Daily Archives

March 15, 2024

ରାତି ଅଧରେ କାର-ଟ୍ୟାଙ୍କର ଧକ୍କା: ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

କନକ ବ୍ୟୁରୋ: ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଦୁର୍ଘଟଣାରେ ଶିକାର ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମ୍ବଲପୁରରୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ଅଣାଯାଇଛି । ତେବେ ସ୍ୱତନ୍ତ୍ର ଡାକ୍ତେରୀ ଟିମ୍ ତାଙ୍କ ଚିକିତ୍ସା ଜାରି ରଖିଥିବା…

କାଲି ନିର୍ବାଚନ ତାରିଖ ଘୋଷଣା: ହେଲେ ଏଯାଏଁ ଦୂର ହେଉନି ମେଣ୍ଟ ଦ୍ୱନ୍ଦ୍ୱ

କନକ ବ୍ୟୁରୋ: ରାତି ପାହିଲେ ବାଜିବ ୨୪ ବିଗୁଲ । ହେଲେ ଏଯାଏଁ ରାଜ୍ୟ ରାଜନୀତିରେ ନିର୍ବାଚନ ଆଧାର ତିଆରି ହୋଇପାରିନାହିଁ । ରାଜନୈତିକ ଦଳର ସବୁ ନିର୍ବାଚନୀ କସରତ ଯେମିତି ମେଂଟ ଚର୍ଚ୍ଚା ପାଖରେ ଅଟକି ଯାଇଛି । ଆଉ ଏହାରି ଭିତରେ ମେଂଟ ବାବଦରେ ଜାଣିବା ପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ…

କଂଗ୍ରେସର ଗ୍ୟାରେଣ୍ଟି: ବିଜୟୀ ହେଲେ ଦେବେ ୯ ସୁବିଧା

କନକ ବ୍ୟୁରୋ: ବିଜେଡି-ବିଜେପି ମେଂଟ ହେବକି ନାହିଁ ସ୍ପଷ୍ଟ ହୋଇପାରୁନି । ନିର୍ବାଚନ ତାରିଖ ଘୋଷଣା ହୋଇନି କି କୌଣସି ଦଳ ପ୍ରାର୍ଥୀ ଦେଇନାହାନ୍ତି । କିନ୍ତୁ ଆଗୁଆ ପ୍ରତିଶ୍ରୁତିର ପାହାଡ ଠିଆ କରିଛି ରାଜ୍ୟ କଂଗ୍ରେସ । ୨୪ ପାଇଁ ଦେଇଛି ୯ ଗ୍ୟାରେଂଟି ଓ ୯୦ ସଂକଳ୍ପ । ନିର୍ବାଚନୀ…

କାଲି ନିର୍ବାଚନ ତାରିଖ ଘୋଷଣା: ସାରାଦେଶରେ ଲାଗୁ ହେବ ଆଦର୍ଶ ଆଚରଣ ବିଧି

କନକ ବ୍ୟୁରୋ: ନିର୍ବାଚନ କେବେ ହେବ? କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ? ଏହାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଉପରେ ପଡିବ ପୂର୍ଣ୍ଣଛେଦ । ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଆଉ ତାପରେ ଦେଶର ସମସ୍ତ ରାଜନୈତିକ ଦଳଙ୍କ ପାଇଁ ଆରମ୍ଭ ହେବ ଅସଲ ପରୀକ୍ଷା । କେଉଁ…

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅରିନ୍ଦମ: ନିର୍ବାଚନ ବେଳେ ଦଳ ଛାଡିଲେ ଓଲିଉଡ୍ ଷ୍ଟାର୍

କନକ ବ୍ୟୁରୋ: ଆଜି ବିଜେପି କାର୍ଯ୍ୟାଳୟରୁ ଏମିତି ଚିତ୍ର ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୀତିରେ ବଡ ଧରଣର ହଲଚଲ ସୃଷ୍ଟି କରିଛି । ଓଡିଆ ସିନେମା ଜଗତର ଚର୍ଚ୍ଚିତ ଚେହେରା, ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଠିକ୍ ନିର୍ବାଚନ ପୂର୍ବରୁ ଶିବିର ପରିବର୍ତନ କରିଛନ୍ତି । ଅଭିନେତାରୁ ନେତା…

ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଲେ ଅରିନ୍ଦମ ରାୟ: କହିଲେ, ବିଜେପି ପାଇଁ ମୁଁ ପାରୁ ପର୍ଯ୍ୟନ୍ତ କାମ…

କନକ ବ୍ୟୁରୋ: ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଲେ ଅରିନ୍ଦମ ରାୟ । କହିଲେ, ବିଜେପି ତାଙ୍କ ଘରେ ଜାଗା ଦେଇଥିବାରୁ ଧନ୍ୟବାଦ । ବିଜେପି ପାଇଁ ମୁଁ ପାରୁ ପର୍ଯ୍ୟନ୍ତ କାମ କରିବି । ବିକଶିତ ଓଡିଶାକୁ ଆଗକୁ ନେବାକୁ ଚେଷ୍ଟା କରିବି । ମୋଦୀଙ୍କ ଦ୍ୱାରା ସମସ୍ତେ ପ୍ରଭାବିତ । ଦେଶ…