରେ ପଶିଲା ପାଣି । ଚାଷ ଜମିରେ ପାଣି ଜମି ରହିଥିବା ବେଳେ ଧାନ ଗଛଗୁଡ଼ିକ ପାଣିରେ ବୁଡ଼ି ରହିଛି । ଫଳରେ ଧାନ ଗଛ ଗୁଡ଼ିକ ନଷ୍ଟ ହେବାର ସମ୍ଭାବନା ରହିଛି । ଯାହାକୁ ନେଇ…
Read More...

ଗଜପତି ଜିଲ୍ଲାରେ ଲଗାଣ ବର୍ଷାରେ ହରଭଙ୍ଗା ନଦୀରେ ଜଳସ୍ତର ବୃଦ୍ଧି। ବିଭିନ୍ନ ସ୍ଥାନରେ ଭୁଷୁଡିଲା କାନ୍ଥ।

କନକ ବ୍ୟୁରୋ: ଲଗାଣ ବର୍ଷାରେ ହରଭଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ହୋଇଛି । ୪ଟି ଗାଁକୁ ଯାତାୟତ ଠପ୍ ହୋଇପଡ଼ିଛି । ସେପଟେ ବର୍ଷା ଯୋଗୁ ଜଣକ ଘର କାନ୍ଥ ଭୁଶୁଡିପଡ଼ିଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ଗୋଟିଏ ପରିବାରର ୪ଜଣ । ଗଜପତି ନୂଆଗଡର ବଡ଼ପଦା ଗାଁରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । କିଛି…
Read More...

କେନ୍ଦୁଝର ତେଲକୋଇ ଛାମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ଋଣଭାର ସହିନପାରି ଆତ୍ମହତ୍ୟା କଲେ ଟ୍ରକ୍ ମାଲିକ ।

କନକ ବ୍ୟୁରୋ: ଋଣ ଭାର ନେଲା ଜୀବନ ।ୠଣ ଭାର ସହିନପାରି ଆତ୍ମହତ୍ୟା କଲେ ଟ୍ରକ୍ ମାଲିକ । କେନ୍ଦୁଝର ତେଲକୋଇ ଛାମୁଣ୍ଡା ଗାଁର ମୁକୁନ୍ଦ ମହାକୁଡ଼ ୧୨ ଚକିଆ ଟ୍ରକ୍ କିଣି ଭଡ଼ା କରି ପରିବାର ପ୍ରତିପୋଷଣ କରୁଥିଲେ । ସବୁ କିଛି ଠିକ୍ ଠାକ୍ ଥିଲା । କିନ୍ତୁ କିଛି ମାସ ହେଲେ ମାଇନ୍ସ ଚାଲୁନଥିବାରୁ…
Read More...

ଓସିଏସ ପରୀକ୍ଷା ଫଳ: ତେଜସ୍ୱିନୀ ବେହେରା ଟପ୍ପର, ଟପ୍-୧୦ରେ ୭ମହିଳା। 

କନକ ବ୍ୟୁରୋ: ୨୦୨୦ ମସିହା ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜି ମାରିଛନ୍ତି ତେଜସ୍ୱିନୀ ବେହେରା । ସେହିଭଳି ପ୍ରଥମ ତିନି ସ୍ଥାନରେ ମହିଳା ରହିଛନ୍ତି । କେବଳ ଏତିକି ନୁହେଁ ଟପ-୧୦ରେ ୭ ମହିଳା ସ୍ଥାନ ପାଇଛନ୍ତି । କୃତକାର୍ଯ୍ୟ ହୋଇଥିବା ୩୯୨ ଜଣଙ୍କ ମଧ୍ୟରେ ୧୪୮ ମହିଳା ରହିଛନ୍ତି ।…
Read More...

ପ୍ରକାଶ ପାଇଲା ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ । ତେଜସ୍ୱିନୀ ବେହେରା ଟପ୍ପର । ଟପ୍-୧୦ ତାଲିକାରେ ୭ ଝିଅ ।

କନକ ବ୍ୟୁରୋ: ପ୍ରକାଶ ପାଇଲା ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ । ଶୁକ୍ରବାର ଓପିଏସସି ପକ୍ଷରୁ ୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେଜସ୍ୱିନୀ ବେହେରା ଓପିଏସସି ପରୀକ୍ଷାରେ ଟପ୍ପର ହୋଇଥିବାବେଳେ, ଟପ୍ -୩ ରାଙ୍କରେ ଝିଅ ମାନେ ହିଁ ଅଛନ୍ତି । ତେବେ ଟପ୍-୧୦…
Read More...

