Daily Archives

March 15, 2024

ଆସନ୍ତାକାଲି ଆସିବ ନିର୍ବାଚନ ତାରିଖ । ଲୋକସଭା ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ…

କନକ ବ୍ୟୁରୋ : ଶନିବାର ହେବ ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା । ଅପରାହ୍ଣ ୩ଟା ବେଳେ ସାମ୍ବାଦିକ ସମ୍ମଳନୀ କରିବେ ନିର୍ବାଚନ କମିଶନ । ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ । ନୂଆ ଇଲେକସନ୍ କମିଶନଙ୍କ ନିଯୁକ୍ତି ପରେ ଆଜି ବସିଥିବା ବୈଠକରେ ଏନେଇ…

ଏସବିଆଇକୁ ସୁପିମକୋର୍ଟଙ୍କ ଛାଟ । ନିର୍ବାଚନୀ ବଣ୍ଡ ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିନଥିବାରୁ ଅସନ୍ତୋଷ…

କନକ ବ୍ୟୁରୋ : ତଥ୍ୟ ଦେଲେ, ହେଲେ ରହସ୍ୟ ରଖିଦେଲେ । ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଲା ନାହିଁ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏସବିଆଇକୁ ସୁପିମକୋର୍ଟ ଛାଟ । ଇଲୋକ୍ଟୋରାଲ ତଥା ନର୍ବାଚନ ବଣ୍ଡ ସମ୍ପନ୍ଧରେ ସମ୍ପୁର୍ଣ୍ଣ ତଥ୍ୟ ଦାଖଲ କରିନଥିବାରୁ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ବିଆରଏସ ନେତ୍ରୀ କେ କବିତାଙ୍କ ଘରେ ଚଢ଼ାଉ ପରେ ଇଡି…

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଆରଏସ ନେତ୍ରୀ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କ ଘରେ ଉପରେ ଚଢ଼ାଉ ପରେ ଗିରଫ କରିଛି ଇଡି । ହାଇଦ୍ରାବାଦ ବାସଭବନରେ ଚଢ଼ାଉ କରଯାଇଛି । ଦିଲ୍ଲୀ ମଦ…

ଅପହଞ୍ଚ ଇଲାକାର ଆଶାର ଆଲୋକ: ପ୍ରଭାବଶାଳୀ ମହିଳା ତାଲିକାରେ ମାଲକାନଗିରିର ଝିଅ

କନକ ବ୍ୟୁରୋ: ଉଦ୍ଦେଶ୍ୟ ବହୁତ ବଡ ପ୍ରୟାସ ବି କିଛି କମ୍ ନୁହେଁ । ମାଲକାନଗିରି ଭଳି ଅପହଂଚ ଇଲାକାରୁ ଆସି ସେ ଦୁନିଆ ଆଗରେ ହୋଇପାରିଛନ୍ତି ପ୍ରଭାବଶାଳୀ । ଆଉ ସ୍ୱୀକୃତି ମିଳିଛି ତାଙ୍କ ଉଦ୍ଦେଶ୍ୟକୁ । ହଁ ଆମେ କହୁଛୁ ଜୟନ୍ତୀଙ୍କ ଜୟ ଜୟକାରର କଥା । ଫୋର୍ବସ୍ ମାଗାଜିନ୍ର ଭାରତୀୟ ସଂସ୍କରଣ…

କୋଟିଆକୁ ନେଇ ଆନ୍ଧ୍ର ଖେଳିଲା ଚାଲ: ଜାରି କଲା ନୂଆ ଭୋଟର ତାଲିକା

କନକ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ, ଚଳଚଂଚଳ ହେଲାଣି ରାଜନୀତି । ଏସବୁ ଭିତରେ ପୁଣି ଥରେ କୋଟିଆକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆନ୍ଧ୍ର ଏକ ତରଫା ଭୋଟର ତାଲିକା ଜାରି କରିଛି । ଯାହାକୁ ନେଇ ଏବେ ପୁଣି କୋଟିଆ ବିବାଦ ଆରମ୍ଭ ହୋଇଛି । ନିର୍ବାଚନ ରୁତୁ ଆରମ୍ଭ ହୋଇଥିବା ଆନ୍ଧ୍ରପ୍ରଦେଶ…

ଆକ୍ସନ ମୋଡରେ ଇଡି: ସିସୋର ମୁଖିଆଙ୍କୁ ଜେରା, ରାଜନେତାଙ୍କ ଛାତି ଧଡ ଧଡ!

କନକ ବ୍ୟୁରୋ: ପ୍ରବର୍ତନ ନିର୍ଦ୍ଦେଶାଳୟର ଚିଟ୍ଫଣ୍ଡ ତନାଘନା । ସିସୋର ଚିଟଫଣ୍ଡ ଠକେଇ ମାମଲାରେ ପ୍ରଥମ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ସଂସ୍ଥା ମୁଖ୍ୟ ପ୍ରଶାନ୍ତ ଦାସ । ଜମି କିଣାବିକା ଓ ପଲିଟକାଲ ଲିଙ୍କ ନେଇ ଜେରା କରିଛନ୍ତି ତଦନ୍ତକାରୀ ଅଧିକାରୀ । ତେବେ ଜେରାର ସମ୍ମୁଖିନ କରିବା ପରେ…