Daily Archives

March 14, 2024

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗର୍ଜିଲେ ଶରଣାର୍ଥୀ । ମୁଖ୍ୟମନ୍ତ୍ରୀ ଆବାସ ବାହାର ଦେଲେ ଧାରଣା

କନକ ବ୍ୟୁରୋ : ଦିଲ୍ଲୀ ରାଜରାସ୍ତାରେ ଗର୍ଜିଲେ ହିନ୍ଦୁ ଶରଣାର୍ଥୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଲେ ସ୍ଲୋଗାନ । କେଜ୍ରିୱାଲ ମୁର୍ଦାବାଦ ସ୍ଲୋଗାନରେ କମ୍ପିଲା ମୁଖ୍ୟମନ୍ତ୍ରୀ ଆବାସ ବାହାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସେହି ବୟାନକୁ ନେଇ ବିବାଦ ଦେଖାଦେଇଛି…

ସିଏଏକୁ ବିରୋଧ, ଜବାବ ରଖିଲେ ଗୃହମନ୍ତ୍ରୀ । ଶାହା କହିଲେ କୌଣସି ପରିସ୍ଥିତିରେ ପ୍ରତ୍ୟାହାର ହେବନି ସିଏଏ

କନକ ବ୍ୟୁରୋ : ଦେଶରେ ଲାଗୁ ହୋଇଛି ସିଏଏ ବା ନାଗରିକ ସଂଶୋଧନ ଆଇନ । ଏହାକୁ ବିଭିନ୍ନ ରାଜନୈତିକ ଦଳ ବିରୋଧ କରୁଛନ୍ତି । ଏପରିକି ଟିଏମସି, ଏଆଇଏଡିଏମକେ ଓ କଂଗ୍ରେସ ନିଜ ଶାସିତ ରାଜ୍ୟରେ ଆଇନ ଲାଗୁ କରିବେନି ବୋଲି କହିଛନ୍ତି । ଏହା ଦେଶବାସୀଙ୍କ ହିତରେ ନୁହେଁ ବିଜେପି ସରକାରଙ୍କ…

ଖୁବ୍ ଶୀଘ୍ର ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ଖାଲି ପଡିଥିବା ଦୁଇ ନିର୍ବାଚନ କମିଶନର ପଦବୀ ପୁରଣ କଲେ ସରକାର

କନକ ବ୍ୟୁରୋ : ସୁଖବୀର ସିଂ ସାନ୍ଧୁ ଓ ଜ୍ଞାନେଶ କୁମାର ହେବେ ନୂଆ ଇଲେକ୍ସନ କମିଶନର । ଖାଲି ପଡିଥିବା ଦୁଇ ନିର୍ବାଚନ କମିଶନର ପଦବୀରେ ଏମାନଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାନ୍ଧୁ ଓ କୁମାରଙ୍କ ନାଁରେ ମୋହର ବାଜିଛି । ୨୧୨ଜଣଙ୍କ ନାଁ…

ଇନଫୋସିଟିର ଡକାୟତ ଗ୍ୟାଙ୍ଗ: ବନ୍ଧା ହେଲା ଛୋଟା ଇସଲାମ

କନକ ବ୍ୟୁରୋ: ମଦ ଦୋକାନରୁ ଲୁଟ୍ ପାଇଁ ଚାଲିଥିଲା ଯୋଜନା । ଦୋକାନରେ ସଟର ପଡିବା ଲୁଟ୍ ପାଇଁ ଅପରେସନ୍ କରିଥାନ୍ତେ ଲୁଟେରା । ହେଲେ ସବୁ ପଣ୍ଡ କରିଦେଲା ପୁଲିସ । ଲୁହାରଡ, ଖଣ୍ଡା, ଲଙ୍କାଗୁଣ୍ଡ, ନିଶାଦ୍ରବ୍ୟ ସହ ପଡିଆରେ ଆସର ଜମାଇଥିବା ଲୁଟେରା ଛୋଟା ଇସଲାମ୍ ଗ୍ୟାଙ୍ଗକୁ ଗିରଫ କରିଛି…

‘ସ୍ମାର୍ଟ ମିଟର’କୁ ନେଇ ବଡ଼ ଅଭିଯୋଗ: ବିଜୁଳି ଦେୟକୁ ନେଇ ଆପତ୍ତି ଆଣିଲେ ଗ୍ରାହକ, ସ୍ମାର୍ଟ ମିଟରରେ ଆସୁଛି ଅଧିକ…

କନକ ବ୍ୟୁରୋ: ଆଗରୁ ବିଜୁଳି ବିଲ୍ ଆସୁଥିଲା ୮୦ରୁ ଶହେ ଟଙ୍କା । ଏବେ ସ୍ମାର୍ଟ ମିଟର ଲାଗିବା ପରେ ବିଜୁଳି ବିଲ୍ ଦେଖି ତାଜୁବ୍ ହୋଇଯାଉଛନ୍ତି ଉପଭୋକ୍ତା । ମାସକୁ ୪ ଶହରୁ ୫ ଶହ ଟଙ୍କାର ବିଲ୍ ଆସୁଥିବା କହିଛନ୍ତି ଭଂଜନଗରର ଗ୍ରାହକ । ସ୍ମାର୍ଟ ମିଟର ଲାଗିବା ପରେ ଏଭଳି ହେଉଥିବା ଅଭିଯୋଗ…

ପାଦଟିଏ ଆଗେଇଲା ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବ୍ୟବସ୍ଥା । ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଚୂଡାନ୍ତ ରିପୋର୍ଟ…

କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ରିପୋର୍ଟ ପ୍ରସ୍ତୁତ କରିଛି । ୧୮,୬୨୬ ପୃଷ୍ଠାର…