ମହିଳା ଏସିଆ କପ୍: ପାକିସ୍ତାନଠୁ ହାରିଲା ଭାରତ । ୨୦ ଓଭରରେ ୧୩୮ ରନ୍ କରିପାରିଲାନି ଟିମ୍ ଇଣ୍ଡିଆ । 

କନକ ବ୍ୟୁରୋ: ଏସିଆ କପରେ ପାକିସ୍ତାନଠୁ ମ୍ୟାଚ୍ ହାରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ । ଶୁକ୍ରବାର ମହିଳା ଏସିଆ କପରେ ବଡ ଧରଣର ରୋମାଞ୍ଚ ଦେଖିବାକୁ ମିଳିଛି ଏବଂ ଦୀର୍ଘ ଦିନ ପରେ ଭାରତ ପାକିସ୍ତାନଠାରୁ ପରାଜିତ ହୋଇଛି । ତେବେ ଆଜି ଭାରତୀୟ ମହିଳା କ୍ରିକେଟ୍ ଦଳ ପାକିସ୍ତାନଠାରୁ ଏକ…
Read More...

ଉତ୍ତରପ୍ରଦେଶ ନୋଏଡାରେ ଭୀଷଣ ଅଗ୍ନିକାଣ୍ଡ। ନିଆଁ ଲିଭାଇବା ପାଇଁ ପହଞ୍ଚିଲା ୩ ଅଗ୍ନିଶମବାହିନୀ ଟିମ୍।

କନକ ବ୍ୟୁରୋ: ନୋଏଡା ସେକ୍ଟର-୩ରେ ଅଗ୍ନିକାଣ୍ଡ ଘଟିଛି । ଗୋଟିଏ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଅଗ୍ନିଶମବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛି । ନିଆଁ ଲାଗିବା ପରେ ଲୋକଙ୍କ ମଧ୍ୟରେ ଭୟର ମାହୋଲ ଦେଖିବାକୁ ମିଳିଥିଲା । ତେବେ…
Read More...

ରାଜ୍ୟବାହାରେ ପ୍ରଦର୍ଶିତ ହେବ ‘ଆହେ ନୀଳ ଶଇଳ’। ଅକ୍ଟୋବର ୧୪ରେ ବେଙ୍ଗାଲୁରୁରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ରାଜ୍ୟ ବାହାରେ ପ୍ରଦର୍ଶିତ ହେବ ନାଟକ ‘ଆହେ ନୀଳ ଶଇଳ’ । ଓଡ଼ିଆ ଜାତିର ଆତ୍ମା ଜଗନ୍ନାଥଙ୍କୁ ସମର୍ପିତ ଏହି ଐତିହାସିକ ନାଟକଟି ଓଡ଼ିଶାରେ ବେଶ ଲୋକପ୍ରିୟ ହୋଇଥିବା ବେଳେ ଏହା ବେଙ୍ଗାଲୁରୁ ପ୍ରଦର୍ଶନ କରାଯିବ । ବେଙ୍ଗାଲୁରୁରେ ହେବାକୁ ଥିବା ଓଡ଼ିଶା ଉତ୍ସବରେ ଏହି…
Read More...

ଦେବଗଡରେ ଅଘଟଣ, କେନାଲରେ ଭାସିଗଲେ ୧୨ ଜଣ ।

କନକ ବ୍ୟୁରୋ: ଗୋହିରା ଡ୍ୟାମର ଗେଟ ଖୋଲିବା ଫଳରେ କେନାଲରେ ଭାସିଗଲେ ୧୨ଜଣ । ଦେବଗଡ ତିଳେଇବଣି ବ୍ଲକ ଦୁଧିଆନାଳୀ ପଞ୍ଚାୟତରେ ଥିବା ଗୋହିରା ମଧ୍ୟମ ଜଳସେଚନ ନଦୀବନ୍ଧର ଗେଟ ଖୋଲିବା କାରଣରୁ ଡ୍ୟାମ ତଳ କେନାଲରେ ଗାଧୋଉଥିବା ଶିଶୁ ଓ ମହିଳାଙ୍କ ସମେତ ୧୨ଜଣ ଭାସିଯାଇଥିଲେ । ଗ୍ରାମବାସୀ ଓ…
Read More...

୨୦୨୨ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା। ବେଲାରୁସର ମାନବାଧିକାର କର୍ମୀଙ୍କ ସମେତ ଅନ୍ୟ ୨  ସଂଗଠନକୁ ପୁରସ୍କାର।

କନକ ବ୍ୟୁରୋ: ୨୦୨୨ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି ।  ନୋବେଲ କମିଟି ବେଲାରୁସର ମାନବାଧିକାର କର୍ମୀ ଆଲେସ ବାଲିଆସ୍କି, ଋଷ ମାନବାଧିକାର ସଂଗଠନ ‘ମେମୋରିଆଲ’ ଏବଂ ୟୁକ୍ରେନର ମାନବାଧିକାର ସଂଗଠନ ‘ସେଣ୍ଟର ଫର ସିଭିଲ ଲିବର୍ଟିଜ’କୁ ମିଳିତ ଭାବେ ଏହି ସମ୍ମାନ ମିଳିବା ନୋବେଲ…
Read More...