Browsing Category

ନ୍ୟୁଜ୍

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର : ୧୨ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ

କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ପୂର୍ବ କେନ୍ଦ୍ରୀୟ ପାଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୧୨ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଲଘୁଚାପ…
Read More...

ଫ୍ଲାଏଓଭର ଉଦଘାଟନ ବେଳେ ରାଜନୈତିକ ଡ୍ରାମା : ମନ୍ତ୍ରୀଙ୍କ ପୂର୍ବରୁ ଫିତା କାଟି ଦେଲେ ବିଧାୟକ ଜୟ ନାରାୟଣ ମିଶ୍ର

କନକ ବ୍ୟୁରୋ : ସମ୍ବଲପୁର ଫ୍ଲାଏଓଭର ଉଦଘାଟର କାର୍ଯ୍ୟକ୍ରମରେ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି । ଉଦଘାଟକ ଭାବେ ଆସିଥିବା ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଳ ମଲ୍ଲିକ ଚାହିଁ ରହିଥିବା ବେଳେ ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ଜୟ ନାରାୟଣ ମିଶ୍ର ସେଠାରେ ପହଞ୍ଚି ଫିତା କାଟି ଦେଇଛନ୍ତି ।…
Read More...

ରାଜ୍ୟରେ ମେଡିକାଲ ଶିକ୍ଷା ପାଇଁ ବଢ଼ୁଛି ଆଗ୍ରହ : ନିଟରେ ଭଲ ନମ୍ବର ରଖୁଛନ୍ତି ରାଜ୍ୟ ବୋର୍ଡରୁ ପାସ୍ କରୁଥିବା…

କନକ ବ୍ୟୁରୋ : ରାଜ୍ୟରେ ମେଡିକାଲ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଛି ଆଗ୍ରହ । ୨୦୧୯ରୁ ୨୦୨୨ ପରିସଂଖ୍ୟାନ ଅନୁସାରେ ଏଭଳି ସୂଚନା ମିଳିଛି । ଗତ ୪ ବର୍ଷର ନିଟ୍ ପରୀକ୍ଷାର୍ଥୀ ଏବଂ ଫଳାଫଳ ଅନୁସାରେ ଅଧିକରୁ ଅଧିକ ପରୀକ୍ଷାର୍ଥୀ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।…
Read More...

ମଧ୍ୟପ୍ରଦେଶରେ ଭୟାବହ ଦୁର୍ଘଟଣା: ଦୀପାବଳୀ ପାଳିବାକୁ ଯାଉଥିଲେ, ବାଟରେ ଚାଲିଗଲା ୧୪ ଜୀବନ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ ରୀବା ନିକଟ ୩୦ ନମ୍ବର ଜାତୀୟ ରାଜପଥରେ ଭୀଷଣ ଦୁର୍ଘଟଣା ଘଟି ଚାଲିଯାଇଛି ୧୪ ଜଣଙ୍କ ଜୀବନ । ୩୫ଜଣ ଗୁରୁତରଙ୍କୁ ନିକଟସ୍ଥ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୋଲିସର କହିବା ମୁତାବକ, ୮ ଶନିବାର…
Read More...

ଦୀପାବଳି ପାଇଁ ସଜେଇ ହେଉଛି ଅଯୋଧ୍ୟା : ଆଲୋକିତ ହେବ ୪୦ଟି ଘାଟ; ଜଳିବ ୧୭ ଲକ୍ଷ ଦୀପ

କନକ ବ୍ୟୁରୋ : ଦୀପ ଉତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା । ଚଳିତ ବର୍ଷ ୧୭ଲକ୍ଷ ଦୀପ ଜଳାଇବାକୁ ପ୍ରସ୍ତୁତି ଚାଲିଛି । ଏବେଠୁ ଆଲୋକ ମାଳାରେ ଝଲସୁଛି ଅଯୋଧ୍ୟ ସହର । ଅଯୋଧ୍ୟର ରାମ କି ପେଡିରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ହେଉଛି । ରବିବାର ସନ୍ଧ୍ୟାରେ ଦୀପ ଆଲୁଅରେ ଆଲୋକିତ ହେବ ୪୦ଟି ଘାଟ ।…
Read More...

