Daily Archives

March 14, 2024

ରାଜ୍ୟରେ ବଢୁଛି କିଡନୀ ରୋଗୀଙ୍କ ସଂଖ୍ୟା: କଟକ ପାଲଟିଛି ହଟସ୍ପଟ, ୱାର୍ଲ୍ଡ କିଡନୀ ଡେ’ରେ ଆସିଲା ହୃଦୟ ବିଦାରକ କାହାଣୀ

କନକ ବ୍ୟୁରୋ: ଆମ ଶରୀରରେ କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଶରୀର ଭିତରେ ତିଆରି ହେଉଥିବା ବର୍ଜ୍ୟବସ୍ତୁକୁ ନିଷ୍କାସନ କରିବାରେ କିଡନୀର ଗୋଟିଏ ବଡ ଭୂମିକା ରହିଛି । ହେଲେ ଧୀରେ ଧୀରେ ଓଡିଶାରେ କିଡନୀ ରୋଗୀଙ୍କ ସଂଖ୍ୟ।। ବଢିବାରେ ଲାଗିଛି । ଲୋକେ ସୁସ୍ଥ ହେବାକୁ ପାଣି ଭଳି ଟଂକା ଖର୍ଚ୍ଚ…

ରାଜନୀତିରେ ପ୍ରବେଶ କଲେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ଆନ୍ଧ୍ରପ୍ରଦେଶର ପୀଥାପୁରମ ଆସନରୁ ଲଢିବେ ନିର୍ବାଚନ

କନକ ବ୍ୟୁରୋ : ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ରାଜନୀତିରେ ପ୍ରବେଶ କରିବା ନେଇ ଘୋଷଣା କରିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏନେଇ ଏକ ପୋଷ୍ଟ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ସେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି । ଆନ୍ଧ୍ରପ୍ରଦେଶର ପୀଥାପୁରମ…

ଏଟିଏମରୁ ଟଙ୍କା ଉଠାଇବା ବେଳେ ଅଜଣା ଲୋକଙ୍କୁ ସାବଧାନ: ଲୁଟ ପାଇଁ ନୂଆ ତରିକା ଆପଣାଇଛନ୍ତି ସାଇବର ଅପରାଧୀ

କନକ ବ୍ୟୁରୋ: ଏଟିଏମରୁ ଟଙ୍କା ଉଠାଉଥିବା ବେଳେ ସାବଧାନ ରୁହନ୍ତୁ । କାରଣ ଏଟିଏମରେ ଲୁଟର ଜାଲ ବିଛାଇ ବସୁଛନ୍ତି ଲୁଟେରା । ଫେକ୍ ହେଲ୍ପ ଲାଇନ୍ ନମ୍ବର ଲେଖି, ବ୍ୟାଙ୍କ ଆକାଉଂଟ ଖାଲି କରି ଦେଉଛନ୍ତି । ସେମିତି ସାଇବର ଲୁଟର ଶିକାର ହୋଇଛନ୍ତି ଭୁବନେଶ୍ୱରର ଚିନ୍ମୟ କୁମାର ଷଡଙ୍ଗୀ । ତାଙ୍କ…

ଆଉ ଏକ ପାଦ ଆଗେଇଲା ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସ୍ତାବ: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଚୂଡାନ୍ତ ରିପୋର୍ଟ…

କନକ ବ୍ୟୁରୋ: ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ରିପୋର୍ଟ ପ୍ରସ୍ତୁତ କରିଛି । ୧୮,୬୨୬ ପୃଷ୍ଠାର…

ଶୀର୍ଷ ନେତୃତ୍ୱ ନେବେ ମେଣ୍ଟ ନିଷ୍ପତ୍ତି! ରାଜ୍ୟ ବିଜେପି ନେତାଙ୍କୁ ପୁଣି ଦିଲ୍ଲୀ ଡକରା

କନକ ବ୍ୟୁରୋ: ବିଜେପି ନେତୃତ୍ୱଧୀନ ଏନଡିଏ, ଗୋଟିଏ ପରେ ଗୋଟିଏ ଦଳ ସହ ମେଂଟ କରି କଳେବର ବୃଦ୍ଧିି କରୁଛି । ବିଶେଷକରି ଏନଡିଏର ପୁରୁଣା ସହଯୋଗୀ, ରାଜନୈତିକ ଦଳଙ୍କୁ ପୁଣି ଥରେ ମେଂଟରେ ସାମିଲ କରି ଶକ୍ତି ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଏହି କ୍ରମରେ ବିଜେଡିକୁ ଏନଡିଏରେ…

ମେଂଟ ଚର୍ଚ୍ଚା ଭିତରେ ଦ୍ୱନ୍ଦ୍ୱ ବଢ଼ାଇଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ: ପ୍ରଥମେ କହିଲେ ଏକାକୀ ଲଢ଼ିବ ବିଜେପି,…

କନକ ବ୍ୟୁରୋ: ଯେଉଁ ଖବରକୁ ନେଇ ଚାଖଟିଠାରୁ ଆରମ୍ଭ କରି ପାୱାର କରିଡର ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ହେଉଛି । ସାରାରାଜ୍ୟର ରାଜନୈତିକ ମାହୋଲ ସରଗରମ ରହିଛି । ହେଲେ, ସ୍ପଷ୍ଟ ହେଉନି ବିଜେଡି-ବିଜେପି ମେଂଟ ହେବ ନା ହେବ ନାହିଁ । ମେଂଟ ହେଲେ, କେଉଁ ଦଳ କେଉଁଠୁ ଲଢ଼ିବ? କେଉଁ ଦଳକୁ କେତେ ଆସନ…