Daily Archives

March 1, 2024

ମାର୍ଚ୍ଚ ପହିଲାରୁ ତାତି ଚିନ୍ତା: ପ୍ରସ୍ତୁତ ରହିବା ପାଇଁ ପରାମର୍ଶ, ସତର୍କ କଲା ଗଣଶିକ୍ଷା ବିଭାଗ

କନକ ବ୍ୟୁରୋ: ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଉପରମୁହାଁ ପାରଦ । ତାତିଲାଣି ମାର୍ଚ୍ଚ । ଆଗାମୀ ୪ ଦିନରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଏଣେ ଚାଲିଛି ପରୀକ୍ଷା । ଛାତ୍ରଛାତ୍ରୀ ସ୍କୁଲ କଲେଜ ଯାଉଛନ୍ତି । ବଢୁଥିବା ତାତି…

ହିମାଚଳ ରାଜନୈତିକ ଅସ୍ଥିରତା ଭିତରେ ଚିନ୍ତା ବଢ଼ାଇଲା ପ୍ରତିଭା ସିଂଙ୍କ ବୟାନ । ବିଜେପିକୁ ପ୍ରଶଂସା, ଅଯୋଗ୍ୟ ଘୋଷିତ…

କନକ ବ୍ୟୁରୋ : ୩ଦିନର ଅସ୍ଥିରତା ପରେ ହିମାଚଳ ରାଜନୈତିକ ଶାନ୍ତ ପଡିଛି । ସରକାର ଭାଙ୍ଗିବା ନେଇ ଯେଉଁ ଆଶଙ୍କା ଦେଖାଦେଇଥିଲା ତାହା ଟଳିଯାଇଛି । ଅନ୍ୟପଟେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ପ୍ରତିଭା ସିଂଙ୍କ ବୟାନ ପୁଣି ଥରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ବିଜେପିର କାର୍ଯ୍ୟଶୈଳୀ କଂଗ୍ରେସଠୁ…

ରାଜଧାନୀ ମୁହାଁ ବିଜେଡି ନେତା: କ୍ଷମତା କେନ୍ଦ୍ରରେ କାଟୁଛନ୍ତି ଚକ୍କର, ନବୀନ ନିବାସରେ ଆଶାୟୀଙ୍କ ଭିଡ଼

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହୋଇନି, କିନ୍ତୁ ନବୀନ ନିବାସରେ କିଛିଦିନ ହେଲା ଦେଖିବାକୁ ମିଳୁଛି ଟିକେଟ୍ ଆଶାୟୀଙ୍କ ଭିଡ଼ । ନିର୍ବାଚନ ମଣ୍ଡଳୀରେ ନରହି, ନେତା ଏବେ ହୋଇଛନ୍ତି ରାଜଧାନୀ ମୁହାଁ । କାଳେ ଟିକେଟ୍ କଟିଯିବ, ତାଙ୍କ ନିର୍ବାଚନମଣ୍ଡଳୀରେ ଅନ୍ୟ କେହି ଏଂଟ୍ରି ମାରିବେ, ଏହି…

ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ଆରବିଆଇର ବଡ ସୂଚନା । -ବ୍ୟାଙ୍କକୁ ଫେରିସାରିଛି ୯୭.୬୨ ପ୍ରତିଶତ ନୋଟ

କନକ ବ୍ୟୁରୋ : ଭାରତୀୟ ବଜାରରୁ ବ୍ୟାଙ୍କକୁ ଫେରିସାରିଲାଣି ୯୭.୬୨% ୨ହଜାରଟଙ୍କିଆ ନୋଟ । ଏବେ ବି ଲୋକଙ୍କ ପାଖରେ ରହିଛି ୮ହଜାର ୪୭୦ କୋଟି ଟଙ୍କାର ଗୋଲାପୀ ନୋଟ । ମେ, ୨୦୨୩ରେ ୨୦୦୦ଟଙ୍କିଆ ନୋଟକୁ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଜନସାଧାରଣଙ୍କୁ ଆରବିଆଇ ଅଧିକୃତ…

ଖୁବଶିଘ୍ର ଜାରି ହୋଇପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ସିଇସି ବୈଠକରେ ହେଭିୱେଟ, ନୂଆ ଓ ମହିଳାଙ୍କ…

କନକ ବ୍ୟୁରୋ : ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇସାରିଛି । କେବଳ ନାଁ ଘୋଷଣାକୁ ଅପେକ୍ଷା ରହିଛି । ଖୁବ୍ ଶୀଘ୍ର ତାଲିକାରେ ଥିବା ନାଁ ଗୁଡ଼ିକ ସାମ୍ନାକୁ ଆସିବ । ତେବେ ଗୁରୁବାର ରାତିରେ ପ୍ରସ୍ତୁତ ହୋଇଥିବା ତାଲିକାରେ କେଉଁ କେଉଁ ନେତାଙ୍କ ନାଁ ରହିଛି, ଯଦିଓ ତାହା ସ୍ପଷ୍ଟ…

ରାଜ୍ୟ କଂଗ୍ରେସକୁ ସୁଧାରିବ ସୁନୀଲଙ୍କ ସୂତ୍ର? ରାହୁଲଙ୍କ ହାତରେ ରଣନୀତି ରିପୋର୍ଟ

କନକ ବ୍ୟୁରୋ: ବିଳମ୍ବରେ ହେଲେ ବି ରାଜ୍ୟରେ ସକ୍ରିୟ ହୋଇଛି କଂଗ୍ରେସ । କଂଗ୍ରେସ ପ୍ରଭାରୀ ପରିବର୍ତନ ପରେ ନୂଆ ରଣନୀତି ସହ ଆଗକୁ ବଢ଼ୁଛି ଦଳ । ଆଉ ଏହି ରଣନୀତି ପଛରେ ଯେଉଁ ବ୍ୟକ୍ତି ରହିଛନ୍ତି, ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । କୁହାଯାଉଛି, ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…