ଜମି ଅଧିଗ୍ରହଣ ବିରୋଧରେ ପ୍ରତିବାଦ : ରାତି ସାରା ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଶହ ଶହ ଆଦିବାସୀ

କନକ ବ୍ୟୁରୋ : ରାତି ସାରା ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଆଦିବାସୀ । ସୁନ୍ଦରଗଡ଼ ରାଜରାସ୍ତାରେ ବିସ୍ଥାପନକୁ ବିରୋଧ କରି ଆଦିବାସୀଙ୍କ ପ୍ରତିବାଦ ଶୋଭାଯାତ୍ରା । ଜୀବନ ଦେବୁ ପଛେ ଜମି ଦେବୁ ନାହିଁ । ଜମି ଅଧିଗ୍ରହଣକୁ ବିରୋଧ କରି ପ୍ରତିବାଦ କରୁଥିବା ଆଦିବାସୀ ସାରା ରାତି ଜିଲ୍ଲାପାଳଙ୍କ…
Read More...

ଆଜି ଅବପାତର ରୂପ ନେବ ଲଘୁଚାପ : ୨୪ ତାରିଖ ସକାଳେ ସୃଷ୍ଟି ହୋଇପାରେ ବାତ୍ୟା; କେଉଁ ଦିନ କେଉଁଠି ହେବ ବର୍ଷା ?

କନକ ବ୍ୟୁରୋ : ଆଜି ଅବପାତର ରୂପ ନେବ ଲଘୁଚାପ । ୨୪ ତାରିଖ ସକାଳେ ସୃଷ୍ଟି ହୋଇପାରେ ବାତ୍ୟା । ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷା ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । ଆକଳନ ଅନୁସାରେ ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ସିତ୍ରାଙ୍ଗ । ଆଇଏମଡି ଜାରି କରିଥିବା ଗତିପଥ ଅନୁସାରେ ଓଡ଼ିଶା…
Read More...

କୂଅରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ : ନୟାପଲ୍ଲୀ ବେହେରା ସାହିର ଘଟଣା

କନକ ବ୍ୟୁରୋ : କୂଅରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ । ରାଜଧାନୀର ନୟାପଲ୍ଲୀ ବେହେରା ସାହିର ଘଟଣା । ମୃତ ଯୁବକଙ୍କ ନାଁ ପ୍ରଭାତ ଦାସ । ସେ କିପରି କୂଅରେ ପଡ଼ିଲେ ଜଣାପଡ଼ି ନାହିଁ । ତେବେ ନିଶା ପ୍ରଭାବରେ ସେ କୂଅରେ ପଡ଼ିଯାଇଥିଲେ ବୋଲି ସନ୍ଦେହ କରାଯାଉଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ…
Read More...

ମେଡିକାଲରୁ ଅକ୍ସିଜେନ୍ ପାଇପ ଚୋରି : ୬୦ ମିଟର ପାଇପଲାଇନକୁ ଚୋରି କରିନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ମଡିକାଲରୁ ଚୋରି ହୋଇଗଲା ଅକ୍ସିଜେନ ପାଇପଲାଇନ । ଜୟପୁର ସ୍ଥିତ ଜିଲ୍ଲା ମେଡିକାଲରୁ ଅକ୍ସିଜେନ ପାଇପଲାଇନ ଚୋରି ହୋଇଯାଇଛି । ୬୦ ମିଟର ପାଇପଲାଇନକୁ ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ଅକ୍ସିଜେନ ଟାଙ୍କି ଠାରୁ ସଂଯୋଗ କରୁଥିବା ଲାଇନ ପର୍ଯ୍ୟନ୍ତ ତମ୍ବା ପାଇପ ଲାଇନକୁ କାଟି…
Read More...

କ୍ଲାସ୍ ମନିଟରରୁ ବିଜେପି ସଭାପତି । ସ୍ୱୟଂସେବକରୁ ସରକାରରେ ଗୃହମନ୍ତ୍ରୀ । ଜନ୍ମଦିନରେ ପଢନ୍ତୁ, କେନ୍ଦ୍ର…

କନକ ବ୍ୟୁରୋ:  ଅମିତ ଶାହ । ବିଜେପିର ଚାଣକ୍ୟ । ମୋଦୀ ମନ୍ତ୍ରୀମଣ୍ଡଳରେ ନମ୍ବର ଟୁ ମନ୍ତ୍ରୀ  ।  ଶାହା ରାଜନୀତିର ଏମିତି ଜଣେ ସେନାପତି, ଯିଏ ନରେନ୍ଦ୍ର ମୋଦୀଙ୍କୁ ପିଏମ୍ ମୋଦୀ ବନେଇଥିଲେ, ବିଜେପିକୁ ପ୍ରଚଣ୍ଡ ବହୁମତରେ ନିର୍ବାଚନ ଜିତାଇଥିଲେ । ସାରା ଦେଶରେ ଯେତେବେଳେ ବିଜେପି ପଦ୍ମ…
Read